#OdishaFightsCorona: ଓଡ଼ିଶାରେ ସଦ୍ୟ ଚିହ୍ନିତ ୪ କରୋନା ରୋଗୀ କିଏ , ଜାଣନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଶାରେ ଏଯାଏ ୫୪ଜଣ କରୋନା ରୋଗୀଙ୍କ ଚିହ୍ନଟ କରାଯାଇଛି। ସେମାନଙ୍କ ଭିତରୁ  ସଦ୍ୟ ୪ଜଣଙ୍କ ଗସ୍ତ ବିବରଣୀ ବାବଦରେ ସରକାର ତଥ୍ୟ ଜାରୀ କରିଛନ୍ତି। ଏହି ରୋଗୀମାନଙ୍କୁ କରୋନା ରୋଗୀ ସଂଖ୍ୟା ୫୧, ୫୨, ୫୩ ଏବଂ … Read More

ମୋଦୀଙ୍କ ପାଇଁ କରୋନା ଭାଇରସ୍ ଆଶିର୍ବାଦ

ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରୁଥିବା ଲୋକମାନେ ଏବେ ଭାଙ୍ଗି ପଡ଼ିଛନ୍ତି । ବହୁ ପରିମାଣରେ ଆବଶ୍ୟକୀୟ ଆର୍ଥିକ ସହାୟତା ପାଇଁ ରାଜ୍ୟ ସରକାରମାନେ କନ୍ଦ୍ର ସରକାରଙ୍କ ନିକଟରେ ଧାଡ଼ିରେ ଛିଡ଼ା ହୋଇଛନ୍ତି ଏବଂ ସମସ୍ତ ଆର୍ଥିକ ସମସ୍ୟା କରୋନା ମୁଣ୍ଡ … Read More

‘ଡବ୍ଲ୍ୟୁଏଚଓ ବିଫଳ-ଆଇସିଏମଆର ସଫଳ’

ମୋଦୀ କିପରି ଡବ୍ଲ୍ୟୁଏଚଓକୁ ପୃଥକ କରି ଭାରତକୁ ଏକ ବଡ଼ ସଙ୍କଟରୁ ରକ୍ଷା କଲେ? ଦୁନିଆର ବହୁ ପୂର୍ବରୁ ଭାରତ ଫାଲଫେଲର ଗନ୍ଧ ବାରିଥିଲା । ଭୁବନେଶ୍ୱର(ଓଟି) : ଗତ ଦୁଇ ଦିନ ତଳେ ଟ୍ରମ୍ପ ‘ଚୀନ୍‌ କେନ୍ଦ୍ରିକ’ ଡବ୍ଲ୍ୟୁଏଚଓକୁ ନିନ୍ଦା … Read More

୨୪ ଘଣ୍ଟାରେ ୧୦୦ ଟି ମାମଲା, କରୋନା ପୁଣି ଚୀନ୍‌ରେ ସକ୍ରିୟ

ବେଜିଂ: ଚାଇନାରେ କରୋନା ଜୀବାଣୁ ପୁନଃସକ୍ରିୟ ହେଉଛି କି ? ଏହି ପ୍ରଶ୍ନ ଉଠିଛି ଯେତେବେଳେ ୨୪ ଘଣ୍ଟା ମଧ୍ୟରେ ଚାଇନାରେ ୯୯ ଟି କରୋନା ଜୀବାଣୁ ସଂକ୍ରମଣ ଘଟିଥିଲା, ଯାହାକି ଗତ କିଛି ସପ୍ତାହ ତୁଳନାରେ ଗୋଟିଏ ଦିନରେ ରିପୋର୍ଟ … Read More

କେନ୍ଦ୍ରାପଡ଼ା ଓ ପଟାମୁଣ୍ଡାଇରେ ଆରମ୍ଭ ହେଲା ବିଶୋଧନ ପ୍ରକ୍ରିୟା

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌): କରୋନା ଭୂତାଣୁ ସଂକ୍ରମଣକୁ ମୁକାବିଲା କରାଯିବା ଲକ୍ଷରେ କେନ୍ଦ୍ରାପଡ଼ା ଓ ପଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କେନ୍ଦ୍ରାପଡ଼ା ସହର ଓ ପଟାମୁଣ୍ଡାଇ ସହରାଂଚଳରେ ଆଜି ଠାରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲା ଅଗ୍ନିଶମ ବିଭାଗ ସହାୟତାରେ କେନ୍ଦ୍ରାପଡ଼ା … Read More

ଯେଉଁଠାରେ ବିସିଜି ନାହିଁ, ସେଠାରେ ୧୦ଗୁଣା ଅଧିକ କରୋନା ମାମଲା

କରୋନା ବିରୋଧରେ ଲଢ଼େଇରେ ଭାରତ ଭାଗ୍ୟବାନ କିଏ ଜାଣିଥିଲା ​​ଯେଉଁ ଟୀକା ଟିବି ରୋଗ ପାଇଁ ନେଇଥିଲୁ ସେହି ଟୀକା ଆମକୁ କରୋନାରୁ ରକ୍ଷା କରିବ  ନୂଆଦିଲୀ : ୟୁରୋପ ଏବଂ ଆମେରିକାରେ କରୋନା ଯେଉଁଭଳି ଭାବରେ ବିସ୍ତାର କରିଛି, ସେହିଭଳି … Read More

#coronaworldupdates: ବିଶ୍ଵରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାର, ଆକ୍ରାନ୍ତଙ୍କ ସଂଖ୍ୟାରେ ୧ଲକ୍ଷ ବୃଦ୍ଧି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵରେ କରୋନା ତାଣ୍ଡବ ଜାରି ରହିଛି। ଗତ ୨୪ ଘଣ୍ଟା ଭିତରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୧ ଲକ୍ଷ ବୃଦ୍ଧି ଘଟିଛି। ଆଜି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ଲକ୍ଷ୮୭୦ରେ ପହଞ୍ଚିଛି। ଗତକାଲି ଏହି ସଂଖ୍ୟା ୧୬ ଲକ୍ଷ ୧୦ … Read More

#OdishaFightsCorona: ୧୭ ଯାଏଁ ଭୁବନେଶ୍ଵରର ୫ ସ୍କୁଲରେ ହେବ କରୋନା ସାମ୍ପଲ୍‌ ସଂଗ୍ରହ

ଭୁବନେଶ୍ଵର, (ଓଟଇ): ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ଟେଷ୍ଟିଂ ସଂଖ୍ୟାକୁ ବୃଦ୍ଧି କରିବା ଲକ୍ଷ୍ୟରେ ବିଭିନ୍ନ ଅଞ୍ଚଳ ଭିତ୍ତିରେ ନମୁନା ସଂଗ୍ରହ କରାଯିବ। ଏଥିଲାଗି ଭୁବନେଶ୍ଵରର ୫ ଦିଗରେ ୫ଟି ସ୍କୁଲ୍‌କୁ ଚିହ୍ନଟ କରାଯାଇଛି। ଏହି ସ୍କୁଲ୍‌ଗୁଡ଼ିକ ହେଲା ଝାରପଡ଼ାର ପ୍ରାଥମିକ ବିଦ୍ୟାଳୟ, … Read More

ବିପତ୍ତି ବେଳେ ବି ରାଜନୀତି: ଅସହାୟଙ୍କୁ ଭୋଜନରେ ପ୍ରିୟାପ୍ରୀତି

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା):କରୋନା ସଂକ୍ରମଣ ଆଶଙ୍କାରେ ସରକାର ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରିଥିବାରୁ ଏବେ ବହୁ ସଂଖ୍ୟକ ଦିନ ମଜୁରିଆ, ରାସ୍ତାକଡ଼ର ଜଳଖିଆ ଦୋକାନୀ, ଚା ଦୋକାନୀ, ପାନ ଦୋକାନୀ ପ୍ରଭୃତି ରୋଜଗାର ହରାଇ ଘରେ ହାତବାନ୍ଧି ବସିଛନ୍ତି … Read More

କିଏ ଏଇ ଜଲିମ୍ ମୁଖ୍ୟ, ତାଙ୍କୁ ନେଇ ଭାରତରେ ଏତେ ଚର୍ଚ୍ଚା କାହିଁକି?

ଭୁବନେଶ୍ୱର (ଓଟି) : ବିହାରରେ କରୋନା ଭାଇରସ୍‌ ବିସ୍ତାର କରିବାର ଷଡ଼ଯନ୍ତ୍ର ନେପାଳରେ ଚାଲିଛି । ଏହି ସୂଚନା ପାଇବା ପରେ ପଶ୍ଚିମ ଚମ୍ପାରନ୍ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ବେଟିଆ ଏବଂ ବାଗାହା ପୋଲିସ୍ ଅଧୀକ୍ଷକଙ୍କୁ ଚିଠି ଲେଖି ସଶସ୍ତ୍ର ସୀମା … Read More