କୋଭିଡ୍୧୯: କେନ୍ଦ୍ରାପଡ଼ାରେ ଫସି ରହିଛନ୍ତି ଇଟାଭାଟି ଶ୍ରମିକ, ଉଦ୍ଧାର ପାଇଁ ନିବେଦନ
କେନ୍ଦ୍ରାପଡା଼,୨୬/୩:କରୋନାକୁ ନେଇ ସମଗ୍ର ଦେଶରେ ଏବେ ଲକ୍ଡାଉନ ହୋଇଥିବା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଶହ ଶହ ସଂଖ୍ୟାର ଶ୍ରମିକ ଫସି ରହିଛନ୍ତି । ଫସି ରହିଥିବା ଏହି ଶ୍ରମିକମାନେ ନିଜ ଘରକୁ ଫେରି ଯିବାକୁ ଚାହୁଁଥିଲେ ମଧ୍ୟ ଯାଇପାରୁ ନାହାଁନ୍ତି । … Read More