ଭିଡିଓ କନ୍‌ଫରେନ୍ସିରେ ହେଲା କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର (ଓଟି): ମହାମାରୀ କରୋନା ଭୟ ମଧ୍ୟରେ ସରକାର ବହୁ ସତର୍କତା ମୂଳକ ଓ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଶେଷ ହୋଇଛି। ଏଥିରେ ସାମାଜିକ ଦୂରତାକୁ ଗୁରୁତ୍ଵ ଦିଆଯିବା ସହ … Read More

#କୋଭିଡ୍-୧୯: ଘରୁ ମଗାନ୍ତୁ ଗ୍ରସରୀ… ପହଞ୍ଚିଯିବ

ଭୁବନେଶ୍ୱର(ଓଟି): ମହାମାରୀ କରୋନା ଆତଙ୍କ ସାରା ବିଶ୍ଵରେ। ସେ ଭିତରେ ଘାଣ୍ଟି ହେଉଛି ଆମ ଦେଶ, ରାଜ୍ୟ ଆଉ ରାଜଧାନୀ ଭୁବନଶ୍ଵେର। ସେଥିପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର- ସମସ୍ତେ ତତ୍ପର। ନେଉଛନ୍ତି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଏହିକ୍ରମରେ ଜନସାଧାରଣଙ୍କ … Read More

#କୋଭିଡ୍-୧୯: ଅର୍ଡର କରନ୍ତୁ, ଘରକୁ ଆସିବ ଔଷଧ

ଭୁବନେଶ୍ୱର(ଓଟି): ଏଣିକି ରାଜ୍ୟ ରାଜଧାନୀର ଘର ଦୁଆର ପାଖରେ ପହଞ୍ଚିବ ଆବଶ୍ୟକ ଔଷଧ। ଘରେ ରହି ଅନଲାଇନ୍‌ ଅର୍ଡର କଲେ ଏଭଳି ସୁବିଧା ଯୋଗାଇବ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଏନେଇ ପକ୍ଷରୁ ରାଜଧାନୀରେ ୧୨୧ଟି ଔଷଧ ଦୋକାନ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। … Read More

#କୋଭିଡ୍-୧୯: ଆତଙ୍କର ଆଦ୍ୟସ୍ଥଳରୁ ଉଠିଲା #ଲକ୍‌ଡାଉନ୍

ନୂଆଦିଲ୍ଲୀ (ଓଟି):  ମହାମାରୀ କରୋନା ପାଇଁ ବିଶ୍ଵ ଥରହର। ସବୁଠି ତ୍ରାହି ତ୍ରାହି ଡାକ। ବଢୁଛନ୍ତି ସଂକ୍ରମିତ ସଂଖ୍ୟା। ସେହିପରି ଗଲଣି ହଜାର ହଜାର ପ୍ରାଣ। ତେବେ ଏହି ମାରାତ୍ମକ ଭୂତାଣୁର ଉତ୍ପତ୍ତି ସ୍ଥଳ ଚୀନର ଉହାନ୍‌ ସ୍ଥଳରେ ସମ୍ପ୍ରତି ତୁଳନାତ୍ମକ ଭାବେ … Read More

ଶେଫାଳିଙ୍କୁ #କରୋନା!

ମୁମ୍ବାଇ(ଓଟି): ବିଶ୍ଵରେ ବ୍ୟାପିଛି ମହାମାରୀ। କୋଭିଡ୍-୧୯ ତଥା କରୋନା ପାଇଁ ଚାରିଆଡ଼େ ହାହାକାର। କୌଣସି ବି କ୍ଷେତ୍ର ବାଦ୍‌ ପଡ଼ିନି ଏଥିରୁ। ପ୍ରତିଦିନ ହଜାର ହଜାର ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ଵବ୍ୟାସୀଙ୍କ ପାଇଁ ବଡ଼ ଆତଙ୍କର କାରଣ ପାଲଟିଛି। ଏହିକ୍ରମରେ ମନୋରଞ୍ଜନ ଜଗତ … Read More

#IndiaFightsWithCorona: ‘ଗରିବଙ୍କୁ ସାହାଯ୍ୟ କରନ୍ତୁ’

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଭାଇରସ୍ ମୁକାବିଲା ପାଇଁ ଭାରତ ଲଢ଼େଇ ଜାରି ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଦେଶ ଓ ଦେଶବାସୀଙ୍କ ସୁରକ୍ଷା ପାଇଁ ସବୁପ୍ରକାର ଉଦ୍ୟମ କରାଯାଉଛି। ବହୁ ଉନ୍ନତ ଦେଶ ତୁଳନାରେ ଭାରତର କରୋନା ମୁକାବିଲା ଲଢ଼େଇ … Read More

#କୋଭିଡ-୧୯: ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାର ସ୍ଥିତି ସମୀକ୍ଷା

ଭୁବନେଶ୍ୱର (ଓଟି): ବ୍ୟାପୁଛି ମହାମାରୀ କୋଭିଡ୍-୧୯ ବା କରୋନା ଭାଇରସ୍। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ସରକାର ଓ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ସେହି ଅନୁସାରେ ତ୍ଵରିତ୍‌ ପଦକ୍ଷେପ ମଧ୍ୟ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ମୁଖ୍ୟ ଶାସନ ସଚିବ … Read More

#କୋଭିଡ-୧୯: ଚାଲିଗଲା ୬୦୦ ଜୀବନ, ୩୦୦୦ ଅସୁସ୍ଥ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ୍ ଯୋଗୁ ଗୋଟିଏ ପରେ ଗୋଟିଏ ସଂକଟ ଘନେଇବାରେ ଲାଗିଛି। ଏହା ବିଶ୍ଵ ସ୍ତରରେ ବଡ଼ ସମସ୍ୟା ସୃଷ୍ଟି କରିଛି। ଇରାନରେ ସମ୍ପ୍ରତି ୩୮୦୦ ଜଣଙ୍କର ମୃତ୍ୟୁ ଘଟିସାରିଛି। ଏଭଳି ସ୍ଥିତିରେ ବିଷାକ୍ତ ମଦ ପିଇ … Read More

#OdishaFightsCorona: ‘ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ ଏକ ସାମାଜିକ ଆନ୍ଦୋଳନ ହେଉ’

ଭୁବନେଶ୍ଵର (ଓଟି): ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏନେଇ ଦଳର ସାଧାରଣ … Read More

#କୋଭିଡ୍-୧୯: ଭିଡ଼ ଦେଖି ବଦଳିଲା ନିୟମ

ଭଦ୍ରକ (ଓଟି): ମହାମାରୀ କରୋନା ପାଇଁ ଜନତାଙ୍କ ହିତ ଦୃଷ୍ଟିରୁ ରାଜ୍ୟର ୩ଟି ସହରରେ ଏକାସାଥୀରେ ଲାଗିଥିଲା କଟକଣା। ରାଜଧାନୀ ଭୁବନେଶ୍ଵର ଓ କଟକ ସମେତ ଭଦ୍ରକ ସହର ଗତ ଶୁକ୍ରବାର ରାତି ୮ଟାରୁ ସଟ୍‌ଡାଉନ୍‌ରେ ରହିଥିବାବେଳେ ରବିବାର ରାତି ୮ଟାରେ … Read More