ମହାପ୍ରଭୁଙ୍କ କୃପାରୁ ଟଳିଯିବ ବିପଦ: ଗଜପତି ମହାରାଜା

ପୁରୀ (ଓଟି): ମହାମରୀ କରୋନା ସ୍ଥିତି ରାଜ୍ୟ ପାଇଁ ଚିନ୍ତା ବଢ଼ାଇଛି। ସ୍ଥିତିକୁ ଦେଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ୨୧ଦିନିଆ ଲକ୍‌ଡାଉନ୍‌ ଆସନ୍ତା ୧୪ରେ ଶେଷ ହେବାକୁ ଥିବାବେଳେ ରାଜ୍ୟ ସରକାର … Read More

ବ୍ରହ୍ମପୁରରେ ହେବ କୋଭିଡ୍-୧୯ ଟେଷ୍ଟିଂ

ଭୁବନେଶ୍ଵର,ବ୍ରହ୍ମପୁ(ଓଟି): ରାଜ୍ୟ ସରକାରଙ୍କୁ ଆଉଏକ ମେଡିକାଲ୍‌ କଲେଜରେ କୋଭିଡ୍‌-୧୯ ତଥା କରୋନା ପରୀକ୍ଷା ପାଇଁ ଅନୁମତି ମିଳିଛି। ବ୍ରହ୍ମପୁର ବଡ଼ ମେଡିକାଲ ତଥା ଏମ୍‌କେସିଜି ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ କରୋନା ପରୀକ୍ଷା ପାଇଁ -ଆଇସିଏମ୍‌ଆର୍‌-ଦିଲ୍ଲୀ ପକ୍ଷରୁ ଅନୁମତି ମିଳିଛି। ଫଳରେ … Read More

#କରୋନା ମୁକାବିଲା: ସମସ୍ତ ପୁଞ୍ଜି ଦାନକଲେ ଅବସରପ୍ରାପ୍ତ ସେନା ଅଧିକାରୀ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭୂତାଣୁ ସହ ଲଢ଼ିବା ପାଇଁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଆଗଭର ହେଉଛନ୍ତି। ଏପରିକି କେହି କେହି ନିଜର ସମସ୍ତ ସଞ୍ଚିତ ଅର୍ଥକୁ ଦାନ କରିଦେଉଛନ୍ତି ଖୋଲା ହୃଦୟରେ। ସେଭଳି ଜଣେ ମହାନ ହୃଦୟ ହେଉଛନ୍ତି … Read More

#ରାମାୟଣ: ଆଉନାହାନ୍ତି ‘ବାଳୀ-ସୁଗ୍ରୀବ’ ଅଭିନେତା

ମୁମ୍ବାଇ(ଓଟି): ଆଉନାହାନ୍ତି ‘ରାମାୟଣ’ର ବାଳୀ-ସୁଗ୍ରୀବ ଅଭିନେତା। ନିଜର ବଳିଷ୍ଠ ଅଭିନୟ ମାଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ଅଭିନେତା ଶ୍ୟାମ ସୁନ୍ଦରଙ୍କର ପରଲୋକ ହୋଇଯାଇଛି। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଦୀର୍ଘବର୍ଷ ପରେ #ଲକ୍‌ଡାଉନ୍‌ ପାଇଁ … Read More

ଦୁଃଖ ଶୁଣିଲେ ହାଇକୋର୍ଟ: ଲୋକଙ୍କ ଉପରେ ବୋଝ ନହେବାକୁ ସରକାରଙ୍କୁ ପରାମର୍ଶ

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌): କରୋନା ମୁକାବିଲା ପାଇଁ ଯେଉଁ ନିୟମ ଲାଗୁ ହୋଇଛି, ତାହାଦ୍ଵାରା ଲୋକେ ଅତ୍ୟନ୍ତ କଷ୍ଟରେ ଅଛନ୍ତି। ତଥାପି ଆଇନକୁ ସମ୍ମାନ ଦେଉଛନ୍ତି। ହେଲେ ସରକାରଙ୍କ କିଛି ଏଜେନ୍ସୀ ଲୋକଙ୍କ ଉପରେ ଦିନକୁ ଦିନ ବୋଝ ଲଦି ଚାଲିଛନ୍ତି। ଯାହାଫଳରେ … Read More

#କୋଭିଡ୍-୧୯ ଆତଙ୍କ: ‘ଭାରତ ବିରୋଧରେ ହୋଇଥିଲା ସାଂଘାତିକ ଷଡ଼ଯନ୍ତ୍ର’

ନୂଆଦିଲ୍ଲୀ (ଓଟି): ଦିଲ୍ଲୀ-ନିଜାମୁଦ୍ଦିନ ଘଟଣା ସାରା ଦେଶ ପାଇଁ ସମସ୍ୟା ସୃଷ୍ଟି କରିଥିବା ସରକାରୀ ଭାବେ ଘୋଷଣା ହୋଇସାରିଛି। ମହାମାରୀ ଆତଙ୍କ ବେଳାରେ ଉକ୍ତ ଧାର୍ମିକ ସମାବେଶ ଦେଶ ପାଇଁ ସଂକ୍ରମଣର ସଂଖ୍ୟା ବୃଦ୍ଧି କରିଦେଇଛି। ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶ … Read More

ପ୍ରଥମ #କୋଭିଡ୍‌-୧୯ ମୃତକଙ୍କ ହେଲା ଅନ୍ତିମ ସଂସ୍କାର

ଭୁବନେଶ୍ଵର(ଓଟି): ରାଜ୍ୟରେ ପ୍ରଥମ ୭୦ ବର୍ଷୀୟ କରୋନା ରୋଗୀଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଭୟ ବଢ଼ି ଯାଇଛି। ମୃତ ବ୍ୟକ୍ତିଙ୍କ ଘର ଝାରପଡ଼ା ଅଞ୍ଚଳରେ ହୋଇଥିବାବେଳେ ସେ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଏହି ପରିପ୍ରେକ୍ଷୀରେ ବୁଧବାର ରାତିରେ ରାଜ୍ୟ … Read More

ନିଜାମୁଦ୍ଦିନ ଲିଙ୍କ୍: ୧୫ ଜଣଙ୍କ ରିପୋର୍ଟ ନେଗେଟିଭ୍

ଭୁବନେଶ୍ଵର (ଓଟି): ଦିଲ୍ଲୀ- ନିଜାମୁଦ୍ଦିନ୍‌ ଘଟଣା ଦେଶରେ କରୋନା ଭୟବହତାକୁ ବଢ଼ାଇ ଦେଇଥିବାବେଳେ ସାରାଦେଶରେ ଏନେଇ ତନାଘନା ଜାରି ରହିଛି। ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ନମୁନା ପରୀକ୍ଷଣ ସହ କ୍ଵାରେଣ୍ଟାଇନ୍‌ରେ ରହିବା ବ୍ୟବସ୍ଥା କରାଯାଉଛି। ଏହିକ୍ରମରେ ଓଡ଼ିଶା ପାଇଁ ଏକ ଆଶ୍ଵସ୍ତକର ଖବର … Read More

#କୋଭିଡ୍-୧୯: ଓଡ଼ିଆ ଡାକ୍ତରଙ୍କ ଲଣ୍ଡନରେ ମୃତ୍ୟୁ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନାରେ ଆଉଜଣେ ପ୍ରବାସୀ ଓଡ଼ିଆଙ୍କ ପ୍ରାଣ ଚାଲିଯାଇଛି। ଲଣ୍ଡନରେ ରହିଥିବା ୭୦ବର୍ଷ ବୟସ୍କ ଓଡ଼ିଆ ଡାକ୍ତର ରାଧାରମଣ ଶର୍ମା ପ୍ରାଣ ହରାଇଛନ୍ତି। ଲଣ୍ଡନ ଓଡ଼ିଆ ସୋସାଇଟିର ସଦସ୍ୟ ଥିଲେ ଡାକ୍ତର ଶର୍ମା। ଫଳରେ ବିଭିନ୍ନ ମହଲରେ ଗଭୀର ଶୋକ … Read More

#କୋଭିଡ୍‌-୧୯: ଡାକ୍ତରଙ୍କ ପ୍ରାଣ ଗଲା

ଇନ୍ଦୋର (ଓଟି): ମହାମାରୀ କରୋନା ଭାଇରସ୍ ନେଲା ଚିକିତ୍ସକଙ୍କ ପ୍ରାଣ। ପୂର୍ବରୁ ଅନେକ ସ୍ଵାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିବା ସୂଚନା ରହିଥିବାବେଳେ ଦେଶରେ ପ୍ରଥମଥର ପାଇଁ ଜଣେ ଡାକ୍ତରଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ମୃତକ ହେଉଛନ୍ତି ମଧ୍ୟପ୍ରଦେଶର ଇନ୍ଦୋର ବାସିନ୍ଦା ଡାକ୍ତର ଶତ୍ରୁଘ୍ନ … Read More