କରୋନା: ଅସରନ୍ତି ଭୟ, ଦେଶରେ ୫୬ ନୂଆ ଆକ୍ରାନ୍ତ
ଭୁବନେଶ୍ଵର, (ଓଟି): କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବିନା ବ୍ରେକ୍ରେ ବଢ଼ି ଚାଲିଛି। ଶନିବାରଦିନ ଭାରତର କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ଆହୁରି ୫୬ଜଣଙ୍କ ନାଁ ଯୋଡ଼ି ହୋଇଛି। ଏହାଦ୍ଵାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ରହିଛି। ଏଥିରୁ ୨୪୪ ଭାରତୀୟ ନାଗରିକ ହୋଇଥିବାବେଳେ … Read More