ବନ୍ଦ ହେଲା ‘ଆହାର’, ମେଡିକାଲ୍‌ରେ ଖୋଲା

ଭୁବନେଶ୍ୱର (ଓଟି): ଗରିବ ଲୋକଙ୍କ ପାଇଁ ଓଡ଼ିଶା ସରକାରଙ୍କ ‘ଆହାର’ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହାଦ୍ଵାରା ଅନେକ ଲୋକ ଉପକୃତ ହେଉଥିଲେ। ତେବେ ମହାମାରୀ କରୋନା ସଂକ୍ରମଣ ଭୟ ଯୋଗୁ ଏହି ଜନହିତକର ଯୋଜନାରେ ବାଧା ଉପୁଜିଛି। ପ୍ରଥମ ପର୍ଯ୍ୟାୟରେ ଆହାର … Read More

‘ଆୟୁଷ୍ମାନ ଭାରତ’ରେ ‘କରୋନା’ ଚିକିତ୍ସା

ନୂଆଦିଲ୍ଲୀ (ଓଟି): କୋଭିଡ୍‌-୧୯ ତଥା କରୋନା ମହାମାରୀ ଜନିତ ଚିକିତ୍ସା ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସଂକ୍ରମଣଜନିତ ଚିକତ୍ସାକୁ ଭାରତ ସରକାରଙ୍କ ‘ଆୟୁଷ୍ମାନ ଭାରତ’ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବ। ଏ ସମ୍ପର୍କରେ ନ୍ୟାସନାଲ ହେଲ୍‌ଥ ଅଥରିଟି … Read More

ନଖରାମି ଛାଡ଼ିନାହାନ୍ତି କନିକା

ନୂଆଦିଲ୍ଲୀ (ଓଟି): ବଲିଉଡ୍ ଗାୟିକା କନିକା କପୁର। କରୋନା ଆକ୍ରାନ୍ତ ଆଉ ବିବାଦ ଘେରରେ ଫସିଛନ୍ତି। ବିଦେଶରୁ ଆସିବା ପରେ ସରକାରଙ୍କୁ ତଥ୍ୟ ଲୁଚାଇବା ଅଭିଯୋଗ ତାଙ୍କ ନାଁରେ ରହିଛି। ଏପରିକି ମହାମାରୀ କରୋନା ଭୟ ମଧ୍ୟରେ ସେ ପାର୍ଟରେ ସାମିଲ୍‌ ହୋଇଥିଲେ … Read More

ବିଶ୍ଵ ଆତଙ୍କ: କରୋନା ନେଲାଣି ସାଢ଼େ ୧୬ ହଜାର ମୁଣ୍ଡ

ନୂଆଦିଲ୍ଲୀ (ଓଟି): ମହାମାରୀ କୋବିଡ୍‌-୧୯ ତଥା କରୋନା ଭାଇରସ୍‌ ସମଗ୍ର ବିଶ୍ଵ ପାଇଁ ସାଂଘାତିକ ସାବ୍ୟସ୍ତ ହୋଇସାରିଲାଣି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ବିଶ୍ୱରେ ୧୬ହଜାର ୫୫୮ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ସେହିପରି ଆକ୍ରାନ୍ତଙ୍କ … Read More

୨୪ ମଧ୍ୟରାତ୍ରିରୁ ସାରା ଓଡ଼ିଶା ଲକ୍‌ଡାଉନ୍‌

ଭୁବନେଶ୍ୱର (ଓଟି): କୋବିଡ୍‌-୧୯ ତଥା ‘କରୋନା’ର ମୁକାବିଲା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି। କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି। ଏହି କ୍ରମରେ ସାରା ଓଡ଼ିଶା ଲକ୍‌ଡାଉନ୍‌ ଘୋଷଣା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ୫ ଜିଲ୍ଲା ଓ ରାଜ୍ୟର … Read More

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଥାନାରୁ ପାସ୍‌ ଆଣନ୍ତୁ

ଭୁବନେଶ୍ୱର (ଓଟି): କରୋନା ମହାମାରୀ ପାଇଁ ରାଜ୍ୟରେ ଲାଗିଛି କଡ଼ା କଟକଣା। ୫ ଜିଲ୍ଲା ସମେତ ପ୍ରମୁଖ ସହରରେ ଲକ୍-ଡାଉନ୍ ଘୋଷଣା କରାଯାଇଛି। ତେବେ ଏଥିପାଇଁ ଥିବା ନିୟମକୁ ଅନେକ ପାଳନ କରୁନାହାନ୍ତି, ବେଖାତିର କରୁଛନ୍ତି। କତେକ ଲୋକେ ସହଯୋଗ କରୁନଥିବାରୁ … Read More

କରୋନା: ଆଇଆଇଟି ଦିଲ୍ଲୀ ପ୍ରସ୍ତୁତ କଲା ଶସ୍ତା ଟେଷ୍ଟ୍ କିଟ୍

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କ ଲାଗି ଚାରିଆଡ଼େ ତ୍ରାହି ତ୍ରାହି ସ୍ଥିତି। ସଂକ୍ରମଣକୁ ରୋକିବା ପାଇଁ ତଥା ସତର୍କ ଦୃଷ୍ଟିରୁ ବିଭିନ୍ନ ଦେଶରେ ବହୁ କଟକଣା କରାଯାଇଛି। ସେହିପରି ଭାରତର ବିଭିନ୍ନ ରାଜ୍ୟକୁ ଲକଡାଉନ୍ ଘୋଷଣା କରାଯାଇଛି। କେନ୍ଦ୍ର ଓ … Read More

ଏକାନ୍ତବାସରେ ଅଭିନେତା ପ୍ରଭାସ

ମୁମ୍ବାଇ (ଓଟି): ବିଦେଶରୁ ସୁଟିଂ ସାରି ଫେରିଥିବା ବାହୁବଳୀ ଫେମ୍‌ ତଥା ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସ ମଧ୍ୟ କରୋନା ଭୟ ପାଇଁ ନିଜକୁ ଏକାନ୍ତବାସ (ସେଲ୍ଫ ଆଇସୋଲେସନ୍‌)ରେ ରଖିଛନ୍ତି। ୧୪ ଦିନ ପାଇଁ ସେ ସ୍ଵତନ୍ତ୍ର ରହିଥିବା ପ୍ରଭାସ ସୋସିଆଲ ମିଡିଆରେ … Read More

କରୋନା-‘କର୍ଫ୍ୟୁ’ରେ କିସ୍!

ମୁମ୍ବାଇ (ଓଟି): ମହାମାରୀ କରୋନା ଆତଙ୍କରେ ବିଶ୍ଵ ଥରହର। ସମସ୍ତେ ସତର୍କ ରହିବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଆପଣାଉଛନ୍ତି। ଏହିକ୍ରମରେ ବଲିଉଡର ଅନେକ ସେଲିବ୍ରିଟି ନିଜକୁ ଆଇସୋଲେଟ୍ କରିଛନ୍ତି ଏବଂ ଆଉ କେତେକ ନିଜ ବନ୍ଧୁ କିମ୍ବା ନିକଟ ସମ୍ପର୍କୀୟଙ୍କ … Read More

କରୋନା ଆତଙ୍କ: ୨ ଦେଶ ଦେଖାଇଲେ ଆଶାର ଆଲୋକ

ନୂଆଦିଲ୍ଲୀ (ଓଟି): ବିଶ୍ଵବ୍ୟାପି କାୟା ମେଲାଇଛି ମହାମାରୀ କୋବିଡ୍-୧୯ ତଥା କରୋନା। ଏହାର ଦାଉରୁ ବର୍ତ୍ତିବା ପାଇଁ ଏଯାଏଁ ବାହାରିନି ଠିକଣା ଟିକା କି ଔଷଧ। ପୂର୍ବରୁ ପ୍ରବାସୀ ଭାରତୀୟ ବିଶେଷଜ୍ଞ ସମେତ ଇସ୍ରାଏଲ୍‌ ଭଳି କିଛି ଦେଶର ବୈଜ୍ଞାନିକ ଏଦିଗରେ … Read More