ମିମିଙ୍କ ପରେ କ୍ଵାରେଣ୍ଟାଇନ୍‌ରେ କନିକା

ମୁମ୍ବାଇ (ଓଟି): ଲଣ୍ଡନରୁ ଫେରିଥିଲେ। ତାସହ କରିଥିଲେ ଦମଦାର ପାର୍ଟି। ଏଥିରେ ସାମିଲ୍‌ ହୋଇଥିଲେ ପ୍ରାୟ ୩୦୦ରୁ ଅଧିକ ବ୍ୟକ୍ତି। ଆଉ ପରିଣାମ ସ୍ଵରୂପ ସେ ଏବେ ସ୍ଵତନ୍ତ୍ର ରହିବାକୁ ବାଧ୍ୟ ହୋଇଛନ୍ତି। ହଁ, ବଲିଉଡ୍‌ ସେଲିବ୍ରିଟିଙ୍କ ମଧ୍ୟରେ କରୋନା ବ୍ୟାପି … Read More

ଏକ୍ଲା ରହୁଛନ୍ତି ମିମି

କୋଲକାତା (ଓଟି): ସେ ସବୁବେଳେ ବ୍ୟସ୍ତ। ତାଙ୍କୁ ଦେଖିବାକୁ ବି ପ୍ରଶଂସକଙ୍କ ଠେଲାପେଲା। ହେଲେ ଭିଡ଼ ଭିତରେ ବାରି ହୋଇପଡୁଥିବା କେହିଜଣେ ଏକା ଏକା ରହିବାକୁ କଣ ଭଲ ପାଇବ? ଭଲ ପାଆନ୍ତୁ କି ନପାଆନ୍ତୁ ବିଦେଶରୁ ଫେରିବା ପରେ ସେମିତି … Read More

ଉଦାହରଣ ସୃଷ୍ଟିକଲେ ଜୟପୁର ଡାକ୍ତର, ଭଲ ହୋଇଗଲେ ୩ କରୋନା ରୋଗୀ

ଜୟପୁର,ନୂଆଦିଲ୍ଲୀ(ଓଟି): ବିଶ୍ଵର ଚିନ୍ତା ବଢ଼ାଇଛି ମହାମାରୀ କରୋନା। ମାରାତ୍ମକ ଭୂତାଣୁ ପାଇଁ ସବୁଠି ଆତଙ୍କ ଖେଳିଯାଇଛି। ତେବେ ସମଗ୍ର ବିଶ୍ଵ ପାଇଁ ନୂଆ ଆଲୋକ ଦେଖାଇଛନ୍ତି ଭାରତୀୟ ଡାକ୍ତର। ଖୁସି ଖବର ଦେଇଛନ୍ତି ରାଜସ୍ଥାନ-ଜୟପୁରର ଡାକ୍ତର। କରୋନା ଆକ୍ରାନ୍ତ ହୋଇଥିବା ୪ … Read More

ଭାରତରେ ‘କରୋନା’ ୧୪୭ ପଜିଟିଭ୍

ନୂଆଦିଲ୍ଲୀ (ଓଟି): ଭାରତରେ ବୁଧବାର ସୁଦ୍ଧା କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ ଆକ୍ରାନ୍ତଙ୍କ ମଧ୍ୟରେ ୧୨୨ଜଣ ଭାରତୀୟ ଏବଂ ୨୫ଜଣ ବିଦେଶୀ ନାଗରିକ ରହିଛନ୍ତି। ସବିଶେଷ ସୂଚନା ଅନୁସାରେ … Read More

ବିଦେଶ ଫେରନ୍ତା ଭଉଣୀଙ୍କ ନାଁ ପଞ୍ଜୀକରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର (ଓଟି): କରୋନା ଭାଇରସ୍ ନେଇ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ସରକାରୀ ପୋର୍ଟାଲ। ଉକ୍ତ ଅନଲାଇନ୍ ପୋର୍ଟାଲ covid19.odisha.gov.inରେ ବିଦେଶରୁ ଫେରନ୍ତା ନିଜ ଭଉଣୀଙ୍କ ନାମ ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ଉଦାହରଣ ସୃଷ୍ଟି କରିବା ସହ … Read More

ଏଣିକି ସକାଳୁଆ ହାଟ, ସନ୍ଧ୍ୟାବେଳକୁ ‘ନା’

ଭୁବନେଶ୍ଵର (ଓଟି): କରୋନା ମହାମାରୀ ପାଇଁ ସବୁଠି ଲାଗୁଛି କଟକଣା। ସାଧାରଣ ଜନତାଙ୍କୁ ସୁରକ୍ଷା ଚିନ୍ତା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ସନ୍ଧ୍ୟା ପରଠୁ ଆଉ ହାଟ ବସିବନି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହାଟ … Read More

‘ପଛଘୁଞ୍ଚା ଦିଅନାହିଁ, ମୁକାବିଲା କର’

ନୂଆଦିଲ୍ଲୀ (ଓଟି): କୋବିଡ୍‌-୧୯ ତଥା କରୋନାର ଭୟାବହ ସ୍ଥିତି ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ଏହି ମହାମାରୀ ପାଇଁ ଦେଶରେ ମଧ୍ୟ ଅନେକ ନିଜର ଦାୟିତ୍ୱ ତୁଲାଇବାରେ ପଛଘୁଞ୍ଚା ଦେଉନାହାନ୍ତି। ଏଭଳି ସ୍ଥିତିରେ ଲୋକସଭା ସଦସ୍ୟମାନେ ମଧ୍ୟ ନିଜ ଦାୟିତ୍ୱ … Read More

ଏଣିକି ୧୦ଟାରୁ ୪ଟା ମିଳିବ ‘ଆହାର’

ଭୁବନେଶ୍ଵର (ଓଟି): ସମ୍ପ୍ରତି ଚାରିଆଡ଼େ କରୋନା ଭୂତାଣୁ ଆତଙ୍କ। ଏଥିପାଇଁ ରାଜ୍ୟ ସରକାର କଡ଼ା କଟକଣା ସବୁ ଲାଗୁ କରିଛନ୍ତି। ଏଥିସହ ସତର୍କ ଓ ସଚେତନତା କରାଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ଆହାର କେନ୍ଦ୍ର ଗୁଡ଼ିକ ପାଇଁ ନୂଆ ନିଷ୍ପତ୍ତି ନିଆଯାଇଛି। … Read More

ଆମେରିକାରୁ ଫେରିଲେ, ଆଇସୋଲେସନ୍‌ରେ ରହିଲେ

ଭୁବନେଶ୍ଵର (ଓଟି): କୋବିଡ୍‌-୧୯ ତଥା କରୋନା ଆତଙ୍କରେ ବିଶ୍ଵ ଥରହର ହେଉଛି। ଏଭଳି ସ୍ଥଳେ ପ୍ରତ୍ୟେକ ଦେଶ ଆଉ ରାଜ୍ୟ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ସେହିପରି ସଚେତନତା ରହିବାକୁ ପରାମର୍ଶ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ନିଜେ ବେଶ୍‌ ସଚେତନତା ଓ ସତର୍କ … Read More

ଆଗୁଆ ମିଳିବ ୪ ମାସର ଭତ୍ତା

ଭୁବନେଶ୍ଵର (ଓଟି): ଆଗୁଆ ମିଳିବ ୪ ମାସର ଭତ୍ତା। ବିଭିନ୍ନ ସମସ୍ୟା ଓ ଆବଶ୍ୟକକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟରେ ସମ୍ପୃକ୍ତ ହିତାଧିକାରୀ ସମେତ ସାଧାରଣରେ ବଡ଼ ଖୁସି ପ୍ରକାଶ ପାଇଛି। ଏନେଇ ସବିଶେଷ … Read More