#corona ପ୍ରଭାବ: ଜୁନ୍‌ ୧୭ ପରେ ପରୀକ୍ଷା ଚିନ୍ତା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଏ ବର୍ଷର ଶିକ୍ଷାବର୍ଷ କେଉଁ ମାସରେ ଆରମ୍ଭ ହେବ? ପରୀକ୍ଷା କେବେ ହେବ? ଦେଇଥିବା ପରୀକ୍ଷାର ଫଳାଫଳ କେବେ ବାହାରିବ? ଏସବୁ ପ୍ରଶ୍ନର ଉତ୍ତର ଏବେ ଖୋଦ୍‌ ସରକାରଙ୍କ ପାଖରେ ବି ନାହିଁ। ମହାମାରୀ କରୋନା ମାଡ଼ରେ … Read More

ତବଲିଗିର ଏବେ ଭିକ୍ଟିମ୍ କାର୍ଡ଼ ଭରସା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଆଜି ଦେଶର ପ୍ରତ୍ୟେକ ନାଗରିକ ତବଲିଗି ଜମାତ୍‌ ନାମ ଜାଣନ୍ତି । କରୋନା ବିରୋଧରେ ଦେଶର ସଂଗ୍ରାମକୁ ଦୁର୍ବଳ କରିବାରେ ଏହି ସଂଗଠନ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି । ଏହା ସମସ୍ତ ନିୟମ ଏବଂ … Read More

ବାଲେଶ୍ଵରରେ ଅଢ଼େଇ ବର୍ଷର ଝିଅକୁ କରୋନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବାଲେଶ୍ଵର ଜିଲ୍ଲାରେ ଜଣେ ଅଢ଼େଇ ବର୍ଷର ଝିଅ କରୋନା ଆକ୍ରାନ୍ତ ହୋଇଥିବା ଖବ ମିଳିଛି। ଏହାଙ୍କ ପିତା, ମାତାଙ୍କଠାରେ କରୋନା ପଜିଟିଭ୍‌ ଟେଷ୍ଟ କରାଯାଇ ନାହିଁ। ସମ୍ପୃକ୍ତି ପରିବାରଙ୍କୁ କ୍ଵାରେଣ୍ଟିନ୍‌ରେ ରଖିବା ଲାଗି ପ୍ରଶାସନ ପଦକ୍ଷେପ ନେଇଥିବା … Read More

ଟିକ୍‌ଟକ୍‌ ଜେନେରେସନ୍ କିପରି ଭାରତୀୟ ସଂସ୍କୃତିଆଡ଼କୁ ମୁହାଁଇଲା ?

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେବେ ଭାବିଛନ୍ତି କି ତୁମର ପ୍ରିୟ ତେରୀ ପ୍ୟାରୀ ପ୍ୟାରୀ ଦୋ ଆଁଖୀଆ ଗୀତରେ ଟିକ୍‌ଟକ୍‌ ମାଧ୍ୟମରେ ଅବିକଳ ଚେହେରା ତିଆରି କରୁଥିବା ଯୁବକମାନେ ‘ମଙ୍ଗଲ ଭବନ ଅମଙ୍ଗଲ ହରି’ର ପ୍ରଶଂସକ ହେବେ? ନା ନା । କିନ୍ତୁ … Read More

ବଡ଼ ସାଂଘାତିକ ଗାଡ଼ି ଚାଳକ: ଲକ୍‌ଡାଉନ୍‌ ବେଳେ ବଙ୍ଗଳାରୁ ଓଡ଼ିଶା ଆଣିଲେ କରୋନା ରୋଗୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସ୍ଵଳ୍ପ ଫାଇଦା ହେଉ ବା କାହାକୁ ସାହାଯ୍ୟ କରିବାର ମନୋବୃତ୍ତିରେ ଲକ୍‌ଡାଉନ୍‌ ନିୟମ ଫୁ ହୋଇଛି। ଫଳରେ ପଡ଼ୋଶୀ ରାଜ୍ୟରୁ କରୋନା ରୋଗୀ ପ୍ରବେଶ କରିଛନ୍ତି ଓଡ଼ିଶାର ଗ୍ରାମାଞ୍ଚଳରେ। ସେମାନଙ୍କୁ ଖୋଜି ପାଇବା ଏବେ ପ୍ରଶାସନ ପାଇଁ … Read More

#OdishaFightsCorona: ଗ୍ରାମାଞ୍ଚଳରେ କରୋନା ପଦଧ୍ବନୀ, ବଢ଼ିଲା ବାଲେଶ୍ଵର ଓ ଭଦ୍ରକରେ କରୋନା ଆତଙ୍କ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଉତ୍ତରାଞ୍ଚଳରେ ଏବେ କରୋନା କାୟା ମେଲାଇବା ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଯେଉଁ ସାମ୍ପଲ୍‌ ବାଲେଶ୍ଵର ଓ ଭଦ୍ରକରୁ ଗତକାଲି ସଂଗ୍ରହ କରାଯାଇଥିଲା ସେମାନଙ୍କ ଭିତରୁ ୭ଜଣଙ୍କୁ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହି ୭ … Read More

କଣ୍ଟିଲୋ ନୀଳମାଧଵଙ୍କ ସେବାୟତଙ୍କୁ ଆର୍ଥିକ ସହାୟତା ଦାବିକଲେ ସିଦ୍ଧାର୍ଥ

  ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) :ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସେବାୟତମାନଙ୍କୁ କରୋନା ମହାମାରୀ ଜନିତ ଲକଡାଉନକୁ ଦୃଷ୍ଟିରେ ରଖି  5000 ଟଙ୍କା ଆର୍ଥିକ ସହାୟତା ଦେବାର ନିଷ୍ପତ୍ତି ନିଆଯାଇଛି। ତେବେ ପୁରୀ ସେବାୟତଙ୍କ ଭଳି କଣ୍ଟିଲୋ ନୀଳମାଧଵ ମନ୍ଦିରର ସେବାୟତ … Read More

#covid-19 ନିୟନ୍ତ୍ରଣ ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା, ଫେରୁଥିବା ଶ୍ରମିକଙ୍କୁ ୨ ହଜାର ଟଙ୍କା ଓ ଏକାନ୍ତବାସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) ସହରାଞ୍ଚଳ ସରିଲା ଏବେ ଗ୍ରାମାଞ୍ଚଳ ଚିନ୍ତା। ଲକ୍‌ଡାଉନ୍‌ ଉଠିଲେ ଗ୍ରାମାଞ୍ଚଳରେ କରୋନା ରୋଗ ବା କୋଭିଡ୍‌୧୯ ବ୍ୟାପିବା ଆଶଙ୍କା ରହିଛି। ଦେଶର ବିଭିନ୍ନ ସ୍ଥାନରେ ଅଟକିଥିବା ଶ୍ରମିକମାନେ ରାଜ୍ୟକୁ ଫେରିବା ଓ ନିଜ ନିଜ ଘରକୁ ଯିବା … Read More

ଶାସକ ଯେବେ ଆଦର୍ଶ ହୁଏ

ବିପତ୍ତି ବଳେ ଶାସକର ଅସଲି ଚରିତ୍ର ଧରାପଡ଼େ।  ଚୀନରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୁତାଣୁ ଏବେ ବିଶ୍ଵରେ ପ୍ରାୟ ଦେଢ଼ ଲକ୍ଷ ଜୀବନ ନେଇ ସାରିଲାଣି। ଭାରତରେ ୧୨ ହଜାର ୬୩୭ଜଣ ଏବେ ଏହି ରୋଗରେ ଆକ୍ରାନ୍ତ।  ପ୍ରଧାନମନ୍ତ୍ରୀ ମୋଦିଙ୍କ … Read More

#Lockdown: ୨୦ରୁ ଖୋଲିବ ସବ୍‌ରେଜିଷ୍ଟ୍ରାର୍‌ ଅଫିସ, ଚାଲିବ ଜମିଜମା ପଞ୍ଜିକରଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଳମ୍ବାରେ ସବ୍ରେଜିଷ୍ଟ୍ରାର୍‌ ଅଫିସକୁ ଲକ୍‌ଡାଉନ୍‌ ସମୟରେ ଖେଶଲିବା ଲାଗି  ନିଷ୍ପତ୍ତି ନେଇଛନ୍ତି। ସହରାଞ୍ଚଳରେ ୩୩ ପ୍ରତିଶତ ଷ୍ଟାଫଙ୍କୁ ନେଇ ଏହି ଅଫିସ୍‌ ଚାଲିବ, କିନ୍ତୁ ସହରାଞ୍ଚଳ ବାହାରେ ଥିବା ସବ୍‌ରେଜିଷ୍ଟ୍ରାର୍‌ … Read More