ମା’ ଭୂମିକାରେ ନର୍ସ; ସାରା ଦେଶରୁ ମିଳୁଛି #ସଲାମ
ନୂଆଦିଲ୍ଲୀ (ଓଟି): ମହାମାରୀ ଭୂତାଣୁ ଭୟ କାହାକୁ ଅବା ନାହିଁ। କିନ୍ତୁ ଡାକ୍ତର ଓ ନର୍ସମାନେ ଏଭଳି ସ୍ଥିତିରେ ଅସଲ ଯୋଦ୍ଧା ସାଜିଛନ୍ତି। ନିଜ ଜୀବନକୁ ବିପଦରେ ପକାଇ ରୋଗୀ ସେବାରେ ଆଦୌ ହେଳା କରିନାହାନ୍ତି। ଏଭଳି ସ୍ଥିତିରେ ଦେଶର କେତେକ … Read More











