ଆଉଜଣେ ବଙ୍ଗଳା ଫେରନ୍ତା କରୋନା ପଜିଟିଭ୍‌, ଯାଜପୁରରେ ସଂଖ୍ୟା ୮

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଉଜଣେ ବଙ୍ଗଳା ଫେରନ୍ତାଙ୍କୁ ଯାଜପୁରରେ କରୋନା ପଜିଟିଭ୍‌ ସଂକ୍ରମିତ ଥିବା ଠାବ କରାଯାଇଛି। ଏହାଦ୍ଵାରା ଯାଜପୁରରେ ମୋଟ୍‌ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୮ ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଏହି ୮୩ ନମ୍ବର … Read More

#OdishaFightsCorona: ଓଡ଼ିଶା ପାଇଁ କରୋନା ଆହ୍ବାନ- ଗାଁରେ ପଶିପାରନ୍ତି ୫ ଲକ୍ଷ ଓଡ଼ିଆ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସହରାଞ୍ଚଳରେ କରୋନା ସଂକ୍ରମକଣକୁ ଅବରୋଧ କରିବାରେ ସଫଳତା ପାଇଥିବା ଓଡ଼ିଶା ସରକାରଙ୍କ ପାଇଁ ଗ୍ରାମାଞ୍ଚଳ ଏକ ଆହ୍ବାନ ହୋଇ ଠିଆ ହୋଇଛି। ବିଭିନ୍ନ ରାଜ୍ୟରେ ଶ୍ରମିକ ଭାବେ କାମ କରୁଥିବା ଓଡ଼ିଆ ମାନେ ଆସନ୍ତା ଦିନରେ ଫେରିବା … Read More

ଅର୍ଥନୀତିରେ କରୋନା ପ୍ରଭାବ: ଫେସ୍‌ବୁକ୍‌ କିଣିଲା ଜିଓ ଶେୟାର, ଟେକ୍ନୋଲୋଜି କ୍ଷେତ୍ରରେ ସବୁଠାରୁ ବଡ଼ ଏଫ୍‌ଡିଆଇ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତୀୟ ଶିଳ୍ପ ଅର୍ଥନୀତିରେ କରୋନା ପ୍ରଭାବ ବଢ଼ିବାରେ ଲାଗିଛି। କୋଭିଡ୍‌୧୯ ଯୋଗୁ ମାନ୍ଦା ହୋଇଥିବା ବିଶ୍ଵ ବଜାର ଭାରତୀୟ ମୁହାଁ ହୋଇଥିବା ଦେଖିବାକୁ ମିଳୁଛି। ପ୍ରଥମେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ରେ ଚୀନ ପୁଞ୍ଜି ନିବେଶ ଏବଂ ଏହାକୁ ନେଇ … Read More

ଭଦ୍ରକରୁ ୩ ନୂଆ କରୋନା ପଜିଟିଭ୍‌, ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୮୨

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭଦ୍ରକ ଜିଲ୍ଲାରେ ତିନି ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହାଦ୍ଵାରା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହୋଇଛି। ସେମାବାରଦିନ ଏହିଜିଲ୍ଲାରୁ ୫ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିଲା। ଏହି ସଂଖ୍ୟା ଦ୍ଵାରା … Read More

ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ସାହିଦଙ୍କ ସମେତ ୩୦ ଜମାତି ଗିରଫ

ଇଥିଓପିଆ → ମାର୍କାଜ୍ → ବିଶ୍ୱବିଦ୍ୟାଳୟରେ ଡ୍ୟୁଟି … ହଜିଯାଇଥିବା ପ୍ରଫେସରଙ୍କ କାହାଣୀ ଭୁବନେଶ୍ଵର,(ଓଟି): ଏବେ ବି ତବଲିଗିର ଆତଙ୍କ ଜାରି ରହିଛି ଏବଂ ଦେଶରେ ଅନେକ ଲୋକ ଲୁଚି ରହିଛନ୍ତି । ଏପରି ଏକ ଖବର ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଆସିଛି … Read More

କରୋନା ଚିକିତ୍ସାରେ ଥିବା ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ସୈନିକ ମର୍ଯ୍ୟାଦା; ମୃତ୍ୟୁ ହେଲେ ତାହା ସହୀଦ ଆଖ୍ୟା, ମିଳିବ ୫୦ ଲକ୍ଷ କ୍ଷତିପୂରଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ଏକ ଯୁଦ୍ଧ। ଆଉ ସ୍ଵାସ୍ଥ୍ୟକର୍ମୀମାନେ ହେଲେ ଏହି ଅଦୃଶ୍ୟ ଶତ୍ରୁ ସଙ୍ଗେ ଲଢ଼େଇରେ ପ୍ରତ୍ୟକ୍ଷ ସୈନିକ। ଏଣୁ ଏ ଶତ୍ରୁ ସହ ଲଢ଼େଇରେ ପ୍ରାଣ ହରାଉଥିବା ପ୍ରତିଟି ସ୍ଵାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ମୃତ୍ୟୁକୁ ମୃତ୍ୟୁ ନୁହେଁ … Read More

ନୂଆ #corona ସଂକ୍ରମିତଙ୍କ ବାବଦରେ ପ୍ରାଥମିକ ତଥ୍ୟ ଦେଲେ ସରକାର, ସଂକ୍ରମଣ ବାବଦରେ ସୂଚନା ନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଜି ସକାଳେ ବାଲେଶ୍ଵରରେ ୫ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ସୂଚନା ଓ ଲୋକସମ୍ପର୍କ ପକ୍ଷରୁ ସେମାନଙ୍କ ବାବଦରେ ପ୍ରାଥମିକ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଚିହ୍ନିତ ପଜିଟିଭ୍‌ଙ୍କ ମଧ୍ୟରେ ୨ଜଣ … Read More

#coronaUpdates: ଦେଶରେ ୧୮ହଜାର ୬୦୧ କରୋନା ରୋଗୀ, ୧୪ହଜାର ୭୫୯ ସକ୍ରିୟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ଚିନ୍ତା ବଢ଼ାଇଚାଲିଛି କରୋନା। ରାଷ୍ଟ୍ରପତି ଭବନରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଆଶଙ୍କା ଆହୁରି ବଢ଼ିଛି। ଏବେ ଦେଶରେ ସମୁଦାୟ ଚିହ୍ନିତ ପଜିଟିଭ୍‌ଙ୍କ ସଂଖ୍ୟା ୧୮ହଜାର ୬୦୧ ବୋଲି ଜଣାପଡ଼ିଛି। ଏଥିରୁ ୩୨୫୨ଜଣ ସୁସ୍ଥ ହୋିଥିବା … Read More

ରାଷ୍ଟପ୍ରତି ଭବନରେ #CoronaPositive, ଶତାଧିକ ପରିବାରକୁ ଏକାନ୍ତବାସ ନିର୍ଦେଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତର ରାଷ୍ଟ୍ରପତି ଭବନରେ କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହାକୁ ଦେଖି ଏଠାରେ କାମ କରୁଥିବା ୧୨୫ ପରିବାରଙ୍କୁ ସ୍ଵତଃ ଏକାନ୍ତବାସରେ ଯିବା ପାଇଁ କୁହାଯାଇଛି। ଭାରତରେ ଦିନକୁ ଦିନ କରୋନା ବଢ଼ିବାରେ ଲାଗିଛି। ଲକ୍‌ଡାଉନ୍‌ … Read More

#coronaOdishaUpdates: ବାଲେଶ୍ଵରରେ ୫ ନୂଆ କରୋନା ପଜିଟିଭ୍‌, ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୭୯

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପଶ୍ଚିମବଙ୍ଗ ସୀମାନ୍ତ ଓଡ଼ିଶାର ବାଲେଶ୍ଵର ଜିଲ୍ଲାରେ ପୁଣି ୫ ଜଣ ସନ୍ଦିଗ୍ଧ କରୋନା ଭୁତାଣୁ ସଂକ୍ରମିତ ବୋଲି ସ୍ପଶ୍ଟ ହୋଇଛି। ରାଜ୍ୟ ସ୍ଵସ୍ଥେ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହା ଦର୍ଶାଇଛନ୍ତି। ତେବେ ଏହି ରୋଗୀମାନେ କେଉଁଠୁ … Read More