୨୦୪ ଦେଶରେ କୋଭିଡ୍୧୯: ଭାରତରେ ୧୨୮୦ ପଜିଟିଭ୍, ମୃତକଙ୍କ ସଂଖ୍ୟା ୪୩
ଭୁବନେଶ୍ଵର, (ଓଟି): କୋଭିଡ୍ ୧୯ କରୋନା ସାରା ବିଶ୍ଵରେ ତାଣ୍ଡବ ସୃଷ୍ଟି କରିଛି। ଏବେ ୨୦୪ ଦେଶ ଏହି ସଂକ୍ରମଣରେ ପ୍ରଭାବିତ। ସୋମବାର ସୁଦ୍ଧା ବିଶ୍ଵର ୧୯୯ ଦେଶ ପ୍ରଭାବିତ ଥିଲେ। ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଏଯାଏ ୬୯୭୨୪୭ … Read More