ଏସ୍‌ସିବିରେ ଆରମ୍ଭ ହେଲା କରୋନା ପରୀକ୍ଷା, ରାଜ୍ୟରେ ଦିନକୁ ୧୩୭ଟି ସାମ୍ପଲ୍‌ ଟେଷ୍ଟ

ଭୁବନେଶ୍ଵର, (ଓଟି): ଯଥାସମ୍ଭବ ଅଧିକ ସନ୍ଦିଗ୍ଧଙ୍କ ପରୀକ୍ଷଣ ପାଇଁ ରାଜ୍ୟରେ ତୃତୀୟ କରୋନା ପରୀକ୍ଷଣ ଲ୍ୟାବ୍‌ ଖୋଲିଛି। ଏହା କଟକ ଏସ୍‌ସିବିରେ କାର୍ଯ୍ୟ କରିବା ଆରମ୍ଭ କରିଛି। ପ୍ରଥମ ଦିନରେ ଏହି ଲ୍ୟାବରେ ୩ ଜଣଙ୍କ ତଣ୍ଟି ଓ ନାକରୁ ସାମ୍ପଲ୍‌ … Read More

ଓଡ଼ିଶାରେ କରୋନା ସମସ୍ୟା ସଂଘାତିକ ହୋଇପାରେ:୨୮୫୬ ବିଦେଶ ଫେରନ୍ତାଙ୍କ ପତା ମିଳୁନି

ଭୁବନେଶ୍ଵର, (ଓଟି): କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିବା ପରେ ବିଦେଶରେ ରହୁଥିବା ଲକ୍ଷ ଲକ୍ଷ ଭାରତୀୟ ଭୟଭୀତ ହୋଇ ଦେଶକୁ ଚାଲିଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ କରୋନା ଭୂତତାଣୁ ଦ୍ୱାରା ସଂକ୍ରମିତ ହୋଇ ଦେଶକୁ ଆସି ଅନ୍ୟମାନଙ୍କ ସହ … Read More

#covid19: ଓଡ଼ିଶା ଚାହୁଁଛି ଆପଣଙ୍କୁ, ତୂରନ୍ତ ଯୋଗାଯୋଗ କରିବାକୁ ସରକାରଙ୍କ ଆହ୍ବାନ

ଭୁବନେଶ୍ଵର, (ଓଟି): ସାରା ବିଶ୍ଵ ଏବେ କୋଭିଡ୍‌-୧୯ ଭୁତାଣୁରେ ଆକ୍ରାନ୍ତ। ଓଡ଼ିଶା ଏଥିରୁ ବାଦ୍‌ ପଡ଼ି ନାହିଁ। ଏଯାଏ କରୋନା ପଜିଟିଭ୍ ଚିହ୍ନଟ ସଂଖ୍ୟା ୩ ଥିଲେ ମଧ୍ୟ ଆଗକୁ ତାହା ବିସ୍ଫୋରକ ହେବ ବୋଲି ଆଶଙ୍କା କରାଯାଉଛି। ଏହି ଆଶଙ୍କା … Read More

ଓଡ଼ିଶାରେ କୋଭିଡ୍‌-୧୯ ନିୟନ୍ତ୍ରଣ: ଲୋକଙ୍କୁ ତାଲା, ସୀମା ମୁକୁଳା

ଭୁବନେଶ୍ଵର, (ଓଟି): ବଡ଼ ଆରାମରେ ଓଡ଼ିଶା ସୀମାରେ ପଶୁଛି ବାହାର ରାଜ୍ୟର ଗାଡ଼ି, ଡ୍ରାଇଭର ଏବଂ ସବୁକିଛି। ଯେଉଁମାନେ କୋଭିଡ୍‌ ୧୯ ସଂକ୍ରମଣ ବାହକ ହେବାର ଆଶଙ୍କା ରହିଛି ସେମାନଙ୍କ ପାଇଁ ଆମ ରାଜ୍ୟର ସବୁ ସୀମା ମୁକୁଳା ପଡ଼ିଛି। କିନ୍ତୁ … Read More

ଓଡ଼ିଶାରେ ହେବ ୧୦୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର କୋଭିଡ୍‌୧୯ ହସ୍‌ପିଟାଲ୍‌

ଭୁବନେଶ୍ଵର, (ଓଟି):କୋଭିଡ୍‌-୧୯ କରୋନା ଭୁତାଣୁ ସଂକ୍ରମଣ କ୍ଷେତ୍ରରେ ପୁଣି ଏକ ଆଗୁଆ ପଦକ୍ଷେପ ଓଡ଼ିଶା ଘୋଷଣା କରିଛି। ଯଦିଓ ଦେଶ କିମ୍ବା ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ହୋଇ ନାହିଁ କିନ୍ତୁ ରାଜ୍ୟ ସରକାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଚିକିତ୍ସା ପାଇଁ … Read More

#covid19 ଲକ୍‌ଡାଉନ : ଅମାନିଆଙ୍କୁ ପୁଲିସ୍‌ ଲାଠି

କେନ୍ଦ୍ରାପଡା଼,(ପ୍ରଦୀପ ଜେନା):ମାରାତ୍ମକ କରୋନା ରୋଗରୁ ଲୋକଙ୍କୁ ବଂଚାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଏହାର ଉଦ୍ଦେଶ୍ୟ ରହିଛି ଲୋମାନେ ନିଜ ଘରେ ରହି ପରସ୍ପର ଠାରୁ ସାମାଜିକ ଦୂରତ୍ୱ ରକ୍ଷା କରି … Read More

ବୁର୍ଲା: #lockdownକୁ ଅମାନ୍ୟ କଲେ, ଗିରଫହେଲେ #covid19 ସନ୍ଦିଗ୍ଧ

ସମ୍ବଲପୁର, (ଓଟି): ବୁର୍ଲା ପୁଲିସ ଜଣେ ସନ୍ଦିଗ୍ଧ #covid19  ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଛି। ସମ୍ପୃକ୍ତ ବ୍ୟକ୍ତି କିଛିଦିନ ତଳେ କାଜାଗିସ୍ତାନରୁ ଫେରିଥିଲେ। କିନ୍ତୁ କୋଭିଡ୍‌୧୯ ନିୟମାବଳୀ ତଥା ଲକ୍‌ଡାଉନ୍‌ ଆଦେଶକୁ ଅମାନ୍ୟ କରି ନଜର ଏବଂ ତାଙ୍କ ପାଖ … Read More

ଓଡ଼ିଶାରେ #corona ସ୍ଥିତି ସ୍ଥିର, ୨୮ ହସ୍‌ପିଟାଲ୍‌ରେ ୨ ପଜିଟିଭ୍‌

ଭୁବନେଶ୍ଵର, (ଓଟି): ପ୍ରଥମ ରାଜ୍ୟ ଭାବେ ଲକ୍‌ଡାଉନ୍‌ ଲାଗୁ କରିଥିବା ଓଡ଼ିଶାରେ କରୋନା ସ୍ଥିତି ସ୍ଥିର ରହିଛି। ଜନସାଧାରଣଙ୍କୁ ନିରାପଦ ଯୋଗାଇବା ତଥା ସଂକ୍ରମଣରୁ ରକ୍ଷା କରିବା ଲାଗି ରାଜ୍ୟ ସରକାର ଅନ୍ୟମାନଙ୍କଠାରୁ ଦୁଇପାଦ ଆଗରେ ରହିଛନ୍ତି ବୋଲି କହିବା ସହ … Read More

କରୋନା: ଧମକାଉଛନ୍ତି ଓଏଏସ୍‌ , ଘର ଛାଡ଼ିଲେ ନେପାଳ ଫେରନ୍ତା ଦମ୍ପତି

ଭୁବନେଶ୍ଵର, (ଓଟି): ଜଣେ ଦାୟିତ୍ଵବାନ ସରକାରୀ ଅଧିକରୀ ନିଜ ଦାୟିତ୍ଵରୁ ଚ୍ୟୁତ ହୋଇଛନ୍ତି। ସେ ଭୁବନେଶ୍ଵର ଉପକଣ୍ଠ ଏକ ତହସିଲ୍‌ରେ ଜଣେ ତହସିଲ୍‌ଦାର ଭାବେ କାର୍ଯ୍ୟରତ। କିନ୍ତୁ ନିଜର ସମସ୍ତ ଦାୟିତ୍ଵକୁ ଭୁଲି ଜଣେ ନେପାଳ ଫେରନ୍ତା ଅର୍ଥନୀତିଜ୍ଞ ଦମ୍ପତିଙ୍କୁ ନିଜ … Read More

ଓଡ଼ିଶା ପରେ ପଞ୍ଜାବ ଓ ରାଜସ୍ଥାନରେ #LockDown

ଭୁବନେଶ୍ଵର, (ଓଟି): କୋଭିଡ୍‌୧୯ କରୋନା ଭୁତାଣୁର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶାସନର ଦୃଢ଼ ପଦକ୍ଷେପ ଅନ୍ୟ ରାଜ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଛି। ମୁଖ୍ୟମନ୍ତ୍ରୀ ଶନିବାରଦିନ ଓଡ଼ିଶାର ସଂକ୍ରମଣ ସମ୍ବେଦନଶୀଳ ୫ ଜିଲ୍ଲା ଓ ୮ ଗୁରୁତ୍ଵପୂଣ୍ଣ ସହରରେ … Read More