’ନିତି’ ଆୟୋଗର ଅଧିକାରୀ କରୋନା ସଂକ୍ରମିତ, ବିଲ୍‌ଡିଂ ସିଲ୍

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ସୁପ୍ରିମ୍‌ କୋର୍ଟର ଜଣେ କର୍ମଚାରୀ ମହାମାରୀ କରୋନା ଭାଇରସ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ପରେ ଦେଶର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ନିତି ଆୟୋଗର ଜଣେ ଅଧିକାରୀ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ କାର୍ଯ୍ୟାଳୟକୁ ସିଲ୍ କରିଦିଆଯାଇଛି। … Read More