କାରିଗରଙ୍କ ଠାରୁ ସିଧାସଳଖ ହାତବୁଣା ସାମଗ୍ରୀ କିଣିବାକୁ ଟାଟା ଟ୍ରଷ୍ଟ‌ର “ଅନ୍ତରଣ” ଅଭିଯାନ

ଭୁବନେଶ୍ୱର: ଟାଟା ଟ୍ରଷ୍ଟସ୍ ତରଫରୁ “ଅନ୍ତରଣ” ନାମକ ଏକ ଅଭିଯାନ ଆରମ୍ଭ କରାଯାଇଛି ଯେଉଁଥିରେ ପ୍ରତିଟି ଲୋକଙ୍କୁ ସିଧାସଳଖ ଭାବେ ପାଇକାରୀ ମୂଲ୍ୟରେ ଅନ୍‍ଲାଇନ୍‍ ପ୍ଳାଟ୍‍ଫର୍ମରେ ବୁଣାକାରଙ୍କ ଠାରୁ ସାମଗ୍ରୀ କିଣିପାରିବେ । ଏଥିପାଇଁ ଏକ ସ୍ୱତନ୍ତ୍ର ୱେବ୍‍ ପୋର୍ଟାଲ୍‍ ନିର୍ମାଣ … Read More