କରୋନା ପ୍ୟାକେଜ୍‌କୁ ନବୀନଙ୍କ ସ୍ଵାଗତ; ଲକ୍ଷାଧିକ ନିଯୁକ୍ତି ସୃଷ୍ଟି ହେବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ‘ଆତ୍ମ ନିର୍ଭରଶୀଳ ଭାରତ’ ଯୋଜନା ବା କରୋନା ଯୋଗୁ  ବିପର୍ଯ୍ୟସ୍ତ ଅର୍ଥନୀତିକୁ ପ୍ରୋତ୍ସାହନ କରିବା ଲାଗି ଘୋଷଣା କରାଯାଇଥିବା  ପ୍ରୋତ୍ସାହନ ପ୍ୟାକେଜ୍‌କୁ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ … Read More