#OdishaFightsCorona: ୨୪ ଘଣ୍ଟାରେ ୪୨୭ ଗିରଫ
ଭୁବନେଶ୍ଵର, (ଓଟି): ରାଜ୍ୟ ସରକାର ଓ ପୁଲିସ ବାହିନୀର ବାରମ୍ବାର ଅନୁରୋଧ ସତ୍ବେ ଲୋକେ କୋଭିଡ୍୧୯ ନିୟମାବଳୀ ଉଲ୍ଲଙ୍ଘନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଗିରଫ କରିବାକୁ ପୁଲିସ ବାଧ୍ୟ ହେଉଛି। ସରକାରଙ୍କ ସୂଚନା ଅନୁସାରେ ଗି ୨୪ ଘଣ୍ଟା ମଧ୍ୟରେ … Read More