ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଆଜି ରାତି ୧୦ଟାରୁ ସଟଡାଉନ୍
ଭୁବନେଶ୍ୱର(ଓଟି): ମହାମାରୀ କରୋନାର ବ୍ୟାପକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୩ ଜିଲ୍ଲାରେ କରୋନା ମାମଲା ବଢୁଥିବା ବଢ଼ୁଥିବା ଦୃଷ୍ଟିରୁ ଆଗାମୀ ୨୬ ତାରିଖ ଯାଏଁ ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ସଟଡାଉନ … Read More