#corona: ଦିନକରେ ୬୮ କରୋନା ପଜିଟିଭ୍‌, ରାଜ୍ୟରେ ସମୁଦାୟ ସଂଖ୍ୟା ୩୫୨

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧିରେ ଗତ ୨୪ ଘଣ୍ଟା ଭିତରେ ସର୍ବାଧିକ ବିସ୍ଫୋରଣ ଘଟିଛି। ସମୁଦାୟ ସଂଖ୍ୟାରେ ୬୮ ବୃଦ୍ଧି ଘଟି ଜରୋନା ଭୁତାଣୁ ପଜିଟିଭ୍‌ଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି। ଗତକାଲି ସକାଳ ୭ଟାରେ ଏହି ସଂଖ୍ୟା … Read More

ରାଜ୍ୟରେ କରୋନା ବିସ୍ଫୋରଣ: ସମୁଦାୟ ୨୮୪, ସକ୍ରିୟ୨୧୯; କାଲି ରାତିରେ ଆଉ ୧୪

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟାରେ ଦିନକୁ ଦିନ ବିସ୍ଫୋରଣ ଘଟୁଛି। ଗଲା ୨୪ ଘଣ୍ଟା ଭିତରେ ୩୯ଜଣ ସନ୍ଦିଗ୍ଧଙ୍କ ନମୁନାରେ କରୋନା ଭୁତାଣୁ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ରୋଗୀଙ୍କ ସଂଖ୍ୟା ୨୮୪ରେ ପହଞ୍ଚିଛି।  ସେମାନଙ୍କ … Read More

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ୫୦, ମହାରାଷ୍ଟ୍ରରେ ୯ହଜାର୯୧୫

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୩ ହଜାର ପାର କରିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟଙ୍କ ରିପୋର୍ଟ ଅନୁସାରେ ଦେଶରେ ଏବେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୩୩, ୦୫୦। ଏଥିରୁ ୧୦୭୪ଙ୍କ ମୃତ୍ୟୁ ହୋଇଛି। ବିଶ୍ଵସ୍ତରରେ ଦେଖିଲେ ୩୧ ଲକ୍ଷ … Read More

#CoronaUpdates: ଦିନକରେ ୧୩୩୪ କରୋନା ପଜିଟିଭ୍‌, ୨୭ ମୃତ

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌): ଦେଶକୁ ଏବେ କରୋନା ସମ୍ପର୍କିତ ମିଶ୍ରିତ ଫଳ ମିଳୁଛି। ଭାରତ ସରକାରଙ୍କ ଘୋଷଣା ଅନୁସାରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୩୪ଟି ନୂଆ କୋଭିଡ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୭ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ ଦେଶର … Read More

#Corona: ଓଡ଼ିଶାରେ ୫ ନୂଆ କରୋନା ରୋଗୀ, ସମୁଦାୟ ସଂଖ୍ୟା ୬୦

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୫୬୪ଟି ନମୁନା ପରୀକ୍ଷଣ କରାଯାଇଛି। ଏଥିରୁ ୫ଟି ନମୁନାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏଥିରୁ ଜଣେ ଯାଜପୁରର ହୋଇଥିବା ବେଳେ ୪ଜଣ ଭୁବନେଶ୍ଵରର ବୋଲି ସ୍ଵାସ୍ଥ୍ୟ ବିଭାଗ ନିର୍ଦେଶକ … Read More

#coronaUpdates: ଓଡ଼ିଶାର ୨୧ ଜିଲ୍ଲାକୁ କରୋନା ଛୁଇଁନି, ୩ ମୁକ୍ତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟର ୨୧ ଜିଲ୍ଲାରେ କରୋନା ଭୁତାଣୁ ସଂକ୍ରମଣ ପହଞ୍ଚିପାରି ନାହିଁ। ଏହି ସବୁ ଜିଲ୍ଲାରୁ ଦାଦନ ଶ୍ରମିକ ଭାବେ ବିଭିନ୍ନ ରାଜ୍ୟରେ କାମ କରୁଥିବା ଗ୍ରାମ ଓ ସହରବାସୀ ରହିଛନ୍ତି। କିନ୍ତୁ ରାଜ୍ୟରେ ଲକ୍‌ଡାଉନ୍‌ ଓ ସାମାଜିକ … Read More

#coronaupdates: ଗୋଟିଏ ଦିନରେ ୬୧୩ ନୂଆ ରୋଗୀ, ୪୫ ସୁସ୍ଥ. ୧୯ ମୃତ

ଭୁବନେଶ୍ଵର, (ଓଟି): ଦେଶରେ କରୋନା ଯେମିତି ଲୋକଙ୍କୁ ତୀବ୍ରଗତି ଆକ୍ରାନ୍ତ କରି ଚାଲିଛି ସେମିତି ଭାରତର ସ୍ଵାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା ତାହାର ମୁକାବିଲା କରିବା ପାଇଁ ଲାଗିପଡ଼ିଛନ୍ତି। ଗତ ୨୪ ଘଣ୍ଟା ଭିତରେ ସମଗ୍ର ଦେଶରେ ୬୧୩ଜଣ ନୂଆ ରୋଗୀ … Read More