ଭାରତର କରୋନା ଚିକିତ୍ସାରେ ୬ଟି ଔଷଧ ବ୍ୟବହୃତ ହେଉଛି, କାହାର ଦାମ୍‌ କେତେ ?

ଭାରତରେ କରୋନା ମାମଲା ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୯ ଲକ୍ଷ ୧୧ ହଜାର ଲୋକ ଏହି ଜୀବାଣୁ ସଂକ୍ରମିତ ହୋଇଥିବାବେଳେ ୨୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ପ୍ରତିଦିନ ୨୮-୩୦ … Read More