‘କରୋନା’ରେ ଅନିୟନ୍ତ୍ରିତ ଆମେରିକା, କିନ୍ତୁ ନିର୍ବାଚନକୁ ଆଖି
ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍): ମହାମାରୀ କରୋନା ଭାଇରସ୍ ସାରା ବିଶ୍ଵକୁ ତଳିତଳାନ୍ତ କରିସାରିଲାଣି। ପୃଥିବୀର ଅନେକ ରାଷ୍ଟ୍ରର ଅର୍ଥନୀତି ଭୁଶୁଡ଼ି ଗଲାଣି। ତେବେ ଏଥିରେ ବିଶ୍ଵର ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ଭାବେ ସର୍ବଦା ଚର୍ଚ୍ଚାରେ ରହିଥିବା ଆମେରିକା କରୋନା କବଳରେ ବେଶି ପ୍ରଭାବିତ … Read More