କୋଭିଡ୍୧୯ ମୁକାବିଲା: ବେଦାନ୍ତ ପକ୍ଷରୁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି
ଭୁବନେଶ୍ୱର, (ଓଟି): କୋଭିଡ୍-୧୯ କରୋନା ମୁକାବିଲା ଲାଗି ବେଦାନ୍ତ ଲିମିଟେଡ୍ ପକ୍ଷରୁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରାଯାଇଛି । ଏହି ପାଣ୍ଠିକୁ ତିନୋଟି ପ୍ରମୁଖ କ୍ଷେତ୍ର-ଦିନ ମଜୁରିଆ, କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ଜୀବନଜୀବିକା, ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ … Read More