#ଲକ୍‌ଡାଉନ୍‌ ଅବଧି ପରେ ବି ରହିବ ପ୍ରତିବନ୍ଧକ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କ ପାଇଁ ଦେଶ ରହିଛି ୨୧ ଦିନିଅ ଲକ୍‌ଡାଉନ୍‌ରେ। ଫଳରେ ଅଧିକାଂଶ ସେବା ଆଉ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। କେବଳ ଜରୁରୀ ସେବାକୁ ଯୋଗାଇ ଦେଉଛନ୍ତି ସରକାର ଏବଂ ସ୍ଥାନୀୟ ପ୍ରଶାସନ। ଇତିମଧ୍ୟରେ ଲକ୍‌ଡାଉନ୍‌କୁ … Read More

#କରୋନା ଆତଙ୍କ: ୨୬ ନର୍ସ ଆକ୍ରାନ୍ତ, ଓ୍ୱକହାର୍ଡ୍ ମେଡିକାଲ ସିଲ୍

ମୁମ୍ବାଇ(ଓଟି): ମହାମାରୀ କରୋନା ସଂକ୍ରମିତ କାରଣରୁ ମୁମ୍ବାଇ ସହରର ଆଗ୍ରିପଡ଼ା ସ୍ଥିତ ଓ୍ୱକହାର୍ଡ୍ ହସ୍ପିଟାଲକୁ ସିଲ୍ କରିଦିଆଯାଇଛି। ଉକ୍ତ ହସ୍ପିଟାଲର ୨୬ଜଣ ନର୍ସ କରୋନା ସଂକ୍ରମିତ ହେବା ପରେ ବାଧ୍ୟହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିସହ ଏହି ହସ୍ପିଟାଲ ଠାରୁ ଦୂରରେ ରହିବାକୁ … Read More

#କରୋନା ଆତଙ୍କ: ଦେଶରୁ ନେଲାଣି ୧୦୯ ପ୍ରାଣ

ନୂଆଦିଲ୍ଲୀ(ଓଟି): ନାହିଁ ନାହିଁ କହୁ କହୁ ମାତିଗଲା ଆତଙ୍କ। ବ୍ୟାପିଗଲା କରୋନା ତଥା #କୋଭିଡ୍‌-୧୯। ଚାହୁଁଚାହୁଁ ସମ୍ପ୍ରତି ସଂକ୍ରମିତଙ୍କ ସଂଖ୍ୟା ଟପିଲାଣି ୪ ହଜାର। ସେହିଭଳି ୧୦୯ଜଣଙ୍କ ପ୍ରାଣ ନାଶ କରିଦେଲାଣି ମହାମାରୀ କରୋନା ଭୂତାଣୁ। ତେବେ ସାରାଦେଶରେ ବିହିତ ପଦକ୍ଷେପ … Read More

#କରୋନା ଆତଙ୍କ: ଅନ୍ୟପ୍ରାଣୀଙ୍କୁ ବ୍ୟାପିଲା, ଚିନ୍ତା ବଢ଼ିଲା

ଭୁବନେଶ୍ଵର (ଓଟି): ମହାମାରୀ କରୋନା ସମ୍ପ୍ରତି ମଣିଷ ବ୍ୟତୀତ ଅନ୍ୟ ପ୍ରାଣୀକୁ ବ୍ୟାପିଥିବା ଖବର ମିଳିଛି। ଫଳରେ ବିଶ୍ଵ ବ୍ୟାପି ଆଉଏକ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ନନ୍ଦନକାନନରେ ହାଇ ଆଲର୍ଟ ଜାରି କରାଯାଇଛି। ପ୍ରତିଟି ପଶୁପକ୍ଷୀଙ୍କ ଉପରେ କଡ଼ା ନଜର … Read More

#ଲକ୍‌ଡାଉନ୍‌ ସରିଲେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ରେ ରହିଛି। ଏହାର ଅବଧି ସରିବ ଆସନ୍ତା ୧୪ରେ।  ଉକ୍ତ ଅବଧି ସରିବା ପରେ ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ଖୋଲାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। କେନ୍ଦ୍ର ମାନବ ସମ୍ବଳ … Read More

୧୦ ଦିନରେ ପ୍ରସ୍ତୁତ ହେଲା ଶସ୍ତା ଭେଣ୍ଟିଲେଟର୍

ଅହମଦାବାଦ (ଓଟି): ମହାମାରୀ କରୋନା ପାଇଁ ସାରା ବିଶ୍ଵରେ ବଢ଼ିଛି ଚିନ୍ତା। ଭୁଶୁଡ଼ି ଯାଇଛି ସ୍ଵାସ୍ଥ୍ୟସେବା ଆଉ ଚହଲି ଗଲାଣି ଆର୍ଥିକ ବ୍ୟବସ୍ଥା। ସେହିପରି ସାଂଘାତିକ ଭାବେ ପ୍ରଭାବିତ ହୋଇଛି ବିଭିନ୍ନ କ୍ଷେତ୍ର। ତେବେ ଏହି ଲଢ଼େଇରେ ହାରିନାହାନ୍ତି ବିଶ୍ଵର ବିଶେଷଜ୍ଞମାନେ। … Read More

#କୋଭିଡ୍-୧୯: ବାହାରେ ଛେପ ପକାଇଲେ ବିପଦ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଦେଶ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଧୀରେ ଧୀରେ ଏହା ୩୩୭୪ ଜଣଙ୍କୁ ସଂକ୍ରମିତ କରିଥିବାବେଳେ ୭୯ ଜଣଙ୍କ ପ୍ରାଣ ନେଲାଣି। ତେବେ ଏଥିରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ଵ ଆଉ ଲକ୍‌ଡାଉନ୍‌ ବଡ଼ … Read More

ଆଉ ୨ ପଜିଟିଭ୍, ସଂଖ୍ୟା ୨୩କୁ ବୃଦ୍ଧି

ଭୁବନେଶ୍ୱର(ଓଟି): ଭୁବନେଶ୍ଵରରେ ପୁଣି ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଜଣେ କପିଳ ପ୍ରସାଦ ହାଉସିଂ ବୋର୍ଡ ଅଞ୍ଚଳର ଏବଂ ଅନ୍ୟଜଣେ ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି । … Read More

#କୋଭିଡ୍-୧୯: ଭାରତୀୟ ବୈଜ୍ଞାନିକଙ୍କ କମାଲ

ନୂଆଦିଲ୍ଲୀ (ଓଟି): କୋଭିଡ୍‌-୧୯ ସହ ଲଢ଼େଇ କ୍ଷେତ୍ରରେ ପୁଣି ଭାରତୀୟ ବୈଜ୍ଞାନିକଙ୍କୁ ମିଳିଛି ଏକ ସଫଳତା। କରୋନା ଭାଇରସ୍ ସଂକ୍ରମଣ ତୁରନ୍ତ ପରୀକ୍ଷଣ ପାଇଁ ଗବେଷକମାନେ ନୂତନ କିଟ୍ ପ୍ରସ୍ତୁତ କରିଛନ୍ତି। କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ସହ … Read More

ତବଲିଗୀ ଜମାତ ଲିଙ୍କ୍: ୮ ମାଲେସିଆ ନାଗରିକ ଗିରଫ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ ଆତଙ୍କରେ ଦେଶ ରହିଛି #ଲକ୍‌ଡାଉନ୍‌ ଭିତରେ। ବଢ଼ିଛି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା। ଏନେଇ ସରକାର ଦୃଢ଼ ପଦକ୍ଷେପ ନେଉଥିଲେ ମଧ୍ୟ #କୋଭିଡ୍‌-୧୯ ବା କରୋନା କବଳରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିନି ଦେଶ। ଏଭଳି … Read More