#କୋଭିଡ୍-୧୯: ଗଣମାଧ୍ୟମକୁ ତାଗିଦ୍‌ କଲେ ଏସ୍‌ସି

ନୂଆଦିଲ୍ଲୀ (ଓଟି): କରୋନା ମହାମାରୀ ସମ୍ପର୍କରେ ପ୍ରମାଣବିହୀନ ଖବର ପ୍ରସାରଣ କରନାହିଁ। ଏଥିପ୍ରତି ଯଥେଷ୍ଟ ସତର୍କ ରହୁ। ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଏଭଳି ପରାମର୍ଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ଏଥିସହ ଉତ୍ତର ଦାୟିତ୍ୱବୋଧତା ସହ ଖବର ପ୍ରସାରଣ କରିବା ଲାଗି ମୁଦ୍ରିତ, … Read More

କରୋନା ପ୍ରତିହତ ପାଇଁ ନୂଆ ଆଶା

ନୂଆଦିଲ୍ଲୀ (ଓଟି): ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ପାଣ୍ଡେମିକ୍ ସହ ଆଲୋଚନା କରିବା ପାଇଁ ଆସିଥିବା ଆମେରିକୀୟ ବୈଜ୍ଞାନିକ ଡକ୍ଟର ଯାଦବ ଗ୍ଲାନଭିଲେ ଦାବି କରିଛନ୍ତି ଯେ କରୋନା ଭାଇରସ୍‌କୁ ପ୍ରତିହତ ପାଇଁ ସେ ଉପାୟ ପାଇଛନ୍ତି। ସେ କହିବା ଅନୁସାରେ ସାର୍ସ SARS … Read More

#କୋଭିଡ୍-୧୯: ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ମୋଦୀ

ନୂଆଦିଲ୍ଲୀ (ଓଟି): ବ୍ୟାପିବାରେ ଲାଗିଛି କରୋନା ସଂକ୍ରମଣ। କେନ୍ଦ୍ର ସରକାର ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ନେବା ଫଳରେ ସ୍ଥିତି ଅନ୍ୟ ତୁଳନାରେ ନିୟନ୍ତ୍ରଣରେ ରହିଛି। ସେହିପରି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଏନେଇ ସଜାଗ ଓ ସତର୍କ ରହିଛନ୍ତି। … Read More

#କୋଭିଡ୍-୧୯: ରାଜ୍ୟ ସରକାରଙ୍କ ୨ ହସ୍ପିଟାଲ୍ ପ୍ରସ୍ତୁତ

ଭୁବନେଶ୍ଵର (ଓଟି): ଦ୍ଵୈତନଗରୀ ଭୁବନେଶ୍ଵର-କଟକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁବନ୍ଧିତ ଦୁଇଟି କୋଭିଡ୍‌ ହସ୍ପିଟାଲ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ମୋଟ ୬୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ଦୁଇଟି କରୋନା ସଂକ୍ରମିତଙ୍କୁ ଚିକିତ୍ସା ସେବା ଯୋଗାଇବାକୁ ବର୍ତ୍ତମାନ ପ୍ରସ୍ତୁତ। ଏନେଇ … Read More

#କୋଭିଡ୍-୧୯: ହୋମ୍ କ୍ୱାରେଣ୍ଟାଇନରେ ରୁହ, ସେଲ୍ଫି ପଠାଅ

ବେଙ୍ଗାଲୁରୁ (ଓଟି): ମହାମାରୀ କରୋନା ଚିନ୍ତା ସବୁଠି ବଢ଼ିଛି। ଏଥିପାଇଁ ସରକାର ପଦକ୍ଷେପ ନେବା ସହ ସାଧାରଣ ଜନତାଙ୍କୁ ବାରମ୍ବାର ସତର୍କ ଓ ସଚେତନତା କରାଉଛନ୍ତି। କିନ୍ତୁ ହୋମ୍‌ କ୍ୱାରେଣ୍ଟାଇନରେ ଥିବା ଲୋକେ ନିୟମ ନ ମାନି ବାହାରେ ବୁଲୁଥିବା ବିଭିନ୍ନ … Read More

#କୋଭିଡ୍-୧୯: ଟେଷ୍ଟିଂ କିଟ୍ ପାଇଁ କେନ୍ଦ୍ରକୁ ଦାବି

ଭୁବନେଶ୍ୱ(ଓଟି): ମହାମାରୀ କରୋନାର ସ୍ଥିତି ଓ ସେମ୍ପର୍କିତ କାର୍ଯ୍ୟାବଳୀର ସମୀକ୍ଷା କରାଯାଇଛି। ରାଜ୍ୟ ଲୋକସେବା ଭବନରେ ଏହି ସମୀକ୍ଷା ବୈଠକ ହୋଇଥିବାବେଳେ କେନ୍ଦ୍ରକୁ ବିଭିନ୍ନ ଦାବି ରଖିଛି ରାଜ୍ୟ। ବିଶେଷକରି କରୋନା ପରୀକ୍ଷା ପାଇଁ କିଟ୍‌ ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି … Read More

#କୋଭିଡ୍-୧୯: ସ୍ଥଗିତ ରହିଲା ‘ଜେଇଇ ମେନ୍’

ଭୁବନେଶ୍ୱର (ଓଟି): ମହାମରୀ କରୋନା ପାଇଁ  ଜେଇଇ ମେନ୍‌ ସ୍ଥଗିତ ରହିଛି। ସୁରକ୍ଷା ଓ ସତର୍କ ଦୃଷ୍ଟିରୁ ଏହାକୁ ପ୍ରାୟ ଦେଢ଼ମାସରୁ ଅଧିକ ଘୁଞ୍ଚାଇ ଦିଆଯାଇଛି। କିନ୍ତୁ ସ୍ଥିତି ଅନୁସାରେ ଏଥିରେ ପରିବର୍ତ୍ତନ କରାଯାଇପାରେ ବୋଲି କୁହାଯାଇଛି। ସମ୍ପ୍ରତି ସମଗ୍ର ଦେଶ … Read More

#କୋଭିଡ୍-୧୯: ପୁରୁଣା ରୋଗୀଙ୍କ ରକ୍ତରେ ସଫଳ ଚିକିତ୍ସା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କରେ ବିଶ୍ଵ କବଳିତ ଆଉ ଚିନ୍ତିତ। ଏଥିପାଇଁ ଠିକଣା ଔଷଧ ବାହାରି ପାରିନି। ତେବେ କେତେକ ବିଶେଷଜ୍ଞ ବିଭିନ୍ନ ପଦ୍ଧତି ଅବଲମ୍ବନ କରି ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରି ବେଶ୍‌ ସଫଳ ହେଉଥିବା ଖବର ଜଣାପଡ଼ିଛି। … Read More

#କୋଭିଡ୍-୧୯: ଭଦ୍ରକ ପୁରୁଣା ବଜାର ସିଲ୍

ଭୁବନେଶ୍ୱର (ଓଟି): ଓଡ଼ିଶାରେ ଚତୁର୍ଥ କୋରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଛି। ଫଳରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଏଥିସହ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହିକ୍ରମରେ ଭଦ୍ରକ ପୁରୁଣା ବଜାରକୁ … Read More

#କୋଭିଡ୍-୧୯: ବଢ଼ିଲା ଦିଲ୍ଲୀ ଟେନସନ୍, ମକରଜ୍ ମୁଖ୍ୟଙ୍କ ନାଁରେ ମାମଲା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ସଂକ୍ରମଣ ଯୋଗୁ ଦେଶ ଲକଡାଉନ୍‌। ଏଭଳି ସ୍ଥିତିରେ ଦିଲ୍ଲୀ ନିଜାମୁଦ୍ଦିନ ମସଜିଦ୍ ପକ୍ଷରୁ ଆୟୋଜିତ ହୋଇଥିଲା ଧାର୍ମିକ ସମାବେଶ। ଯାହା ସମ୍ପ୍ରତି ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ ସମ୍ମିଳନୀରେ ଯୋଗ ଦେଇଥିବା ଅଧିକାଂଶ … Read More