ଦର ଲେଖିବେ, ସତ କହିବେ, ସବୁ ବିକିବେ

ଭୁବନେଶ୍ୱର (ଓଟି): କରୋନା ଆତଙ୍କ ବେଳକୁ ପ୍ରଶାସନ ସତର୍କ ହୋଇଛି। ଆଉ ସଚେତନ ଜନତା ଆବଶ୍ୟକ ସାନିଟାରୀ ସାମଗ୍ରୀ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ଏଭଳି ସ୍ଥିତିକୁ ଲକ୍ଷ୍ୟକରି କେତେକ ଅସାଧୁ ବ୍ୟବସାୟୀ ଧାର୍ଯ୍ୟ ଦରଠୁ ଅଧିକ ମୂଲ୍ୟ ନେଉଛନ୍ତି। ସେହିପରି ସାମାନ … Read More

କରୋନା: ପୁଣି ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ (ଓଟି): କୋବିଡ୍‌-୧୯ ଆତଙ୍କ ତଥା କରୋନା ସଂକ୍ରମଣ ଯୋଗୁଁ ବିଶ୍ୱବ୍ୟାପୀ ଦେଖାଯାଇଛି ମାନ୍ଦାବସ୍ଥା ଓ ଘୋର ସଂକଟ। ଏହାକୁ ନେଇ ପ୍ରଭାବିତ ରହିଥିବା ଷ୍ଟକ୍ ବଜାରରେ ପୁଣି ଚଡ଼କ ପଡ଼ିଛି। ଚଳିତ ସପ୍ତାହର ପ୍ରଥମ କାରବାର ଦିବସ ଭାବେ ସୋମବାର … Read More

ସୁପର୍ ମଡେଲ୍‌ଙ୍କୁ ‘କରୋନା’

ନୂଆଦିଲ୍ଲୀ (ଓଟି): ବିଶ୍ଵର ଅନ୍ୟତମ ସୁପରମଡେଲ ତଥା ବଣ୍ଡ ଗାର୍ଲ ସୁନ୍ଦରୀ ଓଲଗା କୁରେଲେଙ୍କୋ ହୋଇଛନ୍ତି କରୋନା ଆକ୍ରାନ୍ତ।   ସେ ତାଙ୍କ ସୋସିଆଲ ମିଡିଆ ସାଇଟ୍‌ରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ଏକ ସପ୍ତାହ ହେଲା ସେ ଅସୁସ୍ଥ ଥିବା … Read More

ରାଜ୍ୟର ଆଉଏକ ଜିଲ୍ଲାରେ ‘୧୪୪’

ଯାଜପୁର(ଓଟି): ରାଜ୍ୟର ଗଞ୍ଜାମ, ଖୋର୍ଦ୍ଧା, ରାୟଗଡ଼ା, ଢେଙ୍କାନାଳ ପରେ ଯାଜପୁର ଜିଲ୍ଲାରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି। କରୋନାକୁ ମୁକାବିଲା ନେଇ ସମସ୍ତ ଜିଲ୍ଲା ପ୍ରଶାସନ ଖୁବ୍‌ ସତର୍କ ରହିବା ସହ ନିଜ ଦାୟିତ୍ଵରେ ଲାଗିପଡିଛନ୍ତି। ସେହିପରି ରାଜ୍ୟ ସରକାର ମଧ୍ୟ … Read More

ଆମେରିକା ପାଖରେ ‘କରୋନା’ ପ୍ରତିଷେଧକ ଟିକା!

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ୍ ଯୋଗୁଁ ସମଗ୍ର ବିଶ୍ଵ ଚିନ୍ତାରେ ପଡ଼ିଯାଇଛି। ସବୁଦେଶର ବିଶେଷଜ୍ଞ ଦଳ ଏହାର ପ୍ରତିଷେଧକ ଉଦ୍‌ଭାବନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ପୂର୍ବରୁ ଭାରତୀୟ ବିଶେଷଜ୍ଞ ଏଦିଗରେ ଆଶାର ଆଲୋକ ଦେଖାଦେଇଥିଲେ। ସେହିପରି ଇସ୍ରାଏଲ୍‌ ମଧ୍ୟ … Read More

ଡିଜିପିଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

ଭୁବନେଶ୍ଵର (ଓଟି):  ମହାମାରୀ କରୋନା ମୁକାବିଲା ନେଇ ରାଜ୍ୟ ସରକାର ଖୁବ୍‌ ତତ୍ପରତା ପ୍ରକାଶ କରିଛନ୍ତି। ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିବାବେଳେ ପରିସ୍ଥିତି ପ୍ରତି କଡ଼ା ନଜର ରଖିଛନ୍ତି ବିଭିନ୍ନ ବିଭାଗୀୟ ଅଧିକାରୀ। ସେହିପରି ବିଭିନ୍ନ ଜିଲ୍ଲା ପ୍ରଶାସନ ଇତିମଧ୍ୟରେ … Read More

‘ଗୋପନୀୟତା ବଜାୟ ରଖୁ ଗଣମାଧ୍ୟମ’

ଭୁବନେଶ୍ୱର (ଓଟି): ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାରଙ୍କ ଦ୍ଵାରା ଗଠିତ ଆଇଇସି ମୁଖ୍ୟ ମୁଖପାତ୍ର ସୁବତୋ ବାଗଚୀ। ସେ କହିଛନ୍ତି ଯେ ଜଣେ ୩୩ ବର୍ଷିୟ ଯୁବକ କରୋନା ଆକ୍ରାନ୍ତ ହୋଇଥିବାବେଳେ ଚିକିତ୍ସା କରାଯାଉଛି।  ତେବେ … Read More

କରୋନା ଆତଙ୍କ: ଆକ୍ରାନ୍ତ ସ୍ପଷ୍ଟ, ବଢ଼ିଲା ଚିନ୍ତା

ଭୁବନେଶ୍ୱର (ଓଟି): ମହାମାରୀ କରୋନା (କୋବିଡ୍‌-୧୯) ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ସୋମବାର ଓଡ଼ିଶାରେ ଜଣେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି। ଏହା ପରେ ସବୁ ମହଲରେ ଚିନ୍ତା ବଢ଼ିଯାଇଛି। ଭୁବନେଶ୍ଵର କ୍ୟାପିଟାଲ ହସପିଟାଲରେ ରୋଗୀ … Read More

ଇଟାଲୀରୁ ଫେରିଲେ ୨୧୮ ଜଣ

ନୂଆଦିଲ୍ଲୀ (ଓଟି): କରୋନା ଭାଇରସ୍‌ ସଂକ୍ରମିତ ହୋଇ ଇଟାଲିରେ ଫସିଥିବା ୨୧୮ଜଣ ଭାରତୀୟ ସ୍ୱଦେଶର ଫେରିଛନ୍ତି। ସ୍ଵତନ୍ତ୍ର ବିମାନ ଯୋଗେ ସମସ୍ତଙ୍କୁ ଅଣାଯାଇଥିବା ଜଣାପଡ଼ିଛି। ଏ ନେଇ ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ … Read More

୧୬ରୁ କୋଣାର୍କ ବନ୍ଦ

ପୁରୀ,କୋଣାର୍କ (ଓଟି): କରୋନା ଆତଙ୍କ ଦୃଷ୍ଟିରୁ ସୋମବାରଠାରୁ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର ବନ୍ଦ ରହିବ। ତେବେ ବିଶ୍ଵ ବ୍ୟାପୀ ମହାମାରୀ ଆତଙ୍କ କାରଣରୁ କୋଣାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ସମ୍ପୃକ୍ତ ଅଞ୍ଚଳର ହୋଟେଲ ଓ ଲଜ୍‌ଗୁଡିକ ମଧ୍ୟ ଖାଲି … Read More