ଲସ୍ ଏଞ୍ଜେଲ୍ସରେ ଫସିଯାଇଛନ୍ତି ସୌନ୍ଦର୍ଯ୍ୟା

ମୁମ୍ବାଇ(ଓଟି): ଯିଏ ଯୋଉଠି ଥାଉ, କିନ୍ତୁ ନିଜ ନିଜ କାର୍ଯ୍ୟରେ କଲବଲ ହୋଇଗଲେଣି। ସାରା ବିଶ୍ଵରେ ଏ ସାଂଘାତିକ ସ୍ଥିତି। ସବୁରି କାରଣ ମହାମାରୀ କରୋନା। ଏହି ମାରାତ୍ମକ ଭୂତାଣୁ ଅଦୃଶ୍ୟ ଭାବେ ସଂକ୍ରମିତ ହେବା ସହ ଗୋଟିଏ ପରେ ଗୋଟିଏ … Read More

କରୋନା ଆତଙ୍କ: ମୁଖ୍ୟମନ୍ତ୍ରୀଙ୍କ ୩ ‘ସ’ ମନ୍ତ୍ର

ଭୁବନେଶ୍ବର(ଓଟି): ମହାମାରୀ କରୋନା ମୁକାବିଲା କରିବା ସହ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ୩ଟି ‘ସ’ ମନ୍ତ୍ର। ସେସବୁ ହେଲା ସମ୍ବନ୍ଧନ, ସଙ୍ଗରୋଧ ଓ ସମ୍ମାନ। ଏହା ହିଁ କରୋନାକୁ ରୋକିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ … Read More

୮୦କୋଟି ଲୋକଙ୍କୁ ଶସ୍ତାରେ ମିଳିବ ଚାଉଳ ଓ ଗହମ

ନୂଆଦିଲ୍ଲୀ (ଓଟି): କେନ୍ଦ୍ର କ୍ୟାବିନେଟରେ ଆଜି ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟ ଆଲୋଚନା ହୋଇଛି। ଏହାରି ମଧ୍ୟରେ ଏକ ଭଲ ଘୋଷଣା କରିଛନ୍ତି ସରକାର। କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍ ଲାଗୁ ହେବା ପରେ ଦେଶର ୮୦ କୋଟି ଲୋକଙ୍କୁ … Read More

କରୋନା କବଳରେ ପ୍ରିନ୍ସ ଚାର୍ଲସ

ନୂଆଦିଲ୍ଲୀ (ଓଟି): ଇଂଲଣ୍ଡର ରାଜ କୁମାର ପ୍ରିନ୍ସ ଚାର୍ଲସଙ୍କୁ କରୋନା ସଂକ୍ରମିତ ହୋଇଛି। ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ନିକଟରେ ବହୁ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଅନେକ ଭୟଭୀତ ହୋଇପଡ଼ିଛନ୍ତି। ପ୍ରିନ୍ସ ଚାର୍ଲସଙ୍କ ପତ୍ନୀ … Read More

କରୋନା ମୁକାବିଲା: ଓଏମ୍‌ସି ଦେଲା ୫ଶହ କୋଟି, ଓଟିଡିସି ୫ ଲକ୍ଷ

ଭୁବନେଶ୍ୱର (ଓଟି): କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କୁ ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନ ପକ୍ଷରୁ ସହୋଯାଗର ହାତ ଲମ୍ବୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମା ରିଲିଫ ପାଣ୍ଠି( କୋଭିଡ-୧୯ ଫଣ୍ଡ)କୁ ଦାନ କରିବା ସହ ଅନ୍ୟମାନେ ସହଯୋଗ … Read More

ସାମାଜିକ ଦୂରତ୍ଵ କ’ଣ- ପୁଣି ବୁଝାଇଲେ ମୋଦୀ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ ବିଶ୍ଵ ପାଇଁ ଅବିଶ୍ଵସନୀୟ ସଂକଟ ସୃଷ୍ଟି କରିଛି। ଏଥିପାଇଁ ବିଶ୍ଵବାସୀଙ୍କ ଚିନ୍ତା ବଢ଼ିଯାଇଛି। ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଏହାକୁ ନିୟନ୍ତ୍ରଣ ପାଇଁ କେବଳ ଏକାନ୍ତବାସ ଆଉ ସାମାଜିକ ଦୂରତ୍ଵ ହିଁ ଏକମାତ୍ର … Read More

‘ଇଟାଲୀରେ କେବଳ ଆମ୍ବୁଲାନ୍ସର ସାଇରନ୍‌ ଶୁଭୁଛି’

ନୂଆଦିଲ୍ଲୀ(ଓଟି): କୋବିଡ୍‌-୧୯ ତଥା କରୋନା ଭାଇରସ୍‌ ପାଇଁ ବିଶ୍ଵ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଚାରିଆଡ଼େ ବିପଦର ସଂକେତ। ସବୁଠି ଜୀବନକୁ ନେଇ ସଂଘର୍ଷ ଚାଲିଛି। ଏଭଳି ଅବସ୍ଥାରେ ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଇଟାଲୀ। ଚୀନ୍‌ରୁ ଭାଇରସ୍‌ ସୃଷ୍ଟି ହୋଇଥିବାବେଳେ ଇଟାଲୀର ସ୍ଥିତି … Read More

ଲକ୍‌ଡାଉନ୍: ନିୟମ ନମାନିଲେ ସୁଟ୍‌ ଅର୍ଡର୍!

ହାଇଦ୍ରାବାଦ (ଓଟି): ମହାମାରୀ ମହାବିପତ୍ତି। ଅଦୃଶ୍ୟ ଭୂତାଣୁ ସାଜିଛି ବିଶ୍ଵ ଆତଙ୍କ। ଚାହୁଁ ଚାହୁଁ ସଂକ୍ରମଣ ବ୍ୟାପୁଛି ଓ ପ୍ରାଣ ନେଉଛି। ଏଯାଏଁ ବାହାରିନି ପ୍ରତିକାର କି ଔଷଧ। କେବଳ ଦୂରେଇ ରହିବା ଓ ସତର୍କତା ଅବଲମ୍ବନ କରିବା ଏକମାତ୍ର ବାଟ। … Read More

ଲକ୍‌ଡାଉନ୍‌ ନିୟମ ନମାନିଲେ ଜେଲ୍‌ ଓ ଜୋରିମାନା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ଦେଶରେ ଅଘୋଷିତ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୫୦୦ ପାଖେଇଲାଣି। ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ … Read More

ତାମିଲନାଡୁରେ ପ୍ରାଣ ନେଲା କରୋନା, ଦେଶର ମୃତ୍ୟୁ ସଂଖ୍ୟା ୧୧

ଚେନ୍ନାଇ (ଓଟି): ମହାମାରୀ କରୋନା ଭାଇରସରେ ତାମିଲନାଡୁରେ ଜଣଙ୍କର ପ୍ରାଣ ଚାଲିଯାଇଛି। ମୃତକ ଜଣଙ୍କ ମଦୁରାଇର ବାସିନ୍ଦା ଓ ସେ ରାଜାଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରୀ … Read More