ଭାରତରେ କରୋନା ପରୀକ୍ଷଣ ୪ ଲକ୍ଷ ପାର୍‌, ୧୭ ହଜାର ୬୧୫ ପଜିଟିଭ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସମଗ୍ର ଭାରତରେ ଏବେ ସୁଦ୍ଧା ୪ ଲକ୍ଷ ୧ ହଜାର ୫୮୬ ସରମ୍ପଲ୍‌ ପରୀକ୍ଷା କରାଯାଇଛି। ଏହି ସାମ୍ପଲ୍‌କୁ ଆର୍‌ଟି ପିସିଆର୍‌ ପ୍ରକ୍ରିୟାରେ ପରୀକ୍ଷଣ କରାଯାଇ ନିଶ୍ଚିତ କରୋନା ସଂକ୍ରମଣ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି … Read More