ପ୍ରବାସୀ ଓଡ଼ିଆଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର(ଓଟି): କରୋନା ମହାମାରୀ ପାଇଁ ଦେଶ ଓ ରାଜ୍ୟ ବଡ଼ ସମସ୍ୟା ଦେଇ ଗତି କରୁଛନ୍ତି। କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଲକ୍‌ଡାଉନକୁ ଗୁରୁତ୍ଵ ଦେଇସାରିଛନ୍ତି। ତେବେ ଲକ୍‌ଡାଉନ ଯୋଗୁଁ ବହୁ ଓଡ଼ିଆ ବିଭିନ୍ନ ରାଜ୍ୟ … Read More

ସରପଞ୍ଚଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଟି): ରାଜ୍ୟର ସରପଞ୍ଚମାନଙ୍କ ସହ ବୁଧବାର କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍‌ଫରେନ୍ସିଂରେ ସରପଞ୍ଚମାନଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା କରିବା ସହ ଆବଶ୍ୟକ ପରାମର୍ଶ ଦେବେ ବୋଲି ଜଣାପଡ଼ିଛି। ପଞ୍ଚାୟତସ୍ତରରେ କରୋନା ମୁକାବିଲାକୁ ଅଧିକ କ୍ରିୟାଶୀଳ କରିବାକୁ … Read More

#IndiaFightsWithCorona: ୨୪ ଘଣ୍ଟାରେ ୧,୩୩୬ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ(ଓଟି): କେନ୍ଦ୍ର ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦେଶର କରୋନା ମହାମାରୀ ସମ୍ପର୍କିତ ତଥ୍ୟ ଅପଡେଟ୍ କରାଯାଇଛି ଏବଂ ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ। ଏଥିରୁ ଜଣାପଡ଼ିଛି ଯେ ୨୪ ଘଣ୍ଟା ମଧ୍ୟରେ ୧,୩୩୬ ଜଣ ନୂଆ … Read More

ରାଜ୍ୟ ପାଇଁ ଦୁଃଖ: କରୋନାରୁ ସୁସ୍ଥ ପରେ ମୃତ୍ୟୁ

ଭୁବନେଶ୍ୱର(ଓଟି): ମହାମାରୀ କରୋନା ରାଜ୍ୟରେ ଜଣଙ୍କ ପ୍ରାଣ ନେଇଥିଲା। ତେବେ ଆଜି ଆଉଜଣେ ପ୍ରାଣ ହରାଇଥିବା ଖବର ରାଜ୍ୟବାସୀଙ୍କୁ ବଡ଼ ଦୁଃଖ ପହଞ୍ଚାଇଛି। ତେବେ ସମ୍ପୃକ୍ତ ବ୍ୟକ୍ତି କରୋନା କବଳରୁ ସୁସ୍ଥ ହୋଇସାରିଥିଲେ। ସୂଚନା ଅନୁସାରେ ମୃତକ ଜଣଙ୍କ ହେଉଛନ୍ତି ରାଜ୍ୟର … Read More

#OdishaFightsWithCorona: ସୁସ୍ଥହେଲେ ଆଉ ୫ ଜଣ

ଭୁବନେଶ୍ୱର(ଓଟି): ମହାମାରୀ କରୋନା ସଂକ୍ରମଣ ବଢ଼ି ଚାଲିଥିବାବେଳେ ସେଥିରୁ ମୁକୁଳି ସୁସ୍ଥହେଲେ ସାଧାରଣରେ ଖୁସି ପ୍ରକାଶ ପାଉଛି। ତେବେ ଗତ ସୋମବାର ଓଡ଼ିଶାରେ ୧୩ ଜଣଙ୍କ ପଜିଟିଭ୍‌ ରିପୋର୍ଟ ଆସିଥିବାବେଳେ ଆଜି ମଧ୍ୟ ୫ ଜଣ ସଂକ୍ରମିତ ରିପୋର୍ଟ ଆସିବା ପରଠୁ … Read More

ମୁମ୍ବାଇ ପରେ ଚେନ୍ନାଇ: ୨୫ ସାମ୍ବାଦିକ କରୋନା ସଂକ୍ରମିତ

ଚେନ୍ନାଇ(ଓଟି): ମହାମାରୀ କରୋନା ତାର କାୟା ମେଲାଇ ଚାଲିଛି। ବିଭିନ୍ନ ବର୍ଗ ଓ କ୍ଷେତ୍ରକୁ ଛୁଇଁବାରେ ଲାଗିଛି ମାରାତ୍ମକ ଭୂତାଣୁ। ଫଳରେ ଦେଶରେ ସମସ୍ୟା ବଢ଼ିଯାଇଛି ଓ ସାଧାରଣରେ ଭୟ ଖେଳି ଯାଇଛି। ଏହିକ୍ରମରେ କରୋନାକୁ ହରାଇବା ପାଇଁ ଲଢ଼େଇ କରୁଥିବା … Read More

#IndiaFightsWithCorona: ସଫଳ ହେଲା ପ୍ଲାଜମା ଥେରାପି

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ପାଇଁ ବିଶ୍ଵ ଲଢ଼େଇ କରୁଛି। ପ୍ରାୟ ଦେଶର ବୈଜ୍ଞାନିକ ଓ ଗବେଷକ ଏହି ମହାମାରୀ ନାଶ ପାଇଁ ଔଷଧ ବାହାର କରିବା ପାଇଁ  ଉଦ୍ୟମ ଚଳାଇଛନ୍ତି। ଏଭଳି ସ୍ଥିତିରେ ଭାରତ ମଧ୍ୟ ନିରବଚ୍ଛିନ୍ନ ଉଦ୍ୟମ ଚଳାଇଛି ଏବଂ … Read More

ଯାଜପୁରର ୪ ପଞ୍ଚାୟତ ଅବରୋଧ

ଯାଜପୁର(ଓଟି): ରାଜ୍ୟରେ ଗୋଟିଏ ଦିନରେ ପର୍ଯ୍ୟାୟ କ୍ରମେ ୧୩ଟି କରୋନା ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିବା ପରେ ସବୁଆଡ଼େ ଭୟ ଖେଳି ଯାଇଛି। ସରକାର ଓ ସମ୍ପୃକ୍ତ ଅଞ୍ଚଳର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନେଇ ତ୍ଵରିତ୍‌ ପଦକ୍ଷେପ ମଧ୍ୟ ନିଆଯାଇଛି। ଏହିକ୍ରମରେ … Read More

ଜଳପଥରେ ପହଞ୍ଚିଲେ, କ୍ଵାରେଣ୍ଟାଇନ୍‌ରେ ରହିଲେ

ବ୍ରହ୍ମପୁର (ଓଟି): ମହାମାରୀ କରୋନା ପାଇଁ ଦେଶ ରହିଛି ଲକ୍‌ଡାଉନ୍‌ରେ। ଏଥିପାଇଁ ସବୁକିଛି ବନ୍ଦ। ଯିଏ ଯୋଉଠି ରହିଲେ ସେଇଠି ବନ୍ଦି ସମ ହୋଇଛି ଜୀବନ ଯାତ୍ରା। ତେବେ ଅନେକ ଲୋକ ବାହାରୁ ନିଜ ଗାଁ ତଥା ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି … Read More

#IndiaFightsWithCorona: ୮୦% ଆକ୍ରାନ୍ତଙ୍କ ନାହିଁ ଲକ୍ଷଣ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନାକୁ ହରାଇବା ପାଇଁ ସାରା ଦେଶ ବଡ଼ କଠିନ ପରିସ୍ଥିତିରେ ସଂଘର୍ଷ ଜାରି ରଖିଛି। ସରକାରୀ ସ୍ତରରେ ନିଆଯାଉଛି ବ୍ୟାପକ ପଦକ୍ଷେପ। ତେବେ ସଂକ୍ରମଣ ବ୍ୟାପୁଛି ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଚିନ୍ତାର କାରଣ ପାଲଟିଥିବାବେଳେ … Read More