#CoronaUpdates: ଭାରତରେ ୫୬୩ ନୂଆ ରୋଗୀ, ୧୩ ଅଧିକ ମୃତ; ଜାଣନ୍ତୁ କେଉଁ ରାଜ୍ୟରେ କେତେ ରୋଗୀ
ଭୁବନେଶ୍ଵର, (ଓଟି): ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗତ ୨୪ ଘଣ୍ଟା ଭିତରେ ୧୩ ରହିଛି। ଏହାଦ୍ଵାରା ସମୁଦାୟ ମୃତ୍ୟୁ ସଂଖ୍ୟା ୯୯ ହୋଇଛି। ଗତକାଲି ତାଲା ୮୬ ରହିଥିଲା । ସେହିପରି ସମୁଦାୟ କରୋନା ପଜିଟିଭ୍ ଚିହ୍ନିତ ସଂଖ୍ୟାରେ ୫୬୩ … Read More