ନଜର ପକାନ୍ତୁ ବିଶ୍ଵ, ଭାରତ, ଓଡ଼ିଶାର କରୋନା ସ୍ଥିତି ସମ୍ପର୍କରେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବିଶ୍ଵରେ କରୋନା ପରାକ୍ରମ ବଜାୟ ରଖିଛି। ବିଗତ ୨୪ ଘଣ୍ଟା ଭିତରେ ୮୩୫୯୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏପ୍ରିଲ୍ ୨୦ ତାରିଖରେ ଏହି ସଂଖ୍ୟା ୭୨୩୯୭ ଥିଲା। ୨୩ ତାରିଖ ପ୍ରତଃ ୩ଟା ବେଳେ … Read More