ଆଉ ବସ୍‌ରେ ଆସିବେନି ଶ୍ରମିକ, କେବଳ ଟ୍ରେନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟରେ ଅଟକ ରହିଥିବା ଶ୍ରମିକ, ତୀର୍ଥଯାତ୍ରୀଙ୍କୁ ଅଣାଯିବା ଲାଗି ଯେଉଁ ପଦକ୍ଷେପ ନିଆଯାଇଛି ସେଥିରେ ଆଉ ବସ୍‌ ବ୍ୟବହାର କରାଯିବ ନାହିଁ। ଏଥିଲାଗି କେବଳ ଟ୍ରେନ୍‌ ହିଁ ଏକମାତ୍ର ସାଧନ ଭାବେ … Read More