#CoronaWorldUpdates: କମୁଛି ଦୈନିକ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵରେ ଆତଙ୍କ ଖେଳାଇଥିବା କୋଭିଡ୍‌୧୯, ଗଲା ଦୁଇଦିନ ହେଲା ସାମାନ୍ୟ କମ୍‌ ପ୍ରଭାବ ପକାଇଛି। ଉଭୟ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ହଆସ ପରିଲକ୍ଷିତ ହୋଇଛି। ବିଶ୍ଵସ୍ଵାସ୍ଥ୍ୟ ସଂକଠନ ପକ୍ଷରୁ ଜାରି ହୋଇଥିବା ଗଲା ତିନିଦିନର ତଥ୍ୟକୁ … Read More

#Lockdown: କୋଭିଡ୍‌ ସହ ଲଢ଼ିବାକୁ ମୋଦିଙ୍କ ସପ୍ତପଦୀ ମନ୍ତ୍ର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଯଦିଓ ଭାରତ କରୋନା ମୁକାବିଲାରେ ଯଥେଷ୍ଟ ଆଗୁଆ ରହିଛି ତଥାପି ସଂକ୍ରମଣର ଭୟ ଛାଡ଼ିନି। ଯଦି ସମାନ ସଂଯମ ଆଚରଣ ନାଗରିକ ପ୍ରଦର୍ଶନ କରନ୍ତି ତେବେ ଆମେ ଜିତିବା ଓ କରୋନା ହାରିବ। ଏହି ବାର୍ତ୍ତାକୁ ଜନସାଧାରଣଙ୍କ … Read More

#IndiaFightsCorona: ଭୁବନେଶ୍ଵର ଏମ୍ସରେ ଆରମ୍ଭ ହେଲା ଟେଲିମେଡିସିନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସାମ୍ପ୍ରତିକ ପରିସ୍ଥିତିକୁ ଅଶଖିରେ ରଖି ଭୁବନେଶ୍ଵରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ( ଏମ୍ସ) ପକ୍ଷରୁ ଟେଲିମେଡିସିନ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି। ୯ଟି ଭିଭାଗରେ ଏହି ସୁବିଧା ଉପଲବ୍ଧ ରହିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିଲାଗି … Read More

ଭୁଲ୍‌ କଲା ପାସ୍‌ପୋର୍ଟ, ମାଡ଼ ଖାଉଛି ରାସନକାର୍ଡ!

ଭୁବନେଶ୍ୱର, (ବିମଳ ପ୍ରସାଦ) ଲକ୍‌ଡାଉନ୍‌କୁ କଡ଼ାକଡ଼ି ପାଳନ କରି ଓଡ଼ିଶା ବେଶ୍‌ ସଫଳତା ପାଇଥିବା ବେଳେ କୋଭିଡ୍‌-୧୯ ପ୍ରସଙ୍ଗରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ସାରା ରାଜ୍ୟକୁ ସ୍ତବ୍‌ଧ କରିଦେଇଛି।  ଯେଉଁ ସ୍ୱାସ୍ଥ୍ୟଜ୍ଞାନକୁ ୟୁରୋପୀୟ, ଆମେରିକୀୟ ରାଷ୍ଟ୍ର ବୁଝିପାରିନାହାନ୍ତି, ତାହାକୁ ଭାରତ ଭଳି ଏକ … Read More

ବମିଖାଲରୁ ପୁଣିଜଣେ କରୋନା ରୋଗୀ: ସମୁଦାୟ ସଂଖ୍ୟା ପହଞ୍ଚିଲା ୫୫

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳ ଦ୍ଵାରା ସିଲ୍‌ କରାଯାଇଥିବା ବମିଖାଲ୍‌ ତଥା ରାଜ୍ୟର ସବୁଠାରୁ ବଡ଼ କରୋନା ହଟ୍‌ସ୍ପଟ୍‌ ଭାବେ ଚିହ୍ନିତ ବମିଖାଲ ଅଞ୍ଚଳରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ବୟସ ୩୫ … Read More

#OdishaFightsCorona: ସୁନ୍ଦରପଦା ଓ ଯଦୁପୁରରୁ ଉଠିଲା ଆବଦ୍ଧ ପ୍ରତିବନ୍ଧକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଭୁବନେଶ୍ଵର ମ୍ୟୁନିସିପାଲିଟି କର୍ପୋରେସନ୍‌ ପକ୍ଷରୁ କପିଳପ୍ରସାଦ ସୁନ୍ଦରପଦା ଓ ଯଦୁପୁର ଏବଂ ବେଗୁନିଆ ଅଞ୍ଚଳରେ ଲାଗୁ ହୋଇଥିବା ସ୍ଵତନ୍ତ୍ର ପ୍ରତିବନ୍ଧକ ଉଠାଇ ଦିଆଯାଇଛି। ଏପ୍ରିଲ୍‌ ୫ ତାରିଖରେ ଏଠାରେ ଜଣେ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯିବା ପରେ … Read More

କଂଗ୍ରେସ କ’ଣ ସତରେ ଏବେ ମୂର୍ଖମାନଙ୍କ ରାଜେନୈତିକ ଦଳ!

ନେହେରୁ ବିସିଜି ଟୀକାକରଣ ଆରମ୍ଭ କରିଥିଲେ କିନ୍ତୁ କଂଗ୍ରେସ ଶ୍ରେୟ ନେବାକୁ ଅସମର୍ଥ ବିସିଜି ଟୀକାକରଣ ହେତୁ ଆଜି କରୋନା କିଛି ମାତ୍ରାରେ ନିୟନ୍ତ୍ରଣରେ ଅଛି   ଭୁବନେଶ୍ଵର, (ଓଟି): ୨୦୧୪ ନିର୍ବାଚନ ପରଠାରୁ କିମ୍ବା ତା’ପୂର୍ବରୁ ମଧ୍ୟ, କଂଗ୍ରେସ ଅଭିଯାନ ସର୍ବଦା ପ୍ରଧାନମନ୍ତ୍ରୀ … Read More

ଭାରତୀୟ ମୁସଲମାନମାନେ ତବଲିଗି ବିରୁଦ୍ଧରେ କହି ହିନ୍ଦୁମାନଙ୍କୁ ଫାନ୍ଦରେ ପକାଇଲେ

ଭୁବନେଶ୍ଵର, (ଓଟି): ଅନେକ ସମୟରେ ମନରେ ଏକ ପ୍ରଶ୍ନ ଉଠେ, ଯଦି ମୂର୍ଖ ମୂର୍ଖ ଏବଂ ଗଧ ଗଧକୁ ଡାକେ, ତେବେ କ’ଣ ଖରାପ ହେବ ? ସମ୍ଭବତଃ କିଛି ନୁହେଁ, ଯଦି ଆପଣ ପଶ୍ଚିମ ଏସିଆର କୌଣସି ଏକ ଦେଶରେ ନାହାଁନ୍ତି … Read More

ଭାରତୀୟ କମ୍ପାନୀଗୁଡ଼ିକ ଉପରେ ଚୀନ୍‌ର ଘୃଣ୍ୟ ଆଖି, ଏଚଡ଼ିଏଫସି ପ୍ରଥମ ଶିକାର

କରୋନା ଆକ୍ରମଣ ପରେ ଚୀନ୍‌ର ଆର୍ଥିକ ଆକ୍ରମଣ ଭୁବନେଶ୍ଵର, (ଓଟି): କରୋନାରେ ସମଗ୍ର ବିଶ୍ୱ କମ୍ପାନୀଗୁଡ଼ିକୁ ଦୁର୍ବଳ କରିବା ପରେ ବର୍ତ୍ତମାନ ଚୀନ୍ ସେହି କମ୍ପାନୀଗୁଡ଼ିକ କିଣିବା ଆରମ୍ଭ କରିଛି ଯାହା ଦ୍ୱାରା ବିଶ୍ୱର ସମସ୍ତ ଦେଶରେ ଚୀନ୍‌ରର ପ୍ରଭାବ ବୃଦ୍ଧି … Read More

#IndiaFightsCorona: ଭାରତରେ ଦିନକୁ ୫୮୪ ଜଣ ସଂକ୍ରମିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ): ଭାରତରେ ଦିନକୁ ହାରାହାରି୧୫୭୪୭ କରୋନା ନମୁନା ପରୀକ୍ଷଣ କରାଯାଉଛି। ସେଥିରୁ ୫୮୪ଟି ନମୁନା କରୋନା ପଜିଟିଭ୍‌ ମିଳୁଛି ବୋଲି କହିଛନ୍ତି ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍‌ଆର। ଭାରତରେ କରୋନା ସ୍ଥିତି ସମ୍ବନ୍ଧୀୟ ସରକାରଙ୍କ ପକ୍ଷରୁ ଦୈନ୍ଦିନ … Read More