#କୋଭିଡ୍-୧୯: ରବିବାର ଘଣ୍ଟାଏ ବନ୍ଦ ରହିବ ‘୧୦୪’
ଭୁବନେଶ୍ୱର(ଓଟି): ଲକ୍ଡାଉନ୍ ପାଇଁ ସରକାର ନେଇଥିବା ଅନେକ ପଦକ୍ଷେପ ମଧ୍ୟରେ ହେଲ୍ପ ଲାଇନ୍ ସବୁଠୁ ଗୁରୁତ୍ଵପୂର୍ଣ୍ଣ। ସେଥିପାଇଁ ରାଜ୍ୟ ସରକାର ‘୧୦୪’ ନମ୍ବର ଜାରି କରିଛନ୍ତି। ତେବେ ମହାମାରୀ ସଂକଟକୁ ନେଇ ଏହି ନମ୍ବରକୁ ଅଧିକ କଲ୍ ଆସୁଥିବାରୁ ଏହାର କ୍ଷମତା … Read More