#OdishaFightsCovid: ଟେଲିଫୋନ୍ରେ ମିଳିବ ଡାକ୍ତରୀ ପରାମର୍ଶ, ୮ରୁ ଡାଏଲ୍ କରନ୍ତୁ ୧୪୪୧୦
ଭୁବନେଶ୍ଵର, (ଓଟି): କୋଭିଡ୍୧୯ ସମ୍ପର୍କରେ ଲୋକଙ୍କ ଜାଣିବା ଆଗ୍ରହ ଏବଂ ଚିକିତ୍ସା ପାଇଁ ପରାମର୍ଶ ଅପେକ୍ଷାକୁ ଦେଖି ସରକାର ଏକ ସ୍ଵତନ୍ତ୍ର ସହାୟକ ନମ୍ବର ଘୋଷଣା କରିଛନ୍ତି। ଏହି ସହାୟକ ନମ୍ବର ହେଉଛି ୧୪୪୦। ଏଥିରେ କୌଣସି ବ୍ୟକ୍ତି ଡାକ୍ତରଙ୍କ ସହ … Read More