ଫେବ୍ରୁଆରୀ ୧୫ ସୁଦ୍ଧା କଂଗ୍ରେସ ଟିକେଟ ବଣ୍ଟନ : ଜିତେନ୍ଦ୍ର

ଫେବ୍ରୁଆରୀ ୧୫ ସୁଦ୍ଧା ଦଳୀୟ ଟିକେଟ ପ୍ରଦାନ କରାଯିବ ବୋଲି କଂଗ୍ରେସ ପ୍ରଭାବରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଆସନ୍ତା ନିର୍ବାଚନରେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ଓ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ହଟିବ ବୋଲି ଶ୍ରୀ ସିଂ କହିଛନ୍ତି। ଓଡ଼ିଶା … Read More

ଜାତୀୟ ଦଳ ବିଜେପି-କଂଗ୍ରେସକୁ ପ୍ରାର୍ଥୀ ମିଳୁନାହାନ୍ତି

ରାଜ୍ୟର ଦୁଇ ପ୍ରମୁଖ ବିରୋଧୀଦଳ କଂଗ୍ରେସ ଓ ବିଜେପିରେ ଏବେ ପ୍ରାର୍ଥୀ ସଙ୍କଟ ସମସ୍ୟାରେ ଜର୍ଜରିତ। ଆସନ୍ତା ବିଧାନସଭା ନିର୍ବାଚନରେ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଦେବା ପାଇଁ ଯେତେ କସରତ କଲେ ବି ଫଳ ବାହାରି ପାରୁନାହିଁ। ଯେଉଁମାନେ ପ୍ରାର୍ଥୀ … Read More

ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସରୁ ବିଦା

କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ । ବାରମ୍ବାର ଦଳ ବିରୋଧୀ କାର୍ଯ୍ୟପାଇଁ କଂଗ୍ରେସରୁ ଉଭୟଙ୍କୁ ବହିଷ୍କୃତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା … Read More

ଦଳଡିଆଁ ସମର୍ଥକ ଉପରେ ବିଜେପିର ନଜର

ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ ଏବେ ଦଳଡିଆଁ ପର୍ବ ଚରମସୀମାରେ ପହଞ୍ଚିଛି । ଏ କ୍ଷେତ୍ରରେ କଂଗ୍ରେସ ଓ ବିଜେଡି ସବୁଠାରୁ ଆଗରେ ଅଛନ୍ତି। ମହାମାରୀ ବ୍ୟାପିବା ଭଳି କଂଗ୍ରେସରୁ ଜଣଙ୍କ ପରେ ଜଣେ ଭବିଷ୍ୟତ ସୁରକ୍ଷା ସହିତ ଆଗାମୀ … Read More

ରାଜ୍ୟ କଂଗ୍ରେସର ‘ପ୍ଲାନ-ବି’

ରାଜ୍ୟ କଂଗ୍ରେସରୁ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ, ୨୦୧୯ ନିର୍ବାଚନ ଲଢେଇକୁ ଯିବା ପ୍ରସ୍ତୁତ ହୋଇଥିବା ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏକପ୍ରକାର ନିରସ୍ତ୍ର ହୋଇଯାଇଛନ୍ତି । ଏଭଳିସ୍ଥିତିରେ ସେ ଆରମ୍ଭ … Read More

ସୋନିଆ ନୁହେଁ ରାୟବରେଲିରୁ ଲଢି ପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ : ତିନି ରାଜ୍ୟର ନିର୍ବାଚନ ପରିଣାମ ଆସିବା ଏବଂ କ୍ଷମତାକୁ ଫେରିବାପରେ କଂଗ୍ରେସ ଦଳର ଆତ୍ମବିଶ୍ୱାସ ବେଶ ବଢିଛି। ତେଣୁ ଆଗାମୀଲୋକସଭା ନିର୍ବାଚନ ପାଇଁ ଦଳ ନିଜ ରଣନୀତି ଉପରେ କାମ ଆରମ୍ଭ କରିସାରିଛି। ସୂଚନା ଅନୁସାରେ ଏଥର ରାୟବରେଲି … Read More

ରାହୁଲଙ୍କୁ ଭେଟିଲେ ନିରଂଜନ : ୨୫ରେ ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,(ଓଟି): ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଏହି ଅବସରରେ ଓଡିଶା ପ୍ରଭାରି ଜିତେନ୍ଦ୍ର ସିଂହ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ଓ ଅନିଲ କୁମାର ଚୌଧୁରୀ ଏବଂ ଏଆଇସିସି ଯୁଗ୍ମ ସମ୍ପାଦକ ଆଦିତ୍ୟ … Read More

ପିପିଲି ଗଣ ଦୁଷ୍କର୍ମ ମାମଲାର କମିଶନ ରିପୋର୍ଟ ସାର୍ବଜନୀନ କରାଯାଉ: କଂଗ୍ରେସ

ଭୁବନେଶ୍ୱର ,(ଓଟି): ଆଜି ପ୍ରଦେଶ କଂଗ୍ରେସ ତରଫରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ପିପିଲି ଗଣଦୁଷ୍କର୍ମ ମାମଲାରେ ସିଧା ସଳଖ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିବା ସହିତ ମୁଖ୍ୟମନ୍ତ୍ରୀ ଏବଂ ଗୃହ … Read More

କଂଗ୍ରେସ ମୁହାଁ ବିଜୟ !

ଭୁବନେଶ୍ୱର,(ଓଟି): ନୂଆବର୍ଷରେ ନୂଆ ନିଷ୍ପତ୍ତି ନେବେ ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜେପିରୁ ଇସ୍ତଫା ଦେବା ପରେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ତାଙ୍କ ବାସଭବନରେ ଏକ ବିଚିତ୍ର ଦୃଶ୍ୟ … Read More

ମାୟାବତୀଙ୍କ ଧମକ ପରେ ମୁଣ୍ଡ ନୁଆଁଇଲା କଂଗ୍ରେସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବିଏସପି ସହାୟତାରେ ସରକାର ଗଠନ କରିଥିବା କଂଗ୍ରେସ ମାୟାବତୀଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। ଦଳିତଙ୍କ ନାଁରେ ରୁଜୁ ହୋଇଥିବା ମାମଲା ଉଠା ନଗଲେ ସମର୍ଥନ ପ୍ରତ୍ୟାହାର କରିବାକୁ ମାୟାବତୀଙ୍କ ଧମକ ଦେଇଥିଲେ। ଏହାପରେ କଂଗ୍ରେସ … Read More