#coronaIndiaUpdate: ୨୪ ଘଣ୍ଟାରେ ୧୬୬୯ ବୃଦ୍ଧି, ୪୦ ମୃତ, ୬୪୨ ସୁସ୍ଥ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭାରତରେ ଗତ ୨୪ ଘଣ୍ଟା ଭିତରେ ୧୬୬୯ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସଂଖ୍ୟା ପହଞ୍ଚିଛି ୨୩୦୩୯। ସେହିପରି ୬୪୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନଙ୍କ … Read More