କରୋନା ଆତଙ୍କ: ମିଜୋରାମରୁ ୩୩୮ ବନ୍ଦୀଙ୍କୁ ମୁକ୍ତି

ଆଇଜଲ, (ଓଟି): ମିଜୋରାମ ସରକାର ରାଜ୍ୟ ର ବିଭିନ୍ନ ଜେଲ୍‌ରେ ବନ୍ଦୀଥିବା ୩୩୮ଜଣଙ୍କୁ ମୁକ୍ତ କରିଛନ୍ତି।  ବିଭିନ୍ନ ଜିଲ୍ଲାର ଡେପୁଟୀ କମିଶନର ଏବଂ ଏସ୍‌ପି ମାନଙ୍କୁ ଏମାନଙ୍କୁ ସେମାନଙ୍କ ଘରେ ସୁରକ୍ଷିତ ଭାବେ ପହଞ୍ଚାବାକୁ ନିର୍ଦେଶ ଦେଇଛନ୍ତି। ଏହି ପ୍ୟାରୋଲ୍‌ରେ ମୁକ୍ତି … Read More