ନବୀନଙ୍କୁ ଚିଠି ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର (ଓଟି): ମହାମାରୀ କରୋନା ଆତଙ୍କ ବେଳାରେ ସରକାର ରାସନ କାର୍ଡ ହିତାଧିକାରୀଙ୍କୁ ଆବଶ୍ୟକ ସହାୟତା ଯୋଗାଉଛନ୍ତି। କିନ୍ତୁ ଯେଉଁମାନଙ୍କର ରାସନ କାର୍ଡ ନାହିଁ କିନ୍ତୁ ସହାୟତା ଆବଶ୍ୟକ କରୁଛନ୍ତି; ସେମାନଙ୍କୁ ଚିହ୍ନଟ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ। … Read More

#IndiaFightsWithCorona: ଅନ୍ୟ ଦେଶ ସହ ଆଲୋଚନା କଲେ ମୋଦୀ

ନୂଆଦିଲ୍ଲୀ (ଓଟି):  ମହାମାରୀ କରୋନା ମୁକାବିଲା ପାଇଁ ବିଶ୍ଵର ସବୁ ଦେଶ ନିଜ ନିଜ ପ୍ରୟାସ ଜାରି ରଖିଛନ୍ତି। ଏଥିସହ ଅନେକ ଦେଶ ପରସ୍ପର ମଧ୍ୟରେ ସହଯୋଗ ପାଇଁ ଉଦ୍ୟମ କରୁଛନ୍ତି। ଠିକ୍‌ ସେହିପରି କରୋନା ମୁକାବିଲା ପାଇଁ ଭୁଟାନ ଓ … Read More

ଘରକୁ ଘର ବାଣ୍ଟିହେଲା #କରୋନା! ଡେଲିଭରି ବୟ ଆକ୍ରାନ୍ତ ପରେ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ (ଓଟି): ଘରକୁ ଘର ଭୂତାଣୁ ବାଣ୍ଟିହେଲା ଭଳି ସାଂଘାତିକ ସ୍ଥିତି ଦିଲ୍ଲୀରେ ଉପୁଜିଛି। ଦକ୍ଷିଣ ଦିଲ୍ଲୀରେ ଅର୍ଡର ଅନୁସାରେ ଘରେ ପିଜା ପହଞ୍ଚାଉଥିବା ଜଣେ ଡେଲିଭରି ବୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀ ସମେତ ଦେଶର ଚିନ୍ତା … Read More

#କରୋନା ଭୟ; ତଡ଼ିଦେଲେ ଡାକ୍ତର

ମୁମ୍ବାଇ (ଓଟି): ମହାମାରୀ କରୋନା ଭୟ ସାରା ବିଶ୍ଵକୁ ଘାରିଛି। ଏଭଳି ସ୍ଥିତିରେ ସ୍ପେନରେ ରହୁଥିବା ଅଭିନେତ୍ରୀ ଶ୍ରୀୟା ସରଣ ତାଙ୍କ ସହ ଘଟିଥିବା ଦୁଃଖଦ ଘଟଣା ସମ୍ପର୍କରେ ପ୍ରକାଶ କରିଛନ୍ତି। ଶ୍ରୀୟା କହିଛନ୍ତି ଯେ କଫ ଓ ଜର ସମସ୍ୟା … Read More

#OdishaFightsWithCorona: ମନ୍ତ୍ରୀସ୍ତରୀୟ ବୈଠକରେ ତାଲିମ ପ୍ରତି ଗୁରୁତ୍ଵାରୋପ

ଭୁବନେଶ୍ଵର(ଓଟି): ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ମନ୍ତ୍ରୀସ୍ତରୀୟ ବୈଠକ ହୋଇଯାଇଛି। ଏଥିରେ ବ୍ୟାପକ ପଦକ୍ଷେପ ନିଆଯିବା ସହ ଟ୍ରେନିଂ ଓ ଚିକିତ୍ସା ବ୍ୟବସ୍ଥା ବଢ଼ାଇବା ଉପରେ ଗୁରୁତ୍ଵାରୋପ କରାଯାଇଛି। ଗୋଷ୍ଠୀ ସ୍ତରରେ କରୋନା ମୁକାବିଲା ପାଇଁ କିଭଳି ଅଧିକ ମ୍ୟାନ ପାୱାର … Read More

ନିୟମ ମାନିଲେ, ମାସ୍କ ପିନ୍ଧି ବିବାହ କଲେ

ନୂଆଦିଲ୍ଲୀ (ଓଟି): କରୋନା ମହାମାରୀ ଆତଙ୍କରୁ ଦେଶ ରହିଛି ଲକ୍‌ଡାଉନ୍‌ରେ। ସବୁ କାର୍ଯ୍ୟକ୍ରମ ବନ୍ଦ। ତେବେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଏପ୍ରିଲ୍‌ ୧୪ ପରେ ଉଠିଯିବ ବୋଲି ଅନେକ ଭାବି ନେଇଥିଲେ। ତେଣୁ ସେହି ଅନୁସାରେ କିଛି ଜରୁରୀ କାର୍ଯ୍ୟକ୍ରମ ପାଇଁ ସ୍ଥିର … Read More

#କୋଭିଡ୍-୧୯: ପ୍ରତି ୧୫ଦିନରେ ହେବ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସ୍ୱାବ୍ ଟେଷ୍ଟ

ଭୁବନେଶ୍ୱର (ଓଟି): ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସ୍ଵାବ୍‌ ଟେଷ୍ଟ ହେବ। ପ୍ରତି ୧୫ ଦିନରେ ଥରେ ଏଭଳି ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ସେ ମଧ୍ୟରେ ପଜିଟିଭ୍‌ ଆସିଲେ ଆଇସୋଲେସନ୍‌ରେ ରହିବା … Read More

#ଲକ୍‌ଡାଉନ୍‌ରେ ପଡ଼ିଲା ହାତଗଣ୍ଠି

ନୂଆଦିଲ୍ଲୀ (ଓଟି): ମାତିଛି ମହାମାରୀ ଭୂତାଣୁ। ସେଥିପାଇଁ ଦେଶ ରହିଛି ଲକ୍‌ଡାଉନ୍‌ରେ। ସବୁଦୃଷ୍ଟିରୁ ସତର୍କ ରହିବା ସହ ସାମାଜିକ ଦୂରତ୍ଵକୁ ସର୍ବାଧିକ ଗୁରୁତ୍ଵ ଦିଆଯାଉଛି। ତେବେ ଏହାରି ମଧ୍ୟରେ ଏକ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ଏପରିକି ସେଥିପାଇଁ ରାତିରେ କୋର୍ଟ … Read More

#WorldFightWithCorona: ବର୍ଷ ଶେଷ ସୁଦ୍ଧା ମିଳିପାରେ ଟିକା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭୂତାଣୁ ସହ ସାରା ବିଶ୍ଵ ଲଢ଼େଇ କରୁଛି। ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଏହି ଲଢ଼େଇ ସବୁଠାରୁ ଅଧିକ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ବିଶ୍ଵର ଅନେକ ଦେଶ କରୋନାକୁ ନାଶ କରିବା ପାଇଁ ଭ୍ୟାକ୍‌ସିନ୍‌ ବା ଟିକା … Read More

ଘରୋଇ ହିଂସା: ସାବାଡ଼ କରିବ ବ୍ରହ୍ମପୁର ପୁଲିସ୍

ବ୍ରହ୍ମପୁର (ଓଟି): ଲକ୍‌ଡାଉନ୍‌ରେ ଘରୋଇ ହିଂସା ବଢ଼ିଥିବା ସାଧାରଣରେ ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୁଲିସ୍‌ ସଜାଗ ହୋଇପଡ଼ିଛି। ଦୋଷୀଙ୍କୁ ସାବାଡ଼ କରିବାକୁ ଜାରି କରିଛି ହେଲ୍‌ପ ଲାଇନ୍ ନମ୍ବର। ଲକ୍‌ଡାଉନ୍‌ ସମୟରେ ଲୋକେ ଘରେ ଶାନ୍ତି-ଶୃଙ୍ଖଳାରେ ରହିବା ପାଇଁ … Read More