ଚୀନ୍‌କୁ ଫେରାଇ ଦିଆଯିବ କିଟ୍

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ବିପତ୍ତି ବେଳେ ଚୀନ୍‌ ଦେଇଛି ଧୋକା। ସହଯୋଗ ଆଳରେ ସବୁ ଦେଇଛି ଖରାପ କିଟ୍‌। ଫଳରେ ଏସବୁ କୋଉ କାମକୁ ନୁହଁ ବୋଲି ଜଣାପଡ଼ିଛି। ଏପରିକି ଦେଶର ଅନେକ ରାଜ୍ୟରେ ରାପିଡ୍ ଟେଷ୍ଟ କିଟ୍ ଖରାପ ଥିବା  … Read More

‘ଶ୍ରୀମନ୍ଦିର ଭିତରେ ପାଳନ କରାଯିବ ସମସ୍ତ ପର୍ବ ବିଧି’

ଭୁବନେଶ୍ଵର,ପୁରୀ(ଓଟି): ମହାମାରୀ କରୋନା ପାଇଁ ଦେଶ ଲକ୍‌ଡାଉନ୍‌ରେ ରହିଛି। ଏହା ମାନବ ସମାଜର କଲ୍ୟାଣ ପାଇଁ ଆବଶ୍ୟକ। ତେବେ ଶ୍ରୀଜିଉଙ୍କ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ନୀତି ବନ୍ଦ ହେବନି। ଶ୍ରୀମନ୍ଦିର ଭିତରେ ହେବ ସମସ୍ତ ଯାତ୍ରା ବିଧି। ସରକାରଙ୍କ … Read More

#କରୋନା ଆତଙ୍କକୁ ଓଡ଼ିଶା ପାଇଁ ପୁଣି ବାତ୍ୟା ଭୟ!

ଭୁବନେଶ୍ୱର(ଓଟି): ଗୋଟିଏପଟେ ମହାମାରୀ କରୋନା ଆତଙ୍କ ଖେଳାଇ ଚାଲିଛି। ଅନ୍ୟପଟରେ ଠିକ୍‌ ଏହି ସମୟରେ ପୁଣି ଓଡ଼ିଶା ପାଇଁ ବାତ୍ୟାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରଳୟଙ୍କରୀ #ଫୋନି ବାତ୍ୟାର ଠିକ୍‌ ବର୍ଷକ ପରେ ଏଭଳି ଭୟ ସୃଷ୍ଟି ହୋଇଛି। ଫଳରେ ସାଧାରଣରେ … Read More

#IndiaFightsWithCorona: ତୃତୀୟ ଷ୍ଟେଜ୍‌ରେ ପହଞ୍ଚିନି ଦେଶ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଭାଇରସ୍‌ ତଥା କୋଭିଡ୍‌-୧୯ ବିରୋଧରେ ଦେଶ ଲଢ଼େଇ ଜାରି ରଖିଛି। ସରକାର ତ୍ଵରିତ୍‌ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏପରିକି ଦେଶ ଦ୍ଵିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଗତି କରୁଛି। ଏଭଳି ସ୍ଥିତିରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବା ନିଶ୍ଚିତ … Read More

ଡାକ୍ତରଙ୍କ ସମେତ ୧୪ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ, ହସ୍ପିଟାଲ୍‌ ସିଲ୍

ନୂଆଦିଲ୍ଲୀ(ଓଟି): ଦେଶର ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ପୁଣି ଡାକ୍ତରଙ୍କ ସମେତ ୧୪ ସ୍ଵାସ୍ଥ୍ୟକର୍ମୀ ମାରାତ୍ମକ କରୋନା କବଳିତ ହୋଇଥିବା ଜଣାପଡ଼ିଛି। ଫଳରେ ଉକ୍ତ ହସ୍ପିଟାଲ୍‌କୁ ସିଲ୍‌ କରିଦିଆଯାଇଛି। ସେହିପରି କେବଳ ଉତ୍ତର ଦିଲ୍ଲୀର କଣ୍ଟେନ୍‌ମେଣ୍ଟ … Read More

ତ୍ରିପୁରା ହେଲା #କରୋନା ମୁକ୍ତ

ଅଗରତାଲା(ଓଟି): ମହାମାରୀ କରୋନା କବଳରୁ ଦେଶର ପୁଣି ଏକ ରାଜ୍ୟ ମୁକ୍ତ ହୋଇଛି। ଉକ୍ତ ରାଜ୍ୟ ହେଉଛି ତ୍ରିପୁରା। ଏନେଇ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଘୋଷଣା କରିଛନ୍ତି। ପୂର୍ବରୁ ଗୋଆ ଓ ମଣିପୁର କରୋନାମୁକ୍ତ ରାଜ୍ୟ ଭାବେ ଖୁସି ଖବର ଦେଇଥିଲେ। … Read More

#IndiaFightsWithCorona: ୧୫ ଦିନରେ ପ୍ରସ୍ତୁତ ହେଲା ମୋବାଇଲ ଲ୍ୟାବ୍

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସରକାର କ୍ରମାଗତ ଭାବେ ପଦକ୍ଷେପ ନେଉଛନ୍ତି। ଏହିକ୍ରମରେ   ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମୋବାଇଲ ଵାୟରୋଲୋଜି ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋସ୍ଟିକ ଲ୍ୟାବ୍‌ ଉଦ୍‌ଘାଟନ କରିଛନ୍ତି। ଡିଆରଡିଓ ଦ୍ୱାରା ନିର୍ମିତ ଏହା ହେଉଛି ଦେଶର ପ୍ରଥମ … Read More

ନେପାଳକୁ ୨୩ ଟନ୍‌ ଔଷଧ ଦେଲା ଭାରତ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ସମଗ୍ର ବିଶ୍ଵକୁ କବଳିତ କରିଛି। ଭାରତରେ ମଧ୍ୟ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସଂକଟଜନକ ପରିସ୍ଥିତିରେ ମଧ୍ୟ ଭାରତ ଅନ୍ୟଦେଶକୁ ସାହାଯ୍ୟ କରିବାକୁ ପଛାଇ ନାହିଁ। ପଡ଼ୋଶୀ ଦେଶଙ୍କୁ ସହଯୋଗର ହାତ ବଢ଼ାଇଛି। … Read More

ଖୁବ୍‌ଶୀଘ୍ର ଦେଖିହେବ ‘ଶ୍ରୀ କ୍ରିଷ୍ଣା’

ନୂଆଦିଲ୍ଲୀ(ଓଟି): ଲକ୍‌ଡାଉନ୍‌ରେ ଲୋକଙ୍କ ମନୋରଞ୍ଜନ ପାଇଁ ବିଗତଦିନର ଚର୍ଚ୍ଚିତ ପୌରାଣିକ ଧାରାବାହିକ #ରାମାୟଣ ଓ #ମହାଭାରତ ପୁନଃ ପ୍ରସାରିତ ପରେ ଖୁବ୍‌ଶୀଘ୍ର ଦୂରଦର୍ଶନରେ ଦେଖିହେବ ଶ୍ରୀ କ୍ରିଷ୍ଣା। ଇତିମଧ୍ୟରେ ଦୂରଦର୍ଶନ (ଡିଡି) ଚ୍ୟାନେଲ୍‌ ଟିଆର୍‌ପିରେ ଅଦ୍ଭୂତପୂର୍ବ ରେକର୍ଡ ହାସଲ କରିସାରିଛି। କୋଟି … Read More

ପରିବାର ପାଇଁ ପରିବା ବିକୁଛନ୍ତି ଅଭିନେତା

ଭୁବନେଶ୍ଵର(ଓଟି): ମହାମାରୀ କରୋନା ଅନେକ ଲୋକଙ୍କ ଜୀବନ ଜୀବିକାରେ ଘୋର ସଂକଟ ସୃଷ୍ଟି କରିଛି। ପରିସ୍ଥିତି ଏମିତି ହୋଇଛି ଯେ ସବୁବେଳେ ଲୋକଙ୍କୁ ହସ ବାଣ୍ଟୁଥିବା ଜଣେ ଅଭିନେତା ବାଧ୍ୟହୋଇ ପରିବା ବିକୁଛନ୍ତି। ସେ ଆଉ କେହି ନୁହନ୍ତି; ରାଜଧାନୀ ଭୁବନେଶ୍ଵରରେ … Read More