#coronaUpdate: ରାଜ୍ୟରେ ବଢ଼ୁଛି କରୋନା ବିତ୍ପାତ, ଦିନକରେ ୪୦ ବୃଦ୍ଧି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ବଢ଼ି ଚାଲିଛି କରୋନା ଭୁତାଣୁର ବିତ୍ପାତ। ଏହି ବିତ୍ପାତରେ ଦିନକୁ ଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଆତଙ୍କ। ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ସମୁଦାୟ ରୋଗୀଙ୍କ ତାଲିକାରେ ୪୦ଜଣ ନୂଆ ରୋଗୀଙ୍କ ନାଁ … Read More

#coronaUpdates: ୨୪ ଘଣ୍ଟାରେ ରାଜ୍ୟରେ ୧୧ କରୋନା ପଜିଟିଭ୍‌, ୧୪ ସୁସ୍ଥ; ସମୁଦାୟ ସଂଖ୍ୟା ୧୫୪

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥିରୁ ଯାଜପୁର ଜିଲ୍ଲାରେ ୯ ଜଣ ଥିବା ବେଳେ ବଲାଙ୍ଗର ଜିଲ୍ଲାରୁ ଦୁଇଜଣ ରହିଛନ୍ତି। ଏହାଦ୍ଵାରା ରାଜ୍ୟରେ ସମୁଦାୟ କରୋନା ପଜିଟିଭ୍‌ … Read More

#CoronaUpdates: କରୋନା ତଥ୍ୟ ଲୁଚାଉଛନ୍ତି ଓଡ଼ିଶା ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଶା ସରକାର କରୋନା ମୁକାବିଲା ପାଇଁ ନେଉଥିବା ପଦକ୍ଷେପକୁ ପ୍ରଚାର କରିବାରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ଏହାର ସୂଚନା ପ୍ରଦାନ ବିଭାଗଗୁଡ଼ିକ ବି ନିଜର ପ୍ରକୃତ କାମ ଭୁଲିଯାଉଛନ୍ତି। କେବଳ ସରକାରଙ୍କ ପ୍ରଚାରଧର୍ମୀ କାହାଣୀକୁ ଗଣମାଧ୍ୟମରେ … Read More