ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ #କୋଭିଡ୍-୧୯ ହସ୍ପିଟାଲ
ଭୁବନେଶ୍ୱର(ଓଟି): ଚିନ୍ତା ବଢ଼ାଇ ଦେଇଛି କୋଭିଡ୍-୧୯ ତଥା କରୋନା ମହାମାରୀ। ଦେଶରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏପରିକି ଆଗକୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି ହେଲାଣି। ଦିଲ୍ଲୀର ଧାର୍ମିକ ସମାବେଶ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ାଇ ଦେଶ ପାଇଁ ବିପଦ … Read More











