ସ୍ଵିଜରଲାଣ୍ଡ୍‌ରେ ଫସିଛନ୍ତି ମୋନାଲି

ନୂଆଦିଲ୍ଲୀ (ଓଟି): ସ୍ଵିଜରଲାଣ୍ଡରେ ଫସି ରହିଛନ୍ତି ମୋନାଲି। ହଁ ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଗାୟିକା ମୋନାଲି ଠାକୁର। ବଙ୍ଗାଳୀ ଅଭିନେତ୍ରୀ ତଥା ସାଂସଦ ମିମି ଚକ୍ରବର୍ତ୍ତୀ କରୋନା ପାଇଁ କ୍ଵାରେଣ୍ଟାଇନ୍‌ରେ ଥିବାବେଳେ ଅନ୍ୟତମ ଗାୟିକା କନିକା କପୁର କରୋନା ଆକ୍ରାନ୍ତ ସହ … Read More

ପୁଣି କରୋନା ନେଲା ପ୍ରାଣ, ସଂଖ୍ୟା ୭କୁ ବୃଦ୍ଧି

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି। ସମ୍ପ୍ରତି ଜନତା କର୍ଫ୍ୟୁରେ ରହିଥିବାବଳେ ଆଜି ଆଉଜଣେ ସଂକ୍ରମିତଙ୍କ ପ୍ରାଣ ଚାଲିଯାଇଥିବା ସୂଚନା ମିଳିଛି। ଫଳରେ ଦେଶରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ଘଟିଛି। … Read More

ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ସମ୍ବଲପୁର ଏମ୍‌ପି

ଭୁବନେଶ୍ୱର (ଓଟି): ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ରହିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ନୀତେଶଙ୍କ ସାନପୁଅ ଲଣ୍ଡନର କେମ୍ବ୍ରିଜ୍‌ରୁ ଫେରିଥିବାବେଳେ ସତର୍କତାମୂଳକ ପଦକ୍ଷେପ ଦୃଷ୍ଟିରୁ ସ୍ଵତନ୍ତ୍ର ରହିବାକୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ମଧ୍ୟ … Read More

‘କରୋନା’ ପାଇଁ ସତର୍କ କଙ୍ଗନା

ମୁମ୍ବାଇ(ଓଟି): ଚାରିଆଡ଼େ ମହାମାରୀ ଆତଙ୍କ। ସବୁଠି ଭୟର ବାତାବରଣ। କରୋନା ପାଇଁ ବିଶ୍ଵବାସୀ ଚିନ୍ତିତ। ଏହାରି ଭିତରେ ଭାରତ ସମେତ ବିଶ୍ଵର ଅନେକ ସହରରେ ସରକାରୀ ଭାବେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଘରୁ ନବାହରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବାବେଳେ … Read More

ଇଟାଲୀରୁ ଫେରିଲେ ୨୬୩ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ତଥା କୋବିଡ୍-୧୯ ଆତଙ୍କରେ ବିଶ୍ଵ ଥରହର। ଏଭଳି ସ୍ଥିତିରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି। ନିଜ ନାଗରିକଙ୍କୁ ବିପଦରୁ ଉଦ୍ଧାର କରିବା ପାଇଁ ସରକାର ସମସ୍ତ ଉଦ୍ୟମ ଅବ୍ୟାହତ ରଖିଛନ୍ତି। … Read More

କେରୋନା ସଂକଟ ଭିତରେ କଲେ ବିବାହ

ନୂଆଦିଲ୍ଲୀ (ଓଟି): ମହାମାରୀ କୋବିଡ-୧୯ ତଥା କରୋନା ପ୍ରଭାବ ବିଶ୍ଵରେ ବଢ଼ିବାରେ ଲାଗିଛି। ଭାରତ ସମେତ ବିଶ୍ୱର ବହୁ ସହରରେ ଲକ୍ ଡାଉନ୍ ଘୋଷଣା କରାଯାଇଛି ଏବଂ ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି। ତେବେ ଏହା ପ୍ରେମରେ ବାଧକ ସୃଷ୍ଟି କରିପାରିନି। … Read More

ଜନତା କର୍ଫ୍ୟୁ: ଜରୁରି କାମ ଥିଲେ ପୁଲିସ୍ ଦେବ ପାସ୍

ଭୁବନେଶ୍ୱର (ଓଟି): ମହାମାରୀ କରୋନା ପାଇଁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ଜନତା କର୍ଫ୍ୟୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀଙ୍କ ନିବଦେନ କ୍ରମେ ସୁରକ୍ଷା ପାଇଁ ଜନତା ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ କର୍ଫ୍ୟୁ ପାଳନ କରାଯାଉଛି। … Read More

ଜନତା କର୍ଫ୍ୟୁ: ୧୪୧ଟ୍ରେନ୍ ବାତିଲ

ଭୁବନେଶ୍ୱର (ଓଟି): ମହାମହାରୀ କରୋନା ପାଇଁ ସାଧାରଣ ଜନଜୀବନଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି। ସୁରକ୍ଷା ଦୃଷ୍ଟିରୁ କଡ଼ା କଟକଣା କରାଯାଉଛି। ଏହିକ୍ରମରେ ଜନତା କର୍ଫ୍ୟୁ ପାଇଁ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି। ପୂର୍ବତନ ରେଳବାଇ ପକ୍ଷରୁ ୧୪୧ ଟ୍ରେନ … Read More

ନେଲା ଆଉଏକ ପ୍ରାଣ, ମୃତ୍ୟୁ ସଂଖ୍ୟା ୬

ପାଟଣା (ଓଟି): ବିଶ୍ଵ ମହାମାରୀ- ମାରାତ୍ମକ କରୋନା ତଥା କୋବିଡ-୧୯। ଜଣଙ୍କ ପରେ ଜଣଙ୍କ ଜୀବନ ନେଉଛି। ବିଶ୍ଵ ଇତିହାସରେ ସବୁଠୁ ବଡ଼ ଆତଙ୍କ ସୃଷ୍ଟି କରିଥିବା ଏହି ଅଦୃଶ୍ୟ ଭୂତାଣୁ ପାଇଁ ସବୁଠି ତ୍ରାହି ତ୍ରାହି ସ୍ଵର। ଏଯାଏଁ ବାହାରିନି … Read More

ଏକାଠି ହୋଇପାରିବେନି ସାତରୁ ଅଧିକ ସାଥ୍

ଭୁବନେଶ୍ୱର (ଓଟି): କରୋନା ମହାମାରୀ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ସରକାର ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ଏନେଇ ବିଭିନ୍ନସ୍ତରରେ କଟକଣା ମଧ୍ୟ ଜାରି କରାଯାଉଛି। ପରିସ୍ଥିତି ଦୃଷ୍ଟିରୁ ଜନସାଧାରଣଙ୍କ ସୁରକ୍ଷା ଲାଗି ସେଭଳି ଏକ ନୂଆ ଆଡଭାଇଜରି ଜାରି କରିଛନ୍ତି … Read More