ଜମାତ୍‌ କାରବାରରେ ଧର୍ମନିରପେକ୍ଷ ଭାରତ ଅପେକ୍ଷା ଇସ୍‌ଲାମିକ ପାକିସ୍ତାନ କଠୋର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଅଜ୍ଞାତ ୱୁହାନ୍ ଜୀବାଣୁ କ୍ଷେତ୍ରରେ ଅପ୍ରତ୍ୟାଶିତ ବୃଦ୍ଧି କରିବାରେ ତବଲିଗି ଜମାତ୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଦକ୍ଷିଣ ପୂର୍ବ ଏସିଆର ଇସ୍‌ଲାମ ପ୍ରାଧାନ୍ୟ ଦେଶରେ ଏହି କାରଣରୁ ଅନେକ ଲୋକ ସଂକ୍ରମିତ ହୋଇଛନ୍ତି । … Read More