ଶ୍ରୀକ୍ଷେତ୍ର ଚନ୍ଦନ ଯାତ୍ରା: ଦିନରେ ସରିବ ଚାପ

ପୁରୀ(ଓଟି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ଚନ୍ଦନ ଯାତ୍ରା। କିନ୍ତୁ ହେବନି ଶ୍ରଦ୍ଧାଳୁଙ୍କ ସମାଗମ। ସେହିପରି ଦିନରେ ସରିବ ଚାପ, ସନ୍ଧ୍ୟା ପୂର୍ବରୁ ଫେରିଯିବେ ଶ୍ରୀଜିଉ। ମହାମାରୀ କରୋନା ଆତଙ୍କ ଯୋଗୁଁ ପ୍ରସିଦ୍ଧ ଚନ୍ଦନଯାତ୍ରା ପାରମ୍ପରିକ ଭାବେ କରାଯିବ କିନ୍ତୁ ଜନଗହଳିକୁ ବାରଣ … Read More

#କୋଭିଡ୍-୧୯ ମୁକାବିଲା: ସହରାଞ୍ଚଳ ଶ୍ରମଭିତ୍ତିକ କାର୍ଯ୍ୟ ପାଇଁ ୧୦୦ କୋଟି ମଞ୍ଜୁର

ଭୁବନେଶ୍ୱର(ଓଟି): କୋଭିଡ-୧୯ ତଥା କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସହରାଞ୍ଚଳରେ ଶ୍ରମ ଭିତ୍ତିକ କାର୍ଯ୍ୟ ପାଇଁ ୧୦୦ … Read More

ଭାରତୀୟ ବୈଜ୍ଞାନିକଙ୍କ କମାଲ୍: କରୋନାକୁ ନାଶ କରିବ ନୂଆ ମାସ୍କ

ଅହମ୍ମଦାବାଦ(ଓଟି): ମହାମାରୀ କରୋନା ମୁକାବିଲା ପାଇଁ ବିଶ୍ଵର ବିଭିନ୍ନ ଦେଶ ଗବେଷଣା ଜାରି ରଖିଛନ୍ତି। ଏହିକ୍ରମରେ ଭାରତୀୟ ବୈଜ୍ଞାନିକମାନେ ଅନେକ ଆଶାର ଆଲୋକ ଦେଖାଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସେଣ୍ଟ୍ରାଲ୍‌ ସଲ୍ଟ ଆଣ୍ଡ ମେରାଇନ୍‌ କେମିକାଲ୍‌ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିଏମ୍ଏମ୍‌ସିଆର୍‌ଆଇ)ର … Read More

ରାଜ୍ୟରେ ସୁସ୍ଥ ସଂଖ୍ୟା ୨୧, କେବଳ ଭୁବନେଶ୍ଵରରୁ ୧୪

ଭୁବନେଶ୍ୱର(ଓଟି): ରାଜ୍ୟ ପାଇଁ ଶୁଭ ସୂଚନା ମିଳିଛି। ଆଜି ଆଉ ଦୁଇ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଉଭୟ ଭୁବନେଶ୍ୱର ଅଞ୍ଚଳର ଏବଂ ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଏହି ଦୁଇ ଜଣଙ୍କୁ ମିଶାଇ ମୋଟ ୨୧ ଜଣ ସୁସ୍ଥ ହୋଇଥିବା … Read More

#ଲକ୍‌ଡାଉନ୍‌: କେତେକ କ୍ଷେତ୍ରରେ କୋହଳ ହେବ କଟକଣା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ଦେଶରେ ଲଘୁ ବନ ଉତ୍ପାଦ ସଂଗ୍ରହ ଉପରେ କଟକଣାକୁ କୋହଳ କରାଯାଇଛି। ସେହିପରି ଫସଲ ଅମଳ ଉପରେ ମଧ୍ୟ କଟକଣା ନାହିଁ। ଲକ୍‌ଡାଉନ ସମୟରେ … Read More

କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେକ୍ସ; ଉଗାଣ୍ଡା ସରକାର ଚିନ୍ତିତ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କରେ ବିଶ୍ଵ ଥରହର। ସଂକ୍ରମଣ ବ୍ୟାପୁଛି ଓ ଗୋଟିଏ ପରେ ଗୋଟିଏ ମୁଣ୍ଡ ଯାଉଛି। ଏଥିପାଇଁ ସାଧାରଣ ଲୋକେ ସାମାଜିକ ଦୂରତ୍ଵରେ ରହିବାକୁ କୁହାଯାଉଥିବାବେଳେ ସଂକ୍ରମିତ ଓ ସନ୍ଦିଗ୍ଧଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟର୍‌ରେ … Read More

ରଥଯାତ୍ରା: ସରକାରଙ୍କୁ ଚିଠି ଲେଖିଲେ ଗଜପତି

ଭୁବନେଶ୍ୱର(ଓଟି): ମହାମାରୀ କରୋନା ପାଇଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ସେ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ରଥଯାତ୍ରା … Read More

#OdishaFightsWithCorona: ଅଧିକ ଟେଷ୍ଟିଂ ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଲେ ସରକାର

ଭୁବନେଶ୍ୱର(ଓଟି): ମହାମାରୀ କରୋନା ହଟ୍‌ସ୍ପଟ୍‌ ପାଲଟିଛି ରାଜଧାନୀ ଭୁବନେଶ୍ଵର। ଏନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିବା ସହ ମୁକାବିଲା ପାଇଁ ତ୍ଵରିତ୍ ପଦକ୍ଷେପ ନେଉଛନ୍ତି। ସେହିପରି ସହରକୁ ତୁରନ୍ତ କରୋନାମୁକ୍ତ କରିବା ଲାଗି ରାଜ୍ୟ ସରକାର ସୁଚିନ୍ତିତ ଉଦ୍ୟମ ଚଳାଇଛନ୍ତି। … Read More

ଝାରସୁଗୁଡ଼ା: ୫୨ହଜାର ପରିବାରର ସ୍କ୍ରିନିଂ ସରିଲା

ଭୁବନେଶ୍ଵର,ଝାରସୁଗୁଡ଼ା(ଓଟି): ଝାରସୁଗୁଡ଼ା ଜିଲ୍ଲାର ରେଡ୍‌ ଜୋନ୍‌ର ୫୨ ହଜାର ପରିବାରର ସ୍କ୍ରିନିଂ ସମ୍ପନ୍ନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି ଏଭଳି କାର୍ଯ୍ୟ ସୂଚାରୁ ରୂପେ କରାଯାଇଛି। ଡାକ୍ତର, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ସମସ୍ତଙ୍କ ସ୍ଵାସ୍ଥ୍ୟ ସମ୍ପର୍କରେ ସୂଚନା … Read More

#କୋଭିଡ୍-୧୯: ଭାରତୀୟ ସେନାଙ୍କୁ ଟାର୍ଗେଟ୍ କରୁଛି ପାକ୍

ଭୁବନେଶ୍ୱର(ଓଟି): ମହାମାରୀ କରୋନା ଭୂତାଣୁ ପାଇଁ ବିଶ୍ଵର ସବୁ ଦେଶ ବଡ଼ ସଂଘର୍ଷ କରୁଥିବାବେଳେ ପାକିସ୍ତାନ ଏହାକୁ ନେଇ ବଡ଼ ଚକ୍ରାନ୍ତ କରୁଥିବା ଖବର ପ୍ରକାଶ ପାଇଛି। ଭାରତୀୟ ସେନାରେ କରୋନା ଭାଇରସ୍ ସଂକ୍ରମଣ ବିସ୍ତାର କରିବାକୁ ପାକ୍‌ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି। … Read More