#OdishaFightsCorona: ସୁନ୍ଦରପଦା ଓ ଯଦୁପୁରରୁ ଉଠିଲା ଆବଦ୍ଧ ପ୍ରତିବନ୍ଧକ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭୁବନେଶ୍ଵର ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ କପିଳପ୍ରସାଦ ସୁନ୍ଦରପଦା ଓ ଯଦୁପୁର ଏବଂ ବେଗୁନିଆ ଅଞ୍ଚଳରେ ଲାଗୁ ହୋଇଥିବା ସ୍ଵତନ୍ତ୍ର ପ୍ରତିବନ୍ଧକ ଉଠାଇ ଦିଆଯାଇଛି। ଏପ୍ରିଲ୍ ୫ ତାରିଖରେ ଏଠାରେ ଜଣେ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯିବା ପରେ … Read More