ଓଡ଼ିଶାରେ ୧୦ଗୁଣା ବଢ଼ିବ #covid19 ଟେଷ୍ଟିଂ!

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ଦୈନିକ କରୋନା ଭୁତାଣୁ ପରୀକ୍ଷଣ ସଂଖ୍ୟାକୁ ୧୦ଜଗୁଣା ବଢ଼ାଯିବ। ଏବେ ୩୫୦୦ ନମୁନା ପରୀକ୍ଷଣ ହେଉଥିବା ବେଳେ ଆସନ୍ତା କିଛିଦିନ ଭିତରେ ତାହା ୩୫ ହଜାରକୁ ବୃଦ୍ଧି ପାଇବ। ଯଦିଓ ଏଥିଲାଗି ଏଯାଏ ବ୍ୟବସ୍ଥା ନାହିଁ … Read More