#କରୋନା ଲଢ଼େଇରେ ଜିତିପାରିବେ ଭାରତୀୟ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ସାରା ବିଶ୍ଵର ଦେଶ ସମୂହ ଲଢ଼େଇ ଜାରି ରଖିଛନ୍ତି। ତେବେ ଏହି ଲଢ଼େଇରେ ଭାରତର ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ତୁଳନାତ୍ମକ ଭାବେ ଅନ୍ୟ ଦେଶ ଅପେକ୍ଷା ଉତ୍ତମ। ଏଥିପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) … Read More

#କୋଭିଡ୍-୧୯: କଟକର ପଟ୍ଟାପୋଲ ଅଞ୍ଚଳ ସିଲ୍

ଭୁବନେଶ୍ଵର(ଓଟି): ବିଏମ୍‌ସି ପରେ ସମୂର୍ଣ୍ଣ ସଜାଗ ହୋଇପଡ଼ିଛି ସିଏମ୍‌ସି। କଟକର କିଛି ଅଞ୍ଚଳକୁ ସିଲ୍‌ କରାଯାଇଛି। ତ୍ଵରିତ୍‌ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜନହିତ ପାଇଁ ସୁରକ୍ଷା ଦୃଷ୍ଟିରୁ କଡ଼ା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି କଟକ ମହାନଗର ନିଗମ। … Read More

#କୋଭିଡ୍-୧୯ ମୁକାବିଲା: ଭାକସିନ୍ ନେଇ ୧୪ ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ଵ ପାଇଁ ମହାବିପଦ ସୃଷ୍ଟି କରିଛି। ଦିନକରେ ୬ ହଜାର ମୃତ୍ୟୁ ହୋଇଯାଇଥିବା ବେଳେ ବିଭିନ୍ନ ଦେଶ ତତ୍କାଳୀନ ଭିତ୍ତିରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଭୂତାଣୁ ସୃଷ୍ଟିର କେନ୍ଦ୍ରସ୍ଥଳ ଚୀନ୍‌ରୁ ହିଁ … Read More

#କରୋନା ଆତଙ୍କ: ଦିନକୁ ୧୯ ଘଣ୍ଟା ସଟ୍‌ଡାଉନ୍‌ ରହିବ ଗଞ୍ଜାମ

ବ୍ରହ୍ମପୁର(ଓଟି): କେବଳ ଜରୁରୀ କାର୍ଯ୍ୟ ପାଇଁ ୫ ଘଣ୍ଟା କୋହଳ। ବାକି ୧୯ ଘଣ୍ଟା ସଟ୍‌ଡାଉନ୍‌ ମଧ୍ୟରେ ରହିବ ଗଞ୍ଜାମ ଜିଲ୍ଲା। ସାମାଜିକ ଦୂରତ୍ଵକୁ ସାଧାରଣରେ ମାନୁନଥିବା ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। … Read More

ନିଜାମୁଦ୍ଦିନ ପ୍ରସଙ୍ଗ: ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଲେ ୫-ଟି ସଚିବ

ଭୁବନେଶ୍ୱର (ଓଟି): ଦିଲ୍ଲୀ-ନିଜାମୁଦ୍ଦିନ୍‌ରେ ଆୟୋଜିତ ସମାବେଶ ତବଲିଗୀ ଜମାତ୍‌ରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍। … Read More

#ସଟ୍‌ଡାଉନ୍‌ ସତର୍କ: ସୁଧୁରୁ ନାହାନ୍ତି ଅମାନିଆ

ଭୁବନେଶ୍ୱର (ଓଟି): ଦେଶରେ ଜାରି ରହିଛି ୨୧ ଦିନିଆ #ଲକ୍‌ଡାଉନ୍‌। ସେଭିତରେ କରୋନାର ପ୍ରକୋପ ଦୃଷ୍ଟିରୁ ବର୍ତ୍ତିବା ପାଇଁ ରାଜଧନୀ ସମେତ କଟକ, ଭଦ୍ରକ, ଯାଜପୁର ଓ ପିପିଲିର କିଛି ଅଞ୍ଚଳ ଇତିମଧ୍ୟରେ ସମୂର୍ଣ୍ଣ #ସଟ୍‌ଡାଉନ୍‌ ଭିତରେ ରହିଛି। ଖାଲି ସେତିକି … Read More

#କୋଭିଡ୍-୧୯: ଆଶ୍ଵସ୍ତ କରାଇଲେ ଭାରତୀୟ ବିଶେଷଜ୍ଞ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କ ଭିତରେ ଭାରତୀୟ ଗବେଷକ ତଥା ବିଶେଷଜ୍ଞ ବଡ଼ ଆଶ୍ଵସ୍ତିକର ସୂଚନା ଦେଇଛନ୍ତି। ସେମାନଙ୍କ ନିଷ୍ଠା ଓ ଗବେଷଣା ପ୍ରସୂତ ନୂତନ ଟିକା କରୋନା ଭୂତାଣୁକୁ ନାଶ କରିପାରିବ ବୋଲି କୁହାଯାଇଛି। ମହାମାରୀ ମାରାତ୍ମକ ଭୂତାଣୁର ମୁକାବିଲା … Read More

#କୋଭିଡ୍୧୯: ବଢ଼ିପାରେ #ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ତଥା କୋଭିଡ୍‌-୧୯ ସମ୍ପ୍ରତି ଦେଶ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ଧୀରେ ଧୀରେ ଏହା ଭାରତ ପାଇଁ ସମସ୍ୟା ବଢ଼ାଇବାରେ ଲାଗିଛି। ସେହି ଅନୁସାରେ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ଆବଶ୍ୟକ … Read More

#କୋଭିଡ୍-୧୯: ଶୁକ୍ରବାର ୧୫ ସଂକ୍ରମିତ ଚିହ୍ନଟ, ଓଡ଼ିଶାରେ ସଂଖ୍ୟା ୨୦କୁ ବୃଦ୍ଧି

ଭୁବନେଶ୍ଵର (ଓଟି): ମହାମାରୀ କରୋନା ଓଡ଼ିଶା ପାଇଁ ଆଜି ବଡ଼ ଆତଙ୍କ ଖେଳାଇବାରେ ଲାଗିଛି। ଦିନକରେ ୧୫ ଜଣ ପଜିଟିଭ୍‌ ଚିହ୍ନଟ ହେବା ଫଳରେ ସାଧାରଣ ଜନତାଙ୍କଠୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଶୁକ୍ରବାର ପ୍ରଥମେ କଟକରେ ଜଣେ ସଂକ୍ରମିତ ଚିହ୍ନଟ … Read More

#କୋଭିଡ୍-୧୯: କେନ୍ଦ୍ର ଦେଲା ୧୧,୦୯୨ କୋଟି

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ମୁକାବିଲା ପାଇଁ କେନ୍ଦ୍ର ଯୋଗାଇଛି ସହାୟତା। ଦେଇଛି ଆର୍ଥିକ ସହାୟତା। ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହି ମହାମାରୀ ଲଢ଼େଇ ପାଇଁ ସମସ୍ତ ରାଜ୍ୟ ବାବଦରେ ୧୧ହଜାର ୯୨କୋଟି ଟଙ୍କା ଅନୁମୋଦନ କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ମୁକାବିଲା … Read More