#କୋଭିଡ୍-୧୯: ଆତଙ୍କ ଯେଉଁଠି, ଆଶ୍ଵସ୍ତି ସେଇଠି!

ନୂଆଦିଲ୍ଲୀ(ଓଟି): ଯେଉଁଠି ସୃଷ୍ଟି ହେଲା ଆତଙ୍କ, ସେଇଠି ରହିଛି କି ଆଶ୍ଵସ୍ତ? ସମ୍ପ୍ରତି ସାରା ବିଶ୍ଵବାସୀଙ୍କ ପାଇଁ ଏଭଳି ଏକ ପ୍ରଶ୍ନ ସୃଷ୍ଟି ହୋଇଛି। କାରଣ ଚୀନ୍‌ ଦାବି କରିଛି ଯେ ମହାମାରୀ କରୋନା ପାଇଁ ସେ ପ୍ରତିକାର ତଥା ଉପାୟ … Read More

#କୋଭିଡ୍-୧୯: ଶ୍ରମିକଙ୍କ ପାଇଁ ମୋଦୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ଵର (ଓଟି): ମହାମାରୀ କରୋନା ଭାଇରସ ନବ୍ୟାପିବା ପାଇଁ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ଶ୍ରମିକ ଓ ଦିନ ମଜୁରିଆଙ୍କ ସମସ୍ୟା ବଢ଼ି ଯାଇଛି। ରୋଜଗାରର ପନ୍ଥା ବନ୍ଦ ହୋଇ ଯାଇଥିବାରୁ ପରିବାର ଚଳିବା କଷ୍ଟକର ହୋଇଛି। … Read More

#କୋଭିଡ୍-୧୯: ଭଲ ହୋଇଗଲେ ବଣ୍ଡ ଗର୍ଲ

ନୂଆଦିଲ୍ଲୀ (ଓଟି): ଜେମ୍ସ ବଣ୍ଡ ଅଭିନେତ୍ରୀ ଓଲଗା କୁରିଲେଙ୍କୋ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ୪୧ ବର୍ଷୀୟା ଏହି ସୁନ୍ଦରୀ ଅଭିନେତ୍ରୀ ମହାମାରୀ କରୋନା ସହ ସଂଘର୍ଷ କରି ବିଜୟିନୀ ହୋଇଛନ୍ତି। ସେ ସୁସ୍ଥ ଥିବା ନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। … Read More

#କୋଭିଡ୍-୧୯: ସବୁ ଜିଲ୍ଲା ଓ ରାଜ୍ୟର ସୀମା ସିଲ୍ ନିର୍ଦ୍ଦେଶ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ତଥା କୋଭିଡ୍‌-୧୯ ଚିନ୍ତା ବଢ଼ିବାରେ ଲାଗିଛି। ବଢୁଛି ସଂକ୍ରମିତ ଓ ମୃତକ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଆହୁରି କଠୋର ହୋଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଦେଶର ସମସ୍ତ ରାଜ୍ୟ ତଥା ଜିଲ୍ଲାର ସୀମା ସିଲ୍‌ … Read More

ଘରଭଡ଼ା ମାସକର ଛାଡ଼: କେନ୍ଦ୍ର ସରକାର

ନୂଆଦିଲ୍ଲୀ (ଓଟି): ମାସକର ଘରଭଡ଼ା ଛାଡ଼କର। ଦାବି କରନି। ଏଭଳି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଆଉ ଏହାକୁ ଅମାନ୍ୟ କରି ଘରଭଡ଼ା ଦାବି କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଭଳି ଚେତାବନୀ ମଧ୍ୟ ଦିଆଯାଇଛି। ସୂଚନା ଅନୁସାରେ, ଭଡ଼ାଘରେ ରହୁଥିବା … Read More

ସେନାକୁ ସଂକ୍ରମିତ ହେଲା #କୋଭିଡ୍-୧୯

ନୂଆଦିଲ୍ଲୀ (ଓଟି): କାୟା ବିତାଇ ଚାଲିଛି କରୋନା। ସମ୍ପ୍ରତି ଏହି ମହାମାରୀ ଭୂତାଣୁ ଭାରତୀୟ ସେନାବାହିନୀକୁ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଫଳରେ ଆତଙ୍କ ବଢ଼ି ଯାଇଛି। ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୋଲକାତା ଆର୍ମି କମାଣ୍ଡ ହସ୍ପିଟାଲରେ କାର୍ଯ୍ୟରତ ଜଣେ … Read More

#ଲକଡାଉନରେ ହୋଇଗଲେ ହିଟ୍

ମୁମ୍ବାଇ (ଓଟି): ମହାମାରୀ #କୋଭିଡ୍‌-୧୯ ତଥା କରୋନା ପାଇଁ ଦେଶ ଲକ୍‌ଡାଉନ୍‌। ତେବେ ଏହାରି ମଧ୍ୟରେ ଅନେକ ଦେଶରେ ପହଞ୍ଚି ଯାଇଛନ୍ତି ଜଣେ ସୁନ୍ଦରୀ। ତାଙ୍କ ଭାଗ୍ୟର ତାଲା ଖୋଲିଯାଇଛି। ଅନେକ ଦେଶର ଲୋକେ ତାଙ୍କୁ ଖୁବ୍‌ ପସନ୍ଦ କରୁଛନ୍ତି। ଫଳରେ … Read More

‘କରୋନା’ ଦୁଃଖ: ପ୍ରବାସୀ ଓଡ଼ିଆଙ୍କ ପାଇଁ ନୋଡାଲ୍‌ ଅଫିସର୍

ଭୁବନେଶ୍ୱର (ଓଟି): କିଏ ଛାଡ଼ିଥିଲା ଭିଟାମାଟି ରୋଜଗାର ପାଇଁ। ସେହିପରି ଆଉକିଏ ଯାଇଥିଲା ଦାଦନ। ତେବେ ମହାମାରୀ କରୋନା ଦେଇଛି ଦାରୁଣ ଦୁଃଖ। ତେବେ ଏଥିପାଇଁ ଓଡ଼ିଶା ସରକାର ବେଶ୍‌ ତତ୍ପରତା ପ୍ରକାଶ କରିବା ସହ ସେମାନଙ୍କ ସୁରକ୍ଷା ପାଇଁ ନେଇଛନ୍ତି … Read More

#Covid19: ଦେଶରେ ମୃତକଙ୍କ ସଂଖ୍ୟା ୨୭ ଛୁଇଁଲା

ନୂଆଦିଲ୍ଲୀ (ଓଟି): ତୁଳନାତ୍ମକ ଭାବେ ସାମାନ୍ୟ କମିଛି ଆତଙ୍କ। କିନ୍ତୁ ସୁଧୁରିନି ସ୍ଥିତି।  ଭାରତରେ ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ହଜାରେ ଟପିଯାଇଛି। ଶନିବାର ଦିନକରେ ୨୦୦ ଜଣଙ୍କ ପଜିଟିଭ ରିପୋର୍ଟ ବାହାରିଥିବାବେଳେ   ଆଜି ୬୦ରୁ ଅଧିକ ଚିହ୍ନଟ ହୋଇଥିବା … Read More

#covid19: ଘରଭଡ଼ା ଛାଡ଼ କରିବାକୁ ନିର୍ଦ୍ଦେଶ

ନୋଏଡା(ଓଟି): ମହାମାରୀ କରୋନା ମାଡ଼ି ଚାଲିଛି। ସାରାଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି, ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଏଭଳି ବିପତ୍ତି ସ୍ଥିତିରେ ଭଡ଼ାଘରେ ରହୁଥିବା ଲୋକଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ମାସକର ଘରଭଡ଼ା ଛାଡ଼ କରିବାକୁ ଆଦେଶ ହୋଇଛି। ତେବେ ଏହି … Read More