କୋଭିଡ୍‌ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀଙ୍କ ପରାମର୍ଶ, ପୋକଡ଼ା ବାଇଗଣ ଖାଅ

ଭୁବନେଶ୍ଵର, (ଓଟି): ଯେଉଁ ୪ଜଣ କରୋନା ପଜିଟିଭ୍‌ଙ୍କୁ ଗୁରୁବାର ରାତିରେ ଚିହ୍ନଟ କରାଯାଇଛି ସେମାନେ କେଉଁଠାର, କେଉଁ ଅଞ୍ଚଳ ଏବେ ପ୍ରଭାବିତ ହୋଇଛି ସେ ବାବଦରେ ସୂଚନା ଦବୋ ବଦଳରେ ଆଉ ଏକ ଅବାନ୍ତର ପରାମର୍ଶ ଦେଇଛନ୍ତି କୋଭିଡ୍‌ ମୁଖପାତ୍ର ସୁବ୍ରତୋ … Read More

#OdishaFightsCorona: ୪ଦିନ ପରେ ବି ଅବରୋଧ ଅଞ୍ଚଳରେ ପହଞ୍ଚି ପାରୁନି ଜରୁରୀ ସାମଗ୍ରୀ

ଭୁବନେଶ୍ଵର, (ଓଟି): ରାଜଧାନୀର କରୋନା ପ୍ରବଣ ଅଞ୍ଚଳରେ ସଂକ୍ରମଣକୁ ରୋକି ବଲାଗି ବିଏମ୍‌ସି ପକ୍ଷରୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ଏହିକ୍ରମରେ ୪ଟି ଅବରୋଧ ଅଞ୍ଚଳ ଘୋଷଣା ହୋଇଛି। ସେଥିରେ ସୂର୍ଯ୍ୟନଗର, ବମିଖାଲ, ସତ୍ୟ ନଗର ଏବଂ କପିଳପ୍ରସାଦ  ଓ ବେଗୁନିଆ … Read More

ଆଇସିଏମ୍ଆର ପ୍ଲାଜ୍‌ମା ଥେରାପିର କ୍ଲିନିକାଲ୍ ପରୀକ୍ଷାକୁ ଅନୁମତି

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କୋଭିଡ଼ -୧୯ ବିରୋଧରେ ସମ୍ଭାବ୍ୟ ଚିକିତ୍ସା ପାଇଁ ପ୍ଲାଜ୍‌ମା ଥେରାପିର କ୍ଲିନିକାଲ ପରୀକ୍ଷାକୁ ଅନୁମୋଦନ କରିଛି । ଏହି ଥେରାପିରେ, କରୋନା ଭାଇରସରୁ ଉଦ୍ଧାର ହୋଇଥିବା ଏବଂ ଜୀବାଣୁ ଭୋଗୁଥିବା ଲୋକଙ୍କଠାରେ … Read More

#coronaUpdates: ୧୨.୪୯ ପ୍ରତିଶତ ହାରରେ ବଢ଼ୁଛି କରୋନା, ସମୁଦାୟ ୧୪ଲକ୍ଷ ୩୯ ହଜାର ରୋଗୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା। ଏବେ ୨୦୯ ଦେଶ ଓ ୨ଟି ପାଣିଜାହାଜ କରୋନା ସଂକ୍ରମିତ। ଏଠାରେ ବିଗତ ୨୪ ଘଣ୍ଟାରେ ରୋଗୀ ସଂଖ୍ୟାରେ ୮୨୮୩୭ଜଣ ନୂଆ ନାଁ ଯୋଡ଼ି ହୋଇଛି। … Read More

#CoronaUpdates: ୪ ନୂଆ ପଜିଟିଭ୍‌, ପରୀକ୍ଷା ତ୍ଵରାନ୍ବିତ କରିବାକୁ ପହଞ୍ଚିଲା ୪ ହଜାର ଟେଷ୍ଟ କିଟ୍‌

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌): ରାଜ୍ୟରେ ପୁଣି ୪ଜଣଙ୍କ ନମୁନାରେ କରୋନା ଭୁତାଣୁ ଥିବା ଚିହ୍ନଟ କରାଯାଇଛି। ଏହାଫଳରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଗୁରୁବାର ଅପରାହ୍ଣରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ  ଦୁଇଟି ସାମ୍ପଲ୍‌ରେ କରୋନା ପଜିଟିଭ୍‌ ଥିବା କୁହାଯାଇଥିଲା। … Read More

#OdishaFightsCorona: ବଡ଼ ଜଟିଳ କରୋନା ସଂକ୍ରମଣ, ୨୯ ଦିନ ପରେ ପଜିଟିଭ୍‌

ଭୁବନେଶ୍ଵର, (ଓଟି): କରୋନା ସଂକ୍ରମଣ କେତେଦିନପରେ ଜଣାପଡ଼େ?  ବିଶ୍ଵସ୍ଵାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ କରୋନା ବିପର୍ଯ୍ୟୟ ପରିଚାଳନା କମିଟିର ମୁଖପାତ୍ରଙ୍କ ଯାଏ ସମସ୍ତେ ୧୪ ଦିନ ବୋଲି ଗ୍ରହଣ କରୁଛନ୍ତି। ଏଥିପାଇଁ କୌଣସି ସଂକ୍ରମଣ ଆଶଙ୍କା କରି ସରକାରଙ୍କ … Read More

#Corona: କୋଭିଡ଼-୧୯ର ଗବେଷଣା ପାଇଁ ଦିଲ୍ଲୀ ଆଇଆଇଟିର ଆହ୍ବାନ

ଭୁବନେଶ୍ୱର,(ଓଡ଼ିଶାଟାଇମ୍‌):କୋରାନା ଭୂତାଣୁ ସଂକ୍ରମଣକୁ ନେଇ ଦେଶ ଘଡ଼ିସନ୍ଧି ଭିତରେ ଗତି କରୁଥିବାରୁ କୋଭିଡ଼-୧୯ ଭୂତାଣୁ ଉପରେ ଗବେଣୋ କରିବା ପାଇଁ ବିଶେଷଜ୍ଞମାନଙ୍କୁ ଦିଲ୍ଲୀ ଆଇଆଇଟି କର୍ତୃପକ୍ଷ ସୁପର କମ୍ପ୍ୟୁଟର ପିଏଡିଏମୟୁ ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଛି । ସରକାରୀ, ବେସରକାରୀ … Read More

#OdishaFightsCorona: ରାଜ୍ୟ ସ୍ଵାସ୍ଥ୍ୟବିଭାଗ ଜାରିକଲା କରୋନା ଚିତ୍ର, ଜାଣନ୍ତୁ କେଉଁଠି କେତେଜଣ

ଭୁବନେଶ୍ଵର, (ଓଟି): ଓଡ଼ିଶାର କେଉଁ ଅଞ୍ଚଳରେ କେତେ କରୋନା ରୋଗୀ ରହିଛନଦ୍ତି ତାହାର ଏକ ଚିତ୍ର ଦେଇଛି ରଜ୍ୟ ସ୍ଵାସ୍ଥ୍ୟ ବିଭାଗ। ପୁଣି ଟ୍ବିଟର ଦ୍ଵାରା ଜଣାଇଛନ୍ତି ଯେ, ଯଦି କୌଣସି ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣର ଆଶଙ୍କା ଥାଏ ତେବେ ସମ୍ପୃକ୍ତ … Read More

#OdishaFightsCorona: ଖବରକାଗଜ ଅଫିସ୍‌ରେ କରୋନା ଆତଙ୍କ

ଭୁବନେଶ୍ଵର, (ଓଟି): ଭୁବନେଶ୍ଵରର ଏକ ଖବରକାଗଜ ଅଫିସରେ କରୋନା ସଂକ୍ରମଣ ଭୟ ଖେଳିଛି। ନିକଟରେ ଭୁବନେଶ୍ଵର ୟୁନିଟ୍‌-୪ ଅଞ୍ଚଳରୁ ଜଣେ ପଜିଟିଭ୍‌ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏହି ଆଶଙ୍କା ଜୋରଦାର ହୋଇଛି। କାରଣ ହେଲା ସମ୍ପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଏହି … Read More

#OdishaFightsCorona: ନଜର ପକାନ୍ତୁ ଭୁବନେଶ୍ଵରରେ କେଉଁଠି କେତେ କରୋନା ରୋଗୀ

ଭୁବନେଶ୍ଵର, (ଓଟି): ରାଜ୍ୟ ରାଜଧାନୀ ଭୁବନେଶ୍ଵର ଏବେ ଓଡ଼ିଶାର କରୋନା ହଟ୍‌ସ୍ପଟ୍‌। ପୁଣି ଏ ଭିତରେ କିଛି ଅଞ୍ଚଳ ରହିଛି ଯେଉଁଠି ସଂକ୍ରମଣ ଯଥେଷ୍ଟ ରହିଛି। ଆସନ୍ତୁ ନଜର ପକାଇବା କେଉଁଠି କେତେ କରୋନା ପଜିଟିଭ୍‌ ରହିଛନ୍ତି। ବମିଖାଲ-୧୪ ସବୁଠାରୁ ଅଧିକ … Read More