ସମ୍ ତିଆରି କଲା ଓଡ଼ିଶାର ସବୁଠୁ ବଡ଼ କୋଭିଡ୍ ହସ୍ପିଟାଲ୍, ଓଡ଼ିଶାରେ 4 କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁତ
ଭୁବନେଶ୍ଵର, (ଓଟି): ସରକାରୀ-ଘରୋଇ ଭାଗୀଦାରୀ ଦ୍ଵାରା ରାଜ୍ୟରେ ଆଉ ଏକ ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁି ହୋଇଛି। ଏଠାରେ ସମୁଦାୟ ବେଡ୍ ସଂଖ୍ୟା ରହିଛି ୫୨୦। ଏହା ପୂର୍ବରୁ ଭୁବନେଶ୍ଵରର କିମ୍ସ ହସ୍ପିଟାଲ୍ରେ ଏକ ସ୍ଵତନ୍ତ୍ର ୫୦୦ ଶଯ୍ୟା ଏବଂ କଟକର … Read More