#କୋଭିଡ୍-୧୯: ରବିବାର ଘଣ୍ଟାଏ ବନ୍ଦ ରହିବ ‘୧୦୪’

ଭୁବନେଶ୍ୱର(ଓଟି): ଲକ୍‌ଡାଉନ୍‌ ପାଇଁ ସରକାର ନେଇଥିବା ଅନେକ ପଦକ୍ଷେପ ମଧ୍ୟରେ ହେଲ୍ପ ଲାଇନ୍‌ ସବୁଠୁ ଗୁରୁତ୍ଵପୂର୍ଣ୍ଣ। ସେଥିପାଇଁ ରାଜ୍ୟ ସରକାର ‘୧୦୪’ ନମ୍ବର ଜାରି କରିଛନ୍ତି। ତେବେ ମହାମାରୀ ସଂକଟକୁ ନେଇ ଏହି ନମ୍ବରକୁ ଅଧିକ କଲ୍‌ ଆସୁଥିବାରୁ ଏହାର କ୍ଷମତା … Read More

#କୋବିଡ୍-୧୯: କେରଳରେ ନେଲା ମୁଣ୍ଡ

ଏର୍ଣ୍ଣାକୁଲମ୍‌ (ଓଟି): ଦେଶରେ ପୁଣି ଜଣଙ୍କ ପ୍ରାଣ ନେଇଛି କରୋନା। ଏହା କେରଳରେ ପ୍ରଥମ ମୃତ୍ୟୁ ମାମଲା। ୬୯ ବର୍ଷୀୟା ମହିଳା ଜଣଙ୍କ ନିକଟରେ ଦୁବାଇରୁ ଫେରିଥିବାବେଳେ ତାଙ୍କୁ ଏର୍ଣ୍ଣାକୁଲମ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ନିମୋନିଆ ଲକ୍ଷଣ ଦେଖାଯିବା ପରେ ତାଙ୍କୁ … Read More

#କୋଭିଡ୍-୧୯: ନିୟମ ମାନି ଭଲ ଅଛନ୍ତି ନୀତି

ମୁମ୍ବାଇ(ଓଟି): ଅଷ୍ଟ୍ରେଲିଆ ଯାଇଥିଲେ। କରୋନା ଆତଙ୍କରୁ ଅଧାରୁ ଫେରିଲେ। ଭୟ ଥିଲା ଅସରନ୍ତି। କିନ୍ତୁ ଏଠାରେ ସତର୍କତାମୂଳକ ଭାବେ ନିୟମ ମାନି ୧୪ ଦିନ ଆଇସୋଲେସନ୍‌ରେ ରହିବା ପରେ ସେ ଭଲ ଅଛନ୍ତି। ଏଭଳି ଅନୁଭୂତି ପ୍ରକାଶ କରିଛନ୍ତି ଗାୟିକା ନୀତି … Read More

ଅନୁଗୁଳ ଓ କେନ୍ଦ୍ରାପଡ଼ାରେ ସମ୍ ଖୋଲିବ #କୋଭିଡ୍-୧୯ ହସ୍ପିଟାଲ

ଅନୁଗୁଳ(ଓଟି): ଭୁବନେଶ୍ଵରସ୍ଥିତ ସମ୍‌ ପକ୍ଷରୁ ଉଭୟ ଅନୁଗୁଳ ଓ କେନ୍ଦ୍ରାପଡ଼ାରେ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯିବ। ଅନୁଗୁଳ ଜିଲ୍ଲାର ତାଳଚେର ଡେରା ସ୍ଥିତ ସେଣ୍ଟ୍ରାଲ୍‌ ହସ୍ପିଟାଲ କ୍ୟାମ୍ପସ୍‌ରେ ଏହି ସ୍ୱତନ୍ତ୍ର … Read More

#କୋଭିଡ୍-୧୯: ତୁରନ୍ତ ତିଆରି ହେବ କରୋନା ଭ୍ୟାକ୍ସିନ

ହାଇଦ୍ରାବାଦ (ଓଟି): ଖୁବ୍‌ଶୀଘ୍ର ବାହାରିବ ଉପାୟ। ତିଆରି ହେବ କରୋନାକୁ ଭଲ କରିବା ପାଇଁ ଭ୍ୟାକ୍‌ସିନ୍। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଏଭଳି ଆଶା ପ୍ରକାଶ କରିଛି। ବାୟୋକେମିଷ୍ଟ୍ରି ବିଭାଗର ସ୍କୁଲ ଅଫ୍ ଲାଇଫ୍ ସାଇନ୍ସର ଡକ୍ଟର ସୀମା ମିଶ୍ର କରୋନା ଭାଇରସ୍ ଟିକା … Read More

‘ମହାଭାରତ’ ବି ଆଜିଠୁ

ନୂଆଦିଲ୍ଲୀ(ଓଟି): ରାମାୟଣ ସହ ମହାଭାରତ ବି ପ୍ରସାରଣ ହେଉ। ଏହାଥିଲା ଅନେକ ଭାରତୀୟଙ୍କ ଦାବି। ହଁ ଏହି ଦାବି ପୂରଣ ହୋଇଛି। ସରକାର ସୁବିଚାର କରିଛନ୍ତି। ଅର୍ଥାତ୍‌ ଆଜିଠୁ ମହାଭାରତ ଧାରାବାହିକ ମଧ୍ୟ ପ୍ରସାରଣ ହେବ। #ଡିଡିଭାରତୀ ଦେଖିବାକୁ ପଡ଼ିବ। ରାମାନନ୍ଦ … Read More

ଅଦୃଶ୍ୟ କରୋନାର ଉଠିଲା ଫଟୋ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ବା କୋବିଡ୍‌-୧୯। ଘାତକ ହୋଇଛି ବିଶ୍ଵ ପାଇଁ। ବିନାଶ କରୁଛି ମାନବ ପ୍ରାଣ। କିନ୍ତୁ କୋଉଠି ସେ ? କିଭଳି ତା ସ୍ଵରୂପ? ନାଲି-ନେଳି-କଳାଧଳା … କେମିତି ତା ରଙ୍ଗ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ। … Read More

#କୋବିଡ୍-୧୯: ପ୍ରଥମେ ୯୭୦, ପୁଣି ୬୦୦ ବେଡ୍

କଟକ(ଓଟି): ପ୍ରଥମେ ୯୭୦ ବେଡ୍‌, ଏଥିପାଇଁ ଦୁଇଟି ବେସରକାରୀ ମେଡିକାଲ୍‌ ସହ ରାଜ୍ୟ ସରକାର ଚୁକ୍ତିବଦ୍ଧ ହେଲେ। ଗୁରୁବାର ଏହି ନିଷ୍ପତ୍ତି ପରେ ଆଜି ପୁଣି ୬୦୦ ବେଡ୍‌ ପାଇଁ ସରକାର ସଜାଗ ହୋଇଛନ୍ତି। ଏଥିପାଇଁ କଟକ ଜିଲ୍ଲା ଟାଙ୍ଗୀର ଡ୍ରିମ୍ସ … Read More

#କୋବିଡ୍-୧୯: ଓଡ଼ିଶାକୁ ଷ୍ଟେଜ୍-୩ ଆଶଙ୍କା

ଭୁବନେଶ୍ୱର (ଓଟି): ମହାମାରୀ କରୋନା ପାଇଁ କଣ କେମିତି ନିଆଯିବ ପଦକ୍ଷେପ? ଏହି ଚିନ୍ତା ସମଗ୍ର ବିଶ୍ଵକୁ ଘାରିଛି। ସବୁ ଦେଶ, ସବୁ ରାଜ୍ୟ- ସମସ୍ତ ପ୍ରଶାସନ ଏଥିରୁ ମୁକୁଳିବାର ରାହା ଖୋଜୁଛନ୍ତି। ଏହିକ୍ରମରେ ନାହିଁ ନାହିଁ କହୁକହୁ ଓଡ଼ିଶାରେ ଆତଙ୍କ … Read More

#ଲକ୍‌ଡାଉନ୍‌: ରାଜଧାନରେ ହୋମ୍ ଡେଲିଭରି ସୁବିଧା

ଭୁବନେଶ୍ୱର(ଓଟି): ଲକ୍‌ଡାଉନ୍‌ ପରିସ୍ଥିତି ଯୋଗୁ ସାଧାରଣ ଜନତା ଅନେକ ଜରୁରୀ ସେବା ପାଇବାରେ ସମସ୍ୟା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି କ୍ରମରେ ରାଜଧାନୀବାସୀଙ୍କୁ ହୋମ୍ ଡେଲିଭରି ମାଧ୍ୟମରେ  ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ … Read More